Browsing Category

Education

All education-related news will be uploaded will be uploaded in this page

ଆଜି ଠାରୁ ଯୁକ୍ତ୨ ପ୍ରଥମ ବର୍ଷ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ

୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ୨ ପ୍ରଥମ ବର୍ଷ ପ୍ରଥମ ପର୍ଯ୍ୟାୟ ନାମଲେଖା ସୋମବାରଠାରୁ ଆରମ୍ଭ ହେବ। ମୋଟ ୪,୨୬,୪୭୨ ଛାତ୍ରୀଛାତ୍ର ନାମଲେଖା ପାଇଁ ଚୟନ ହୋଇଛନ୍ତି। ଛାତ୍ରୀଛାତ୍ରମାନେ ୨୭ ତାରିଖ ମଧ୍ୟରେ ନାମ ଲେଖାଇବେ। ପ୍ରତି ଘଣ୍ଟାରେ କଲେଜରେ ୧୫ଜଣଙ୍କର ନାମଲେଖା କରାଯିବ। ଅଗଷ୍ଟ ୫ରେ…

ସ୍କୁଲରେ ଯୋଗ ବା ପ୍ରାଣାୟମ ବାଧ୍ୟତାମୂଳକ

ଏଣିକି ସ୍କୁଲରେ ଯୋଗ ବା ପ୍ରାଣାୟମ ବାଧ୍ୟତାମୂଳକ। ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଛି ଏହି ନିର୍ଦ୍ଦେଶାନାମା। ସ୍କୁଲରେ ପ୍ରାର୍ଥନା ପରେ ୧୦ ମିନିଟ୍ ଯୋଗ କରିବେ ଛାତ୍ରଛାତ୍ରୀ। ଦଣ୍ଡାୟମାନ ଅବସ୍ଥାରେ ହୋଇପାରୁଥିବା ଯୋଗ ବା ପ୍ରାଣାୟମ କରିବେ। ଏଥିରୁ କିଛି ଛାତ୍ରଛାତ୍ରୀଙ୍କୁ…

“ନାକ୍‌‌”ମାନ୍ୟତା ନିୟମରେ ପରିବର୍ତ୍ତନ

ବିଶ୍ୱ ବିଦ୍ୟାଳୟ ଓ କଲେଜ ଗୁଡିକରେ ସ୍ୱକୃତି ଓ ଅଣ ସ୍ୱୀକୃତି ମାନ୍ୟତା ପାଇଁ ନାକ୍‌‌ରେ ଆବେଦନ କରିବେ। ସ୍ୱୀକୃତି ପାଇବା ପରେ କଲେଜ ଲେଭଲ ୫ରୁ ଲେଭଲ ୧ ଯାଏ ବିଶ୍ୱବିଦ୍ୟାଳୟ କରିଥିବା ଉନ୍ନତିମୂଳକ କାର୍ୟ୍ୟ ଏବଂ ପରାମିଟର ଉପରେ ଲାଗୁ କରାଯିବ। ସବୁ ବିଶ୍ୱ ବିଦ୍ୟାଳୟ ଓ କଲେଜ ପାଇଁ ଏ ନିୟମ…

ଯୁକ୍ତ ଦୁଇ ପାଇଁ ପ୍ରଥମ କଟ ଅଫ ମାର୍କ ପ୍ରକାଶ

ଯୁକ୍ତ ଦୁଇ ୨୦୨୪ - ୨୫ ଶିକ୍ଷା ବର୍ଷ ପାଇଁ ଶନିବାର ପ୍ରଥମ କଟ ଅଫ ମାର୍କ ପ୍ରକାଶ ପାଇଛି। ବାଣିଜ୍ୟ ଓ ବିଜ୍ଞାନରେ ଶୀର୍ଷରେ ରହିଛି ରେଭେନ୍ସା। କଳାରେ ୭୫. ୧୭% ସହ ଆଗରେ ରହିଚି ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ। ସେହିପରି ବିଜ୍ଞାନରେ ୯୧.୫୦% ଓ ବାଣିଜ୍ୟରେ ୭୭% ସହ ରେଭେନ୍ସା ହାୟର…

ନିଟ ୟୁଜି ଫଳାଫଳ

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଶନିବାର ଜୁଲାଇ ୨୦ରେ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ଫର ଅଣ୍ଡର ଗ୍ରାଜୁଏଟ (NEET UG) ୨୦୨୪ପାଇଁ କେନ୍ଦ୍ର ଏବଂ ସହରର ଅନୁଯାୟୀ ଫଳାଫଳ ଘୋଷଣା କରିଛି। ଜୁଲାଇ ୧୮ରେ, ସୁପ୍ରିମକୋର୍ଟ ଏନଟିଏକୁ ନିଟ ୟୁଜି ୨୦୨୪ ଫଳାଫଳକୁ ସହର ଏବଂ…

ନିଟ ପ୍ରଶ୍ନପତ୍ର ଲିକ ମାମଲାରେ ମଧ୍ୟସ୍ଥିକୁ ଧରିଲା ସିବିଆଇ

ନିଟ ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ପାଟନାରୁ ଆଉ ଜଣେ ଅଭିଯୁକ୍ତ ସୁରେନ୍ଦ୍ର କୁମାରଙ୍କୁ ଗିରଫ କରିଛି। ସିବିଆଇ ସୁରେନ୍ଦ୍ର କୁମାରଙ୍କୁ ୪ ଦିନ ରିମାଣ୍ଡରେ ନେଇଛି। ପାଟନା ଏମ୍ସରୁ ୪ ଜଣ ଛାତ୍ରଙ୍କୁ ଗିରଫ କରିବା ପରେ ସୁରେନ୍ଦ୍ର କୁମାରଙ୍କ ନାମ ସାମ୍ନାକୁ ଆସିଥିଲା। ଏହା ପରେ ତାଙ୍କୁ…

ଆଇଟି କ୍ଷେତ୍ରରେ ନିଯୁକ୍ତି ସୁଯୋଗ

ଦ୍ୱିତୀୟ ବୃହତ୍ତମ ଆଇଟି କମ୍ପାନୀ ଇନଫୋସିସ୍, ଆର୍ଥିକ ବର୍ଷ ୨୦୨୫ ପାଇଁ ପ୍ରାୟ ୧୫,୦୦୦-୨୦,୦୦୦ ଫ୍ରେସର ନିଯୁକ୍ତ କରିବ, ଯାହା ସମ୍ପ୍ରତି ତଥା ଆଗାମୀ କଲେଜ ସ୍ନାତକମାନଙ୍କୁ ଆଇଟି ଚାକିରିର ଅଫରରେ ହ୍ରାସ ପରେ ପୁଣି ଆଶା ବଢ଼ାଇବ ।ଇନଫୋସିସ୍ ଆର୍ଥିକ ବର୍ଷ୨୪ ରେ ୧୧,୯୦୦ ଫ୍ରେଶର୍ ନିଯୁକ୍ତ…

ଜାତୀୟସ୍ତରରେ ସୁନାମ ଆଣିଲେ ଓଡ଼ିଆ ଛାତ୍ର

ସର୍ବଭାରତୀୟ ସ୍ତରରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି ଜଣେ ଓଡ଼ିଆ ଛାତ୍ର । ସେ ହେଉଛନ୍ତି ବୌଦ୍ଧର ମେଡିକାଲ ଛାତ୍ର ଡା. ସିଦ୍ଧାର୍ଥ ରାହୁଲ ମହାପାତ୍ର । ସିଦ୍ଧାର୍ଥ ପୂର୍ବରୁ ୟୁକ୍ରେନର କିଭ୍ ମେଡିକାଲ ୟୁନିଭରସିଟିରୁ ଡକ୍ଟର ଅଫ୍ ମେଡିସିନରେ ଦେଶର ସର୍ବଶ୍ରେଷ୍ଠ ସ୍ନାତକ ସ୍ଥାନ ହାସଲ କରିଥିଲେ…

ରାଜ୍ୟରେ ଖୁବ୍ ଶୀଘ୍ର ହୋଇପାରେ ଛାତ୍ର ସଂସଦ ନିର୍ବାଚନ

ରାଜ୍ୟରେ ଖୁବ୍ ଶୀଘ୍ର ହୋଇପାରେ ଛାତ୍ର ସଂସଦ ନିର୍ବାଚନ । ଏଥିପାଇଁ ଛାତ୍ର ସଙ୍ଗଠନଗୁଡିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବି ଏଥିପାଇଁ ପାଗ ଭିଡିଲାଣି । ଛାତ୍ର ସଂସଦ ନିର୍ବାଚନ ପାଇଁ ଏବିଭିପି ପ୍ରାୟ ୭୦ ପ୍ରତିଶତ କଲେଜରେ ପ୍ରାର୍ଥୀ ଦେବାକୁ ଲକ୍ଷ୍ୟ…

ଦ୍ୱାଦଶ ପାସ୍ କଲେ ମିଳିବ ୬ ହଜାର ଟଙ୍କା

ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦ୍ୱାଦଶ ଏବଂ ସ୍ନାତକ ଉତ୍ତୀର୍ଣ୍ଣ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଥିକ ସହାୟତା ଯୋଜନାର ଘୋଷଣା କରିଛନ୍ତି । ମହାରାଷ୍ଟ୍ରରେ ବଢ଼ୁଥିବା ବେକାରୀ ସମସ୍ୟାକୁ ନେଇ ବିରୋଧିମେଣ୍ଟ ବାରମ୍ବାର ସରକାରଙ୍କୁ ଘେରୁଥିବା ବେଳେ ଏହି ପ୍ରସଙ୍ଗକୁ ଦର୍ବଳ କରିବାକୁ…