Browsing Category

Culture

ମହାପ୍ରଭୁଙ୍କ ମୋଦକ ଚୋରି ହୋଇନାହିଁ – ଆଇନ ମନ୍ତ୍ରୀ

ଅଣସର ଘରେ ଶ୍ରୀଜୀଉଙ୍କ ପାଇଁ ଉଦ୍ଦିଷ୍ଟ ଦଶମୂଳ ମୋଦକ ଚୋରି ହେବା ଘଟଣାରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ  ।  ମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ମୋଦକ ଚୋରି ହୋଇନାହିଁ , ମୋଦକ ଗଣାହୁଏନାହିଁ  ବରଂ ଏହି ପ୍ରସଙ୍ଗକୁ ଅଯଥା ଚର୍ଚ୍ଚାକୁ ଅଣାଯାଉଛି । କିଛି ଦଇତା ସେବକ…

ରଥରେ ବସିଲା କଣି ଫାଉଡ଼ି

ରଥ ନିର୍ମାଣ କାର୍ଯ୍ୟ ୫୩ ଦିନରେ ପହଞ୍ଚିଛି। ଗତକାଲି ସୁଦ୍ଧା ତିନିରଥର ୪ଟି ଲେଖାଏଁ ଦୁଆର ବେଢ଼ାରୁ ତିନି ରଥର ଆଗ, ପଛ ଦୁଆର ବେଢ଼ା ରଥ ଉପରକୁ ଉଠିଥିଲା। ଆଜି ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ତିନିରଥର ଭୋଇ ସେବକମାନେ ମିଶି ତିନି ରଥର ଦୁଇଟି ଲେଖାଏଁ ପାର୍ଶ୍ୱ ଦୁଆର ବେଢ଼ାକୁ…

ରଥ ନିର୍ମାଣ କାର୍ଯ୍ୟକୁ ୪୯ ଦିନ ପୂରିଛି,ବେଦି ନିର୍ମାଣ କାର୍ଯ୍ୟ ଆରମ୍ଭ

ରଥ ନିର୍ମାଣ କାର୍ଯ୍ୟକୁ ୪୯ ଦିନ ପୂରିଛି। ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ୨୦୪ ଜଣ ନିର୍ମାଣ ସେବକଙ୍କ ସହ ୩୬ ଜଣ ଚିତ୍ରକାର ତିନିରଥର ରଙ୍ଗ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଆଜି ବେଦି ନିର୍ମାଣ ଆରମ୍ଭ ହୋଇଛି। ତିନିରଥର ବେଦି ସିଂହାସନ ପ୍ରସ୍ତୁତି ପାଇଁ ମହାରଣା ସେବକ…

ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ, ଉଠିଲା ତିନି ରଥର ଖପୁରି

ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ମହାରଣା ଓ ଭୋଇ ସେବକଙ୍କ ଦ୍ବାରା ଆଜି ତେର ପରସ୍ତ ପୋଟଳ ସହ ଖପୁରି ପଡ଼ିଛି। ଗତକାଲି ସୁଦ୍ଧା ତିନି ଭୂଇଁରେ କଇଁଚି ସହ ଅନ୍ଦାରୀ ତାଗ ବାଡ଼ିଆ ଶେଷ ହୋଇଥିଲା। ଏଥିସହ ତିନି ରଥର ପୋଟଳ ସମେତ ପାରା ଭାଡ଼ି ଓ ଖପୁରିର ନିର୍ମାଣ…

ରଥଯାତ୍ରାର ବ୍ରାଣ୍ଡ୍‌ ଭାଲ୍ୟୁ ଖୁବ୍‌ଶୀଘ୍ର ୨୦୦ କୋଟି ଟଙ୍କା ଟପିବ

ବିଶ୍ବ ପ୍ରସିଦ୍ଧ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ଦେଖିବା ଲାଗି ସାରା ବିଶ୍ବରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି। ସେହି ବିପୁଳ ଜନସମାଗମର ସୁଯୋଗ ନେଇ ନିଜ ବ୍ରାଣ୍ଡ୍‌କୁ ଲୋକଙ୍କ ନିକଟତର କରିବାକୁ କମ୍ପାନିଗୁଡ଼ିକ ଜୋରଦାର ଉଦ୍ୟମ କରୁଛନ୍ତି। ଗତବର୍ଷ ତୁଳନାରେ ଚଳିତ…

ଆଜି ରଜ ସଂକ୍ରାନ୍ତି

ଆଜି ଓଡ଼ିଶାର ଗଣପର୍ବ ରଜ। ଗତକାଲି ପହିଲି ରଜ ଥିବା ବେଳେ ଆଜି ରଜ ସଂକ୍ରାନ୍ତି। ଏଥିଲାଗି ସହରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ। ତିନିଦିନିଆ ରଜ ଉତ୍ସବର ପ୍ରମୁଖ ଦିନ। ରଜ ସଂକ୍ରାନ୍ତିରେ ଗାଁ ଆମ୍ବତୋଟାରେ ସକାଳୁ ସକାଳୁ ଶୁଭୁଛି ରଜଗୀତ । ସହରର ବିଭିନ୍ନ ପାର୍କରେ ଦୋଳି, ପାନ ଓ ପିଠା …

ଅଣ ସେବାୟତମାନେ ରଥ ଉପରକୁ ଚଢିଲେ ଗିରଫ ହେବେ

ଚଳିତ ମାସ ୨୭ରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହି ଘୋଷଯାତ୍ରାରେ ଶୃଙ୍ଖଳା ରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ସରକାରଙ୍କ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ସଂସ୍କାର ଓ କଠୋର ଆଭିମୁଖ୍ୟ…

ଆଜି ପହିଲି ରଜ ,ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ

ଆଜି ପହିଲି ରଜ । ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ । ଝିଅ ମାନେ ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ ଟିକିଲି ପିନ୍ଧି ପରମ୍ପରା ଅନୁଯାୟୀ ପାଳନ କରିବେ ପହିଲି ରଜ । ତିନି ଦିନ ଧରି ଗାଁ ଠୁ ସହର ସବୁଠି ଜମିଥାଏ ରଜର ଆସର  । ରଜର ପ୍ରଥମ ଦିନକୁ ପହିଲି ରଜ ଦ୍ୱିତୀୟ ଦିନକୁ ରଜ…

ରଥ ନିର୍ମାଣର ୪୩ତମ ଦିବସରେ ତିନି ରଥରେ ଚଉଦ ନାହାକା ବୁଲିଛି

ରଥ ନିର୍ମାଣର ୪୩ତମ ଦିବସରେ ତିନି ରଥରେ ଚଉଦ ନାହାକା ବୁଲିଛି। ତିନି ରଥର ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ସହଯୋଗୀ ମହାରଣା ଏବଂ ଭୋଇସେବକମାନେ ମିଶି ତିନି ରଥରେ ଚଉଦ ନାହାକା ବୁଲାଇଥିଲେ। ପ୍ରଥମ ଭୂଇଁ ଛ’ କାଠିରେ ପାଖୁଡ଼ା ସଂଯୋଗ ହୋଇ ପ୍ରଥମ ଭୂଇଁ ବା ମୂଳ ଭୂଇଁ ଫ୍ରେମ ପଡ଼ିଛି। ରଥ…

ଆଜିଠୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅନବସର ସେବା ଆରମ୍ଭ, ଭକ୍ତମାନେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବେ

ଆଜିଠୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅନବସର ସେବା ଆରମ୍ଭ ହେବ। ଏହି ସମୟରେ ଜଗନ୍ନାଥପ୍ରେମୀ ଭକ୍ତମାନେ ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବେ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଅଲାରନାଥଙ୍କ ପୀଠ। ଶ୍ରୀଜିଉଙ୍କ ଅନବସର ସମୟରେ ଅଲାରନାଥଙ୍କ ଦର୍ଶନ କଲେ…