Browsing Category

Culture

ଶ୍ରାବଣ ମାସର ତୃତୀୟ ସୋମବାର

କର୍ପୁର ଗୈାରଂ କରୁଣାବତାରଂ ସଂସାର ସାରଂ ଭୂଜଗେନ୍ଦ୍ରହାରଂ ସଦାବସନ୍ତମଂ ହୃଦୟାର ବିନ୍ଦେ ଭବଂ ଭବାମି ସହିତଂ ନମାମି ଆଜି ଶ୍ରାବଣ ମାସର ତୃତୀୟ ସୋମବାର ।  ଭଗବାନ ଶିବଙ୍କର ଜଳାଭିଷେକ, ରୁଦ୍ରାଭିଷେକ ଏବଂ ପୂଜାର୍ଚ୍ଚନା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି…

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇର ଲଗ୍ନ ଧାର୍ଯ୍ୟ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇର ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ଅଗଷ୍ଟ ୨୮ ତାରିଖ ଗୁରୁବାର ଚଳିତ ବର୍ଷର ନୂଆଖାଇ ପର୍ବ ପାଳନ କରାଯିବ। ବଲାଙ୍ଗୀର ଜିଲାର ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ସିନ୍ଧାନ୍ତକ୍ରମେ ପୂର୍ବତନ ପାଟଣାଷ୍ଟେଟ ତଥା ମହାରାଜାଙ୍କ ଇଷ୍ଟଦେବୀ…

ଚିତଉ ଅମାବାସ୍ୟାରେ ମହାପ୍ରଭୁଙ୍କ ମଥାରେ ଲାଗି ହେଲା ମୂଲ୍ୟବାନ ଚିତା

ଚିତଉ ଅମାବାସ୍ୟାରେ ମହାପ୍ରଭୁଙ୍କ ମଥାରେ ଲାଗି ହୋଇଛି ମୂଲ୍ୟବାନ ଚିତା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହୀରା, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କୁ ମାଣିକ୍ୟ (ପନ୍ନା)ର ସୁବର୍ଣ୍ଣଯୁକ୍ତ ଚିତା ଲାଗି କରାଯାଇଛି। ଏଥିସହ ମହାପ୍ରଭୁଙ୍କୁ ପ୍ରସାଦରେ ଲାଗି ହୋଇଛି ଚିତଉ…

ଆଜି ମହାପ୍ରଭୁଙ୍କୁ ଚିତାଲାଗି

ଆଜି ଶ୍ରାବଣ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି। ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଚିତାଲାଗି କରାଯିବ। ଏଥିପାଇଁ ଅପରାହ୍ଣ ୨ଟା୩୦ରୁ ସନ୍ଧ୍ୟା ୬ଟା୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପରମ୍ପରା ଅନୁଯାୟୀ ପ୍ରଥମ ଭୋଗମଣ୍ଡପ ଶେଷ ପରେ ବାଡ଼ଗ୍ରାହୀ…

ଏହି କାରଣରୁ ଆସନ୍ତାକାଲି ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ଶ୍ରୀଜିଉଙ୍କୁ ସାଧାରଣ ଦର୍ଶନ ବନ୍ଦ

ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ଶ୍ରୀମନ୍ଦିରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। କାରଣ କାଲି ଚିତାଲାଗି ଅମାବାସ୍ୟା। ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି କାରଣରୁ ସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ…

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ, କିଛି ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ହୋଇଛି। ଅବକାଶ ପୂଜା ନୀତି ପରେ ଭିତର କାଠ ଦର୍ଶନ ଚାଲୁଥିବା ବେଳେ ଅଘଟଣ। ଭିତର କାଠ ନିକଟରେ କେହି ଜଣେ ବାନ୍ତି କରିଦେବାରୁ ବଡ଼ ମହାସ୍ନାନ ହେଉଛି । ଦେଢ଼ ଘଣ୍ଟା ସାଧାରଣ ଦର୍ଶନ ପ୍ରଭାବିତ ହେବ  ।  ଅବକାଶ ଶେଷ ହେବା ପରେ ବଡ଼ ମହାସ୍ନାନ କରାଯାଉଛି  । …

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର , ଜଳ ଲାଗି ପାଇଁ ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଦୂର ଦୂରାନ୍ତରୁ ପାଣି ଆଣି କାଉଡ଼ିଆଙ୍କ ଲମ୍ୱାଧାଡ଼ି ବିଭିନ୍ନ ଶୈବ ପୀଠକୁ ଲମ୍ୱିଛି । ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ…

ଆସନ୍ତାକାଲି  ଶ୍ରାବଣ‌ ସୋମବାର ପାଇଁ ଶ୍ରୀଲୋକନାଥଙ୍କ ପୀଠରେ ପ୍ରସ୍ତୁତି ଆରମ୍ଭ

ଆସନ୍ତାକାଲି  ଶ୍ରାବଣ‌ ସୋମବାର ପାଇଁ ଶ୍ରୀଲୋକନାଥଙ୍କ ପୀଠରେ ପ୍ରସ୍ତୁତି ଆରମ୍ଭ ହୋଇଛି । ପାଣି ଭାର ନେଇ ପୁରୀର ପ୍ରାଚୀନ ଶୈବପୀଠକୁ ଛୁଟି ଆସୁଛନ୍ତି ବୋଲବମ୍‌ ଭକ୍ତ । ଚଳିତ ବର୍ଷ ୪ ପାଳି ପାଣି ଲାଗି କରିବାର ସୁଯୋଗ ପାଇବେ ଭକ୍ତ । ଏନେଇ ଶ୍ରୀଲୋକନାଥ ମନ୍ଦିର ପରିଚାଳନା କମିଟି…

୧୨ ଦିନର ଲୀଳାଖେଳା ପରେ ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ

ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ। ୧୨ ଦିନର ଲୀଳାଖେଳା ପରେ ମଙ୍ଗଳବାର ହେବ ନୀଳାଦ୍ରି ବିଜେ। ଅଭିମାନ କରିଥିବା ମହାଲକ୍ଷ୍ମୀଙ୍କୁ ରସଗୋଲା ଭୋଗ ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ। ସିଂହଦ୍ବାରରେ ଦେଖିବାକୁ ମିଳିବ ଏହି ମାନବୀୟ ଲୀଳା। ରଥରୁ ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ…

ଆଜି ଅଶରୀରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ ଅଧରପଣା ନୀତି

ମହାପ୍ରଭୁଙ୍କ ଅଧରାମୃତ ପାନ କରିବେ ରଥ ପାର୍ଶ୍ବ ଦେବାଦେବୀ ଓ ଚଣ୍ଡୀ ଚାମୁଣ୍ଡା। ଦ୍ବାଦଶୀ ତିଥିରେ ଶ୍ରୀବିଗ୍ରହଙ୍କ ଅଧର ଛୁଉଁଥିବା ତୁମ୍ଭାକାର ମାଟିହାଣ୍ଡିରେ ପଣା ଭୋଗ ପରେ ଅଶରୀରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ। ମହାପ୍ରଭୁଙ୍କ ଅଧର ସ୍ପର୍ଶ କରୁଥିବାରୁ ଏହି ପଣାକୁ ଭକ୍ତମାନେ ମଧ୍ୟ…