Browsing Category

Culture

ଭକ୍ତି ଓ ପର୍ଯ୍ୟଟନର ଅଦ୍ଭୁତ ସମାହାର ମହାବିନାୟକ କ୍ଷେତ୍ର

ଓଡ଼ିଶା ର ପଞ୍ଚକ୍ଷେତ୍ର ମଧ୍ୟରେ ଅଗ୍ରଗଣ୍ୟ କ୍ଷେତ୍ର, ମହାବିନାୟକ କ୍ଷେତ୍ର ଯେଉଁଠାରେ ଶିବ, ପାର୍ବତୀ, ବିଷ୍ଣୁ ଓ ସୂର୍ଯ୍ୟ ଉପସ୍ଥିତ ହୋଇ ପ୍ରଭୁ ଶ୍ରୀ ଗଣେଶ ଙ୍କ ଜୀବନ୍ୟାସ କରାଇଥିଲେ । ପଞ୍ଚ ଦେବଙ୍କ ଉପସ୍ଥିତି କାରଣରୁ ଏହା ପଞ୍ଚ ଶୈବ କ୍ଷେତ୍ର ମଧ୍ୟରୁ ଆଦ୍ୟ କ୍ଷେତ୍ର । ଯାଜପୁର…

ଶ୍ରୀମନ୍ଦିର ଖୋଲିବାକୁ ନେଇ ବସିବ ବୈଠକ

ମେଟ୍ରୋ ଟିଭି ଓଡିଶା,୨୭/୧ : କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରକୁ ବନ୍ଦ କରାଯାଇଥିଲା । କିନ୍ତୁ ଏବେ ଶ୍ରୀମନ୍ଦିର ଖୋଲିବାକୁ ନେଇ ଆସନ୍ତାକାଲି ବୈଠକ ବସିପାରେ ।ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାରଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ବୈଠକରେ ବିଭିନ୍ନ ସେବାୟତ…

ବାଲୁକା କଳା ମାଧ୍ୟମରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା

ମେଟ୍ରୋ ଟିଭି ଓଡିଶା,୨୬/୧ : ବାଲୁକାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା । ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ୭୩ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସେ ବାଲୁକା କଳାରେ ଇଣ୍ଡିଆ ଗେଟର ନିର୍ମାଣ କରିଛନ୍ତି । ଇଣ୍ଡିଆ…

ପ୍ରଥମଥର ପାଇଁ ବିଳମ୍ବରେ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ

ମେଟ୍ରୋ ଟିଭି ଓଡିଶା,୧୯/୧: ଗଣତନ୍ତ୍ର ଦିବସ ପରେଡ ସର୍ବଦା ଗୋଟିଏ ବା ଅନ୍ୟ ଅର୍ଥରେ ସ୍ୱତନ୍ତ୍ର । ପ୍ରତିବର୍ଷ ଏକ ନୂତନ ଆର୍କଷଣ ଆସେ ଏହି ପ୍ୟାରେଡ ବା ଏହି ଦିନରେ । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସାରା ଭାରତ ଏହି ଦିନଟିକୁ ଅତି ଆନନ୍ଦ ସହ ପାଳିଥାନ୍ତି । ଦେଶକୁ ସ୍ୱାଧିନ…

ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ଶ୍ରୀଜିଉଙ୍କ ସୁନାବେଶ

ମେଟ୍ରୋ ଟିଭି ଓଡିଶା,୧୭/୧: ଆଜି ପୌଷ ପୂର୍ଣ୍ଣିମାରେ ପ୍ରଭୁ ଜଗନ୍ନାଥଙ୍କ ନିତ୍ୟ ପୂଜାପରେ ନୂତନବସ୍ତ୍ର, ଭୂଷଣ ଓ ଗନ୍ଧ ପୁଷ୍ପାଦି ଦ୍ୱାରା ଠାକୁରଙ୍କୁ ବେଶ କରାଇ ଯାତ୍ରା ମଣ୍ଡପକୁ ନିଆଯାଏ ।ଶ୍ରୀଜିଉଙ୍କ ପୁଷ୍ପାଭିଷେକ ନୀତି ଅନୁଷ୍ଠିତ ହେବ । ସେଠାରେ ବରୁଣ ପୂଜା, ସ୍ୱସ୍ତିବାଚନ,…

ସେନା ଦିବସରେ ବର୍ଡରରେ ଉଡିଲା ଖଦି ତ୍ରିରଙ୍ଗା

ମେଟ୍ରୋ ଟିଭି ଓଡିଶା,୧୬/୧: ଗତକାଲି ସାରା ଦେଶରେ ପାଳନ ହେଉଥିଲା ଭାରତୀୟ ସେନା ଦିବସ । ଏହି ସମୟରେ ରାଜସ୍ଥାନର ଜେସଲମେରରେ ୨୨୫ ଫୁଟ ଲମ୍ବା ଏବଂ ୧୫୦ ଫୁଟ ଚଉଡ଼ାର ତ୍ରିରଙ୍ଗା ଉଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସବୁଠୁ ବଡ଼ କଥା ହେଉଛି ଏହା ଦେଶର ୩ୟ ବୃହତ୍ତମ ଖଦି ତ୍ରିରଙ୍ଗା ।…