Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Business
All business-related news will news will upload
କମିପାରେ ପେଟ୍ରୋଲ, ଡିଜେଲ ଦର
ନୂଆଦିଲ୍ଲୀ: କମିପାରେ ପେଟ୍ରୋଲ, ଡିଜେଲ ଦର । ଏଲପିଜି ଦର ସିଲିଣ୍ଡର ପିଛା ୨୦୦ ଟଙ୍କା କମାଇବା ପରେ ଲୋକମାନେ ପେଟ୍ରୋଲ ଓ ଡିଜେଲ ଦର ବି କମିବ ବୋଲି ଆଶା କରିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ତୈଳ ଦର କମିବ । ଯଦିଓ ଶୀଘ୍ର ପେଟ୍ରୋଲ ଓ ଡିଜେଲ ଶସ୍ତା ହେବାର ସମ୍ଭାବନା ନାହିଁ…
କମର୍ସିଆଲ ଏଲ୍ପିଜି ୧୫୮ ଟଙ୍କା ଶସ୍ତା
ପୁଣି ଶସ୍ତା ହୋଇଛି ଏଲ୍ପିଜି । କେନ୍ଦ୍ର ସରକାର ଏକ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରି ଦାମ କମାଇଛନ୍ତି । ସାଧାରଣ ଲୋକମାନେ ରୋଷେଇ ପାଇଁ ବ୍ୟବହାର କରୁଥିବା ୧୪.୨ କେଜିଆ ଏଲ୍ପିଜି ସିଲିଣ୍ଡର ଦାମ୍ରେ ୨୦୦ ଟଙ୍କା ହ୍ରାସ କରିବା ପରେ ଆଜି କମର୍ସିଆଲ୍ ଏଲ୍ପିଜି ଦାମ୍ ୧୫୮ ଟଙ୍କା…
ରିଲାଏନ୍ସ ରିଟେଲ ପକ୍ଷରୁ ଯୁବ ଫ୍ୟାଶନ ରିଟେଲ ଫର୍ମାଟ ୟୁଷ୍ଟା
ରିଲାଏନ୍ସ ରିଟେଲ ପକ୍ଷରୁ ଯୁବ ଫ୍ୟାଶନ ରିଟେଲ ଫର୍ମାଟ ୟୁଷ୍ଟା’ର ଆନୁଷ୍ଠାନିକ ଶୁଭାରମ୍ଭ । ହାଇଦ୍ରାବାଦଠାରେ ୟୁଷ୍ଟାର ପ୍ରଥମ ଷ୍ଟୋର ସହିତ ନୂଆ ଫର୍ମାଟର ଶୁଭାରମ୍ଭ କରାଯାଇଛି। ଏପରିକି ସର୍ବାଧୁନିକ ଜ୍ଞାନକୌଶଳସମ୍ପନ୍ନ ଷ୍ଟୋର ଲେ-ଆଉଟ ସହିତ ୟୁଷ୍ଟାରେ ଯୁବବର୍ଗର ଗ୍ରାହକଙ୍କ ପାଇଁ ସୁଲଭ…
ଏବେ କିଣିପାରିବେ ଶସ୍ତାରେ ଟିଭି: ଶସ୍ତା ହେବ ଟିଭି ଦେଖା
ଦେଶରେ ଟିଭି ଦେଖିବା ଅଧିକ ମହଙ୍ଗା ହୋଇଛି ବୋଲି ବାରମ୍ବାର ଅଭିଯୋଗ ହେବା ପରେ ଏହା କିପରି ଶସ୍ତା ହେବ ସେ ନେଇ ଆଲୋଚନା ଚାଲିଥିଲା । ଏବେ ଲାଇସେନ୍ସ ଶୁଳ୍କ ଆଉ ସରକାର ନେବେ ନାହିଁ । ଯାହା ଫଳରେ ଟିଭି ଦେଖିବା ପାଇଁ ଦିଆଯାଉଥିବା ଟଙ୍କା କମ ଦେବାକୁ ପଡିବ । କେବୁଲ ବିଲ୍ ପୈଠ କରିବାକୁ…
ପ୍ରଭାବିତ ହେବ ସମ୍ବଲପୁର-ଭୁବନେଶ୍ୱର ରେଳ ମାର୍ଗରେ ଟ୍ରେନ୍ ସେବା
ସମ୍ବଲପୁର: ସମ୍ବଲପୁର ସିଟି ଏବଂ ସମ୍ବଲପୁର ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଅଛି । ଯେଉଁଥିପାଇଁ ସମ୍ବଲପୁର-ଭୁବନେଶ୍ୱର ରେଳ ମାର୍ଗରେ ଟ୍ରେନ୍ ସେବା ପ୍ରଭାବିତ ହେବ । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ…
ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ସିଧାସଳଖ କଲମ୍ବୋକୁ ଉଡ଼ିବ ବିମାନ
ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ସିଧାସଳଖ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋକୁ ବିମାନ ଉଡ଼ିବ। ଶ୍ରୀଲଙ୍କା ଏୟାରଲାଇନ୍ସ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯିବ। ଏନେଇ ଶ୍ରୀଲଙ୍କା ଏୟାରଲାଇନ୍ସର ଆଞ୍ଚଳିକ ମହାପ୍ରବନ୍ଧକ ଭି ରବୀନ୍ଦ୍ରନ୍ ସୂଚନା…
ଅନଲାଇନ୍ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେବ
ନୂଆଦିଲ୍ଲୀ: ଅନଲାଇନ୍ ଗେମିଂ, କ୍ୟାସିନୋ ଓ ଘୋଡ଼ାଚଢ଼ା ଭଳି କ୍ରୀଡ଼ା ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେବ । ଜିଏସଟି ପରିଷଦର ୫୧ ତମ ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅନଲାଇନ୍ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି…
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମୀକ୍ଷା
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କ ପଞ୍ଜୀକରଣର ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମୀକ୍ଷା କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ଓ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ…
ଜୁଲାଇ 2023ରେ 1,65,105 କୋଟି ଟଙ୍କାର ଜିଏସଟି ଆଦାୟ
2023 ଜୁଲାଇ ମାସରେ 1,65,105 କୋଟି ଟଙ୍କାର ସକଳ ବସ୍ତୁ ଓ ସେବା କର (ଜିଏସଟି) ରାଜସ୍ୱ ଆଦାୟ କରାଯାଇଛି । ଏଥିମଧ୍ୟରେ ସିଜିଏସଟି ପରିମାଣ 29,773 କୋଟି ଟଙ୍କା, ଏସଜିଏସଟି ପରିମାଣ 37,623 କୋଟି ଟଙ୍କା, ଆଇଜିଏସଟି ପରିମାଣ 85,930 କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ 41,239 କୋଟି…
ସରକାରଙ୍କୁ ଚିଠି ଲେଖିଲା ଇଭି ନିର୍ମାତା ସଂଘ
ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନ (ଇଭି) କିଣିଥିବା ଗ୍ରାହକମାନଙ୍କୁ ସବ୍ସିଡି ରାଶି ଫେରାଇବାକୁ କୁହାଯାଇପାରେ। ଏବାବଦରେ ଇଲେକ୍ଟ୍ରିକ୍ ଯାନ ନିର୍ମାତା ସଂଘ ଏସ୍ଏମ୍ଇଭି ପକ୍ଷରୁ ସରକାରଙ୍କୁ ଏକ ପତ୍ର ଲେଖାଯାଇଛି। ଦୁଇଚକିଆ ଇଭି ଉପରେ ଦିଆଯାଇଥିବା ୪୬୯ କୋଟି ଟଙ୍କାର ସବ୍ସିଡି ଫେରାଇବା…