Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Browsing Category
Business
All business-related news will news will upload
ରୁଷ୍ରୁ ବଢ଼ୁଛି ତେଲ ଦର
ୟୁକ୍ରେନ ଉପରେ ରୁଷ୍ ସାମରିକ ଆକ୍ରମଣ ୨୦୨୨ ଫେବ୍ରୁଆରିରୁ ଆରମ୍ଭ କରିବା ପରଠାରୁ ଭାରତ ଏହି ଦେଶରୁ ଅଧିକ ତେଲ ଆମଦାନି କରୁଛି। ଏପ୍ରିଲ ମାସରେ ଭାରତ ସବୁଠୁ ଅଧିକ ତେଲ ରୁଷ୍ରୁ କିଣିଥିବାବେଳେ ଏହା ପଛକୁ ଇରାକ ଓ ସାଉଦି ଆରବ ରହିଛନ୍ତି। ଭାରତ ବିଶ୍ବର ତୃତୀୟ ବୃହତ୍ ତେଲ ବ୍ୟବହାରକାରୀ ଏବଂ…
ପତଞ୍ଜଳିର ୧୪ ପ୍ରଡକ୍ଟର ଲାଇସେନ୍ସ ହେଲା ସସପେଣ୍ଡ
ବିଭ୍ରାନ୍ତିକର ବିଜ୍ଞାପନ ପ୍ରସଙ୍ଗରେ ପତଞ୍ଜଳିର ସମସ୍ୟା ହ୍ରାସ ହେବାର ଦେଖାଯାଉ ନାହିଁ। ଏକ ବଡ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଉତ୍ତରାଖଣ୍ଡ ଡ୍ରଗ ବିଭାଗର ଲାଇସେନ୍ସ ପ୍ରାଧିକରଣ ପତଞ୍ଜଳିର ୧୪ ଟି ଉତ୍ପାଦର ଲାଇସେନ୍ସକୁ ସ୍ଥଗିତ ରଖିଛି। ବିଶେଷ କଥା ହେଉଛି ଏହି ସମସ୍ତ ଉତ୍ପାଦ ବଜାରରେ ବେଶ…
ସେୟାର ବଜାର ୪ କୋଟି ବୃଦ୍ଧି
ଦେଶର ସେୟାର ବଜାରରେ ଖୁଚୁରା ନିବେଶକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି। ଗତବର୍ଷ ଖୁଚୁରା ନିବେଶକ ସଂଖ୍ୟା (ଡିମାଟ୍ ଆକାଉଣ୍ଟ୍) ୪.୦୩ କୋଟି (୩୧.୨୩ %) ବୃଦ୍ଧି ଘଟିଛି। ଏଥିରେ ୧.୨୮ କୋଟି ନିବେଶକ (୩୨.୧୬%) ନୂଆ ନିବେଶକ ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରୁ…
୬ ଦେଶକୁ ପିଆଜ ରପ୍ତାନି ଅନୁମତି
ଆଜି ୬ଟି ଦେଶକୁ ୯୯,୧୫୦ ଟନ୍ ପିଆଜ ରପ୍ତାନି କରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ସେହି ଦେଶଗୁଡ଼ିକ ହେଲା ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ଭୁଟାନ, ବାହାରିନ, ମରିସସ୍, ଓ ଶ୍ରୀଲଙ୍କା। କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଏହି…
ଗୋ ଫାଷ୍ଟ୍’କୁ ଝଟ୍କା
ଗୋ ଫାଷ୍ଟ୍କୁ ଆଜି ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଝଟ୍କା ଲାଗିଛି। ଗୋ ଫାଷ୍ଟ୍ ନିକଟରେ ଲିଜ୍ରେ ଥିବା ବିମାନଗୁଡ଼ିକର ପଞ୍ଜୀକରଣ ବାତିଲ କରିବା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ହାଇକୋର୍ଟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ)କୁ ଆଦେଶ ଦେଇଛନ୍ତି। ୫ ଦିନ ଭିତରେ ଏହାକୁ…
ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ
ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ ସାଜିଛି। ପାଣିପାଗ ବିଭାଗ ଆଗାମୀ ଦିନରେ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି। ଅନ୍ୟପଟେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ମୁଦ୍ରାସ୍ଫୀତି…
ଆସିଗଲା ଜିଓ ସିନେମାର ପ୍ରିମିୟମ ପ୍ଲାନ୍,
ରିଲାଏନ୍ସ ଜିଓ ଏକ ନୂଆ ସବସ୍କ୍ରିପସନ ପ୍ଲାନ୍ ‘ଜିଓ ସିନେମା ପ୍ରିମିୟମ’ ଘୋଷଣା କରିଛି । ଏହି ନୂଆ ପ୍ଲାନର ପ୍ରାରମ୍ଭିକ ମାସିକ ମୂଲ୍ୟ ୨୯ ଟଙ୍କା ରହିଛି । ଏହି ନୂଆ ‘ଜିଓ ସିନେମା ପ୍ରିମିୟମ’ ପ୍ଲାନ ଜରିଆରେ ୟୁଜର୍ସଙ୍କୁ ୪କେ ପର୍ଯ୍ୟନ୍ତ ଗୁଣବତ୍ତାରେ ଆଡ୍ ଫ୍ରି ଅନୁଭବ ମିଳିବ । ଏହା ସହିତ…
ସେନ୍ସେକ୍ସ ୮.୪୮ ଲକ୍ଷ କୋଟି ବୃଦ୍ଧି
ସେନ୍ସେକ୍ସ ୧୧୪.୪୯ ପଏଣ୍ଟ ବା ୦.୧୬ ପ୍ରତିଶତ ବୃଦ୍ଧି ଘଟି ୭୩,୮୫୨.୯୪ ପଏଣ୍ଟରେ ବନ୍ଦ ହୋଇଛି। ଗତ ୪ ଦିନରେ ସେନ୍ସେକ୍ସ ୧୩୬୩.୯୫ ପଏଣ୍ଟ ବୃଦ୍ଧି ଘଟିଛି। ଏଥିଯୋଗୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଙ୍କ ବଜାରପୁଞ୍ଜି ୮ ଲକ୍ଷ ୪୮ ହଜାର ୩୨୮ କୋଟି ୯୦ ଲକ୍ଷ ବୃଦ୍ଧି…
ଶେୟାର ବଜାର କାରବାରରେ ଉତ୍ସାହ
କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇଛନ୍ତି। ବିଶେଷ କରି ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୯୦(୮୯.୮୩)…
ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି
ଦେଶର ସର୍ବବୃହତ୍ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ୍ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲାବେଳେ ୨୦୨୩-୨୪…