Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
Business
All business-related news will news will upload
ଆୟକର ରିଟର୍ଣ୍ଣ ଦାଖଲରେ ନୂଆ ରେକର୍ଡ
୨୦୨୩-୨୪ ଆର୍ଥିକ ବର୍ଷର ଗତ ଡିସେମ୍ବର ମାସ ଶେଷ ସୁଦ୍ଧା ୮ କୋଟି ୧୮ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନାଯୋଗ୍ୟ ୨୦୨୨ ମସିହା ଡିସେମ୍ବର ମାସ ୩୧ତାରିଖ ସୁଦ୍ଧା ୭ କୋଟି ୫୧ଲକ୍ଷ କରଦାତା ରିଟର୍ଣ୍ଣ ଦାଖଲ କରିଥିଲେ । ଚଳିତ ଆର୍ଥିକ ବର୍ଷ ଗତମାସ ଶେଷ…
ଆନ୍ଦୋଳନରୁ ଓହରିଲେ ଟ୍ରକ ଡ୍ରାଇଭର ସଂଘ
ଆନ୍ଦୋଳନରୁ ଓହରିଛନ୍ତି ଟ୍ରକ ଡ୍ରାଇଭର ସଂଘ। ହିଟ୍ ଆଣ୍ଡ ରନ୍ ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା ଟ୍ରକ୍ ଡ୍ରାଇଭରଙ୍କ ସହ କେନ୍ଦ୍ର ସରକାର ଆଲାଚନା କରିଛନ୍ତି। ଆଲୋଚନା ପରେ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ ଆସୋସିଏଶନ(AIMTC) ଏନେଇ ଘୋଷଣା କରିଛି। ସୂଚନାଯୋଗ୍ୟ, ହିଟ୍ ଆଣ୍ଡ ରନ୍…
LICକୁ ୮୦୬ କୋଟି ଟଙ୍କାର ଜିଏସ୍ଟି ନୋଟିସ୍
ଏଲଆଇସିକୁ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଜିଏସ୍ଟିର ସ୍ୱଳ୍ପ ଦେୟ ଅଭିଯୋଗରେ ଟିକସ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରାୟ ୮୦୬ କୋଟି ଟଙ୍କା ଦାବିର ନୋଟିସ୍ ପଠାଯାଇଛି ।ସୋମବାର ଦିନ ସେୟାର ବଜାରରେ ଦିଆଯାଇଥିବା ସୂଚନାରେ ଏଲଆଇସି କହିଛି ଯେ, ମହାରାଷ୍ଟ୍ର ରାଜ୍ୟ ପାଇଁ ସୁଧ ଏବଂ ଦଣ୍ଡ ସହିତ…
କଟକ-ଭୁବନେଶ୍ବର ବାସିନ୍ଦାଙ୍କୁ ମେଟ୍ରୋ ଟ୍ରେନ ଭେଟି ଦେଲେ ମୁଖ୍ୟମନ୍ତ୍ରୀ
କଟକ-ଭୁବନେଶ୍ବର ବାସିନ୍ଦାଙ୍କୁ ମେଟ୍ରୋ ଟ୍ରେନ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ୪ବର୍ଷରେ ସରିବ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ କାମ । ରାଜ୍ୟବାସୀ ପାଇବେ ମେଟ୍ରୋ ଟ୍ରେନ୍ ସୁବିଧା । ରାଜ୍ୟ ବିକାଶ ଇତିହାସରେ ଆଜି ଏକ ସ୍ବତନ୍ତ୍ର ଦିବସ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରିବହନ…
କମିଲା ଏଲପିଜି ସିଲିଣ୍ଡର ମୂଲ୍ୟ
ଆଜି ୧ ଜାନୁଆରୀ ୨୦୨୪ ରୁ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି । ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ଆଜି ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଛି ।୨୦୨୪ ଅର୍ଥାତ୍ ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ବର୍ଷ…
ଦେଶରେ ଲାଗୁ ହେବ ଏହି ୫ଟି ବଡ ପରିବର୍ତ୍ତନ
ନୂଆବର୍ଷ ଅର୍ଥାତ୍ ୧ ଜାନୁୟାରୀ ୨୦୨୪ ଆସିବା ସହିତ ଦେଶରେ ବହୁ ପରିବର୍ତ୍ତନ ବି ଲାଗୁ ହୋଇଯିବ ଯାହା ଆପଣଙ୍କ ପକେଟ୍ ଉପରେ ସିଧା ପ୍ରଭାବ ପକାଇବ । ଏଥିରେ ଆପଣଙ୍କ ବ୍ୟାଙ୍କ ଲକର ଠାରୁ ଆରମ୍ଭ କରି ଏଲ୍ପିଜି ଗ୍ୟାସର ଦାମ୍ ପର୍ଯ୍ୟନ୍ତ ଅନେକ କିଛି ସାମିଲ ରହିଛି । ଏହି କ୍ରମରେ ଆସନ୍ତୁ…
ଷ୍ଟକ୍ ବଜାର ନିବେଶକମାନଙ୍କ ଲାଗି ୨୦୨୩ ଏକ ସ୍ମରଣୀୟ ବର୍ଷ: ନିବେଶକ ସଂଖ୍ୟା ୮ କୋଟି ଟପିଲା
ମୁମ୍ବାଇ: ଷ୍ଟକ୍ ବଜାର ନିବେଶକମାନଙ୍କ ସମ୍ପତ୍ତିରେ ରେକର୍ଡ ୮୦.୬୨ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି। ଷ୍ଟକ୍ ବଜାର ଉନ୍ନତ ପ୍ରଦର୍ଶନ କରିଛି। ଚଳିତ ବର୍ଷ ଡିସେମ୍ବର ୨୮ ସୁଦ୍ଧା ସେନ୍ସେକ୍ସରେ ୧୧,୫୬୯ ପଏଣ୍ଟ୍ର ବୃଦ୍ଧି ଘଟିଛି। ଚଳିତ ବର୍ଷ ମାର୍ଚ୍ଚ ୨୦ରେ ସେନ୍ସେକ୍ସ ଏହାର…
ଏଲନ୍ ମସ୍କଙ୍କ କଂପାନି ଟେସ୍ଲା ଗୁଜରାଟରେ କାରଖାନା କରିବ
ଏଲନ୍ ମସ୍କଙ୍କ ଇଲେକ୍ଟ୍ରିକ୍ କାର କଂପାନି ଟେସ୍ଲା ଗୁଜରାଟରେ କାରଖାନା କରିବ । କାରଖାନା ସ୍ଥାପନ ଲାଗି ଟେସ୍ଲା ଗୁଜରାଟକୁ ଚୟନ କରିଥିବା ଚର୍ଚ୍ଚା ହେଉଛି। ଆସନ୍ତା ଜାନୁଆରିରେ ହେବାକୁ ଥିବା ଭାଇବ୍ରାଣ୍ଟ୍ ଗୁଜରାଟ ସମ୍ମିଳନୀରେ ଏ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହେବାର ସମ୍ଭାବନା…
ଏଲପିଜି ସିଲିଣ୍ଡର
ପରିବାରର ମହିଳା ମୁଖ୍ୟମାନେ ୧ ଜାନୁଆରୀ ୨୦୨୪ ରୁ ଏହି ସୁବିଧା ପାଇବେ । ସବସିଡି ସିଧାସଳଖ ହିତାଧିକାରୀ ମହିଳାଙ୍କ ଆକାଉଣ୍ଟରେ ଜମା ହେବ । ଉଜ୍ଜ୍ୱଳା ଯୋଜନାର ୭୦ ଲକ୍ଷରୁ ଅଧିକ ହିତାଧିକାରୀ ପରିବାର ରାଜ୍ୟ ସରକାରଙ୍କ ଏହି ଯୋଜନାର ଲାଭ ପାଇବେ ।ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ବୁଧବାର ଦିନ…
ଗଭର୍ଣ୍ଣର କାହିଁକି ପାଆନ୍ତି ନାହିଁ ପେନସନ୍?
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ପ୍ରକାଶ କରିଛନ୍ତି ଯେ, ଗଭର୍ଣ୍ଣର ଭାବରେ ତାଙ୍କର ଦରମା ମାତ୍ର ୪ ଲକ୍ଷ ଟଙ୍କା । ଏଥିସହ ସେ କହିଛନ୍ତି ଯେ ଆରବିଆଇ ଗଭର୍ଣ୍ଣରଙ୍କୁ ବର୍ତ୍ତମାନ କେତେ ଦରମା ମିଳୁଛି, ସେ ବିଷୟରେ ସୂଚନା ନାହିଁ । କିନ୍ତୁ ଯେତେବେଳେ ସେ…