Browsing Category

Business

All business-related news will news will upload

ଏୟାର ଇଣ୍ଡିଆ ସହ ଭିସ୍ତାରା ମିଶ୍ରଣକୁ ଅନୁମୋଦନ

ଏୟାର ଇଣ୍ଡିଆ ସହ ଭିସ୍ତାରା ମିଶ୍ରଣକୁ ଜାତୀୟ କମ୍ପାନୀ ଆଇନ ଟ୍ରିବୁନାଲ (ଏନ୍‌ସିଏଲଟି) ଅନୁମୋଦନ ଦେଇଛି। ଫଳରେ ଉଭୟ ଟାଟା ଗ୍ରୁପ୍‌ ବିମାନସେବା ସଂସ୍ଥାର ମିଶ୍ରଣ ଆଉ ଏକ ପାଦ ଆଗକୁ ଯାଇଛି। ୨୦୨୨ ନଭେମ୍ବରରେ ପ୍ରଥମେ ଏହି ମିଶ୍ରଣ ନେଇ ଘୋଷଣା ହୋଇଥିଲା। ଭିସ୍ତାରାର ୪୯% ଅଂଶଧନ ସିଙ୍ଗାପୁର…

ସେନସେକ୍ସ ରେକର୍ଡ ସୃଷ୍ଟି କଲା

ସେନସେକ୍ସ ଏକ ରେକର୍ଡ ସୃଷ୍ଟି କରିଛି ​​ଏବଂ ଏହା ରେକର୍ଡସ୍ତରୀୟ ଅଙ୍କରେ ପହଞ୍ଚିଛି। ଏହା ସହିତ, ନିଫ୍ଟି ମଧ୍ୟ ୨୩ ହଜାର ଅଙ୍କ ଅତିକ୍ରମ କରିଛି। ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ୪ ଜୁନ୍‌ରେ ଷ୍ଟକ୍ ମାର୍କେଟରେ ବହୁତ ହ୍ରାସ ଘଟିଥିଲା ​​ଏବଂ ନିବେଶକମାନେ ପ୍ରାୟ ୩୦ ଲକ୍ଷ କୋଟି ଟଙ୍କା…

ଆରବିଆଇର ବଡ଼ ପଦକ୍ଷେପ

ଦୈନନ୍ଦିନ ଜୀବନରେ ଅନେକ ଲୋକଙ୍କ ଆକାଉଣ୍ଟରୁ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ଗାଏବ୍ ହୋଇଯାଉଛି । ସାଇବର ସେଲରେ ଅଭିଯୋଗ କଲେ ମଧ୍ୟ ଚୋରକୁ ଧରିବା ମୁସ୍କିଲ ହୋଇପଡ଼ୁଛି । ତେଣୁ ଏହିସବୁ ସମସ୍ୟାକୁ ଦୂର କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି…

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଉପରମୁହାଁ

ଗତ କିଛିମାସ ହେଲା ଡାଲି ଦର ଲଗାତାର ବୃଦ୍ଧି ପାଇ ଆସୁଛି। ଏବେ ଏଥିରେ ଚାଉଳ, ତେଲ ଏବଂ ଗହମ ଜାତୀୟ ଉତ୍ପାଦ ଯଥା ଅଟା, ସୁଜି ଏବଂ ମଇଦା ଆଦି ଯୋଡ଼ି ହୋଇଯାଇଛି। ଭୁବନେଶ୍ବରରେ ପାଇକାରୀ ବଜାରରେ ଚାଉଳ ଦର ଇତିମଧ୍ୟରେ କ୍ବିଣ୍ଟାଲ ପିଛା ୩୦୦ରୁ ୪୦୦ ଟଙ୍କା ବା କିଲୋପିଛା ୩ରୁ ୪ ଟଙ୍କା…

ଶେୟାର ବଜାରରେ ଉତ୍ସାହ

୨୦୨୪ ନିର୍ବାଚନ ଫଳାଫଳ ଘୋଷଣା ପରେ ପରେ ଘରୋଇ ଶେୟାର ବଜାର କାରବାରରେ ଉତ୍ସାହ ଦେଖାଦେଇଛି। ଫଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସ୍‌ଇ ସେନ୍‌ସେକ୍ସ ୭୫,୦୦୦ (୭୫,୦୭୪.୫୧) ଅଙ୍କରେ ପହଞ୍ଚତ୍ଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର କାରବାର ଶେଷ ସୁଦ୍ଧା ଶେୟାର ବଜାରର…

ସାବିତ୍ରୀ -କୌଣସି ଫଳର ଦରରେ ସ୍ଥିରତା ନାହିଁ

କୌଣସି ଫଳର ଦରରେ ସ୍ଥିରତା ନାହିଁ। ଯିଏ ଯାହା ପାରୁଛି, ଦର କଷୁଛି। ଯେହେତୁ ସାବିତ୍ରୀ ପାଇଁ ଲୋକଙ୍କର ଆବଶ୍ୟକତା ରହିଛି, ତେଣୁ ସେମାନେ ଉଚ୍ଚା ଦରରେ ଫଳ କିଣିବାକୁ ବାଧ୍ୟ ହେଉଛନ୍ତି। ଆଜି ରାଜଧାନୀର ଫଳ ବଜାରରେ ଖଚାଖଚ ଭିଡ଼ ଥିଲା। କଳ୍ପନା ଛକ, ଶ୍ରୀୟା ଛକ, ସତସଙ୍ଗବିହାର, ଏକନମ୍ବର,…

ଖୁବ୍‌ଶୀଘ୍ର ଉଭୟ କେନ୍ଦ୍ର ଓ ରାଜ୍ୟରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍

ଚଳିତ ବର୍ଷ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନ୍ତରୀଣ ବଜେଟ୍‌ ଘୋଷଣା କରିଛନ୍ତି। ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ଆବଶ୍ୟକ ପାଣ୍ଠି ଲାଗି ଏଥିରେ ବ୍ୟବସ୍ଥା କରାଯାଇଛି। ନୂଆ ସରକାର ଗଠନ ହେବାକୁ ଯାଉଥିବାରୁ ଖୁବ୍‌ଶୀଘ୍ର ଉଭୟ କେନ୍ଦ୍ର ଓ…

ସେୟାର ବଜାର ତଳକୁ ଖସିଲା!

ଲୋକସଭା ନିର୍ବାଚନ ଫଳାଫଳ ଆସିବା ଆରମ୍ଭ କରିଛି। ପ୍ରାରମ୍ବିକ ଧାରାରେ ବିଜେପି ନେତୃତ୍ବାଧୀନ ଏନଡିଏ ପଛରେ ଥିବାରୁ ଷ୍ଟକ୍ ମାର୍କେଟରେ ମଧ୍ୟ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ମଙ୍ଗଳବାର ବଜାର ଖୋଲିବା ମାତ୍ରେ ସେନସେକ୍ସ ୨,୦୦୦ ପଏଣ୍ଟ ଏବଂ ନିଫ୍ଟ ପ୍ରାୟ ୬୦୦ ପଏଣ୍ଟ ହ୍ରାସ ପାଇଛି।…

ପ୍ରଥମ ଓଡ଼ିଆ ମହିଳା ଆଞ୍ଚଳିକ ପିଏଫ୍‌ କମିସନର ହେଲେ ମୌସୁମୀ ଲତା ପାଢ଼ୀ

ପ୍ରଥମ ଓଡ଼ିଆ ମହିଳା ଭାବେ ମୌସୁମୀ ଲତା ପାଢ଼ୀ ଓଡ଼ିଶା ପିଏଫ୍‌ ଜୋନ୍‌ର ଆଞ୍ଚଳିକ ପିଏଫ୍‌ କମିସନର-୨ ଭାବେ ନିଯୁକ୍ତି ପାଇବା ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହା ପୂର୍ବରୁ ମଧ୍ୟ ପ୍ରଥମ ମହିଳା ଭାବେ ସେ ଅନେକ ପଦରେ ଅବସ୍ଥାପିତ ହୋଇଥିଲେ। ସେ ଥି‌ଲେ ପ୍ରଥମ ମହିଳା ଡିଆର୍‌…

ଷ୍ଟକ ବଜାରରେ ଐତିହାସିକ ବୃଦ୍ଧି, ନିବେଶକଙ୍କ ଲାଭ ୧୪ ଲକ୍ଷ କୋଟି

ଏକଜିଟ ପୋଲ୍ ରେ ପୁଣି ଥରେ ମୋଦୀ ସରକାରଙ୍କୁ ବମ୍ପର ସଂଖ୍ୟାଗରିଷ୍ଠତା ମିଳିବାର ସଙ୍କେତ ଷ୍ଟକ ବଜାରରେ ଉତ୍ସାହ ଭରିଦେଇଛି । ରେକର୍ଡ ବୃଦ୍ଧି ସହ ଷ୍ଟକ ବଜାର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ବନ୍ଦ ହୋଇଛି। ବିଏସ୍ଇ ସେନସେକ୍ସ ୨୫୦୭.୪୭ ପଏଣ୍ଟ ବୃଦ୍ଧି ପାଇ ୭୬,୪୬୮.୭୮ରେ ବନ୍ଦ ହୋଇଛି।…