Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Business
All business-related news will news will upload
ଫେରିଲେ ବିଦେଶୀ ନିବେଶକ
ବିଦେଶୀ ନିବେଶକମାନେ ପୁଣି ଥରେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେମାନେ ଭାରତୀୟ ଷ୍ଟକ୍ ବଜାର ପ୍ରଦର୍ଶନ ଉପରେ ଭରସା ପ୍ରକଟ କରିଛନ୍ତି। ଭାରତୀୟ ଅର୍ଥନୀତିର ଚମତ୍କାର ପ୍ରଦର୍ଶନ ସେମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ କରିଛି। ସେଥିପାଇଁ ମାର୍ଚ୍ଚ ମାସର ପ୍ରଥମ ୧୫ ଦିନରେ…
ଜମାଟୋକୁ ଜିଏସଟି ନୋଟିସ
ଜୋମାଟୋକୁ କୋଟି କୋଟି ଟଙ୍କା ମୂଲ୍ୟର ଝଟ୍କା ଲାଗିପାରେ । ଗୁଜୁରାଟର ଜିଏସଟି ବିଭାଗରୁ କମ୍ପାନୀ ଏକ ପେନାଲ୍ଟି ନୋଟିସ ପାଇଛି ଯେଉଁଥିରେ ୮କୋଟିରୁ ଅଧିକ ଟଙ୍କା ଦାବି କରାଯାଇଛି। ଗୁଜୁରାଟର ରାଜ୍ୟ ଟ୍ୟାକ୍ସ ଡେପୁଟି କମିଶନରଙ୍କଠାରୁ ଏହି ବିଜ୍ଞପ୍ତି ଆସିଛି।ଜିଏସଟି ପେନାଲ୍ଟି ଡିମାଣ୍ଡ…
ଏଲଆଇସି କର୍ମଚାରୀଙ୍କ ବେତନ ୧୭ ପ୍ରତିଶତ ବୃଦ୍ଧି
ଭାରତୀୟ ଜୀବନ ବୀମା (ଏଲଆଇସି)ର କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଲଆଇସି କର୍ମଚାରୀଙ୍କ ବେତନ ୧୭ ପ୍ରତିଶତ ବୃଦ୍ଧି ହେବ । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ମଞ୍ଜୁରୀ ମିଳିଥିବା ନେଇ ଏକ ସୂତ୍ରରୁ ଜଣାପଡ଼ିଛି । ତେବେ ଏହି ବେତନ ବୃଦ୍ଧି ୨୦୨୨ ମସିହା ଅଗଷ୍ଟ ମାସ ଠାରୁ ଲାଗୁ…
ଶେୟାର ବଜାରରେ ଉତ୍ସାହ
ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ବିଶେଷ କରି ଗୁରୁବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ…
ଲିଟର ଫିଛା ୨ ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର
ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଶସ୍ତା ହେଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ । କେନ୍ଦ୍ର ସରକାର ସାରା ଦେଶରେ ଉଭୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଲିଟର ପିଛା ୨ ଟଙ୍କା ହ୍ରାସ କରିଛନ୍ତି ।ମାର୍ଚ୍ଚ ୧୫ ଠାରୁ ଏହି ନୂତନ ତଥା ପରିବର୍ତ୍ତିତ ଦର ଲାଗୁ ହେବ । ପେଟ୍ରୋଲ ଓ ଡିଜେଲର ଦାମ କମିବା…
ଶସ୍ତା ହେବ ବୈଦ୍ୟୁତିକ ଯାନ
ଇଲେକ୍ଟ୍ରିକ୍ ୨ଚକିଆ ଏବଂ ୩ଚକିଆ ଯାନ ବିକ୍ରି ବୃଦ୍ଧି ପାଇଁ କେନ୍ଦ୍ର ସରକାର ଏକ ନୂତନ ଯୋଜନା ଘୋଷଣା କରିଛନ୍ତି। ୫୦୦ କୋଟି ଟଙ୍କାର ମୋବିଲିଟି ପ୍ରମୋସନ ସ୍କିମ୍ ( ଇଏମ୍ପିଏସ୍) ଯୋଜନା ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ। ଏହା ୪ ମାସ ପାଇଁ ବୈଧ ହେବ। ଏହି ଯୋଜନା ଅଧୀନରେ ଇଲେକ୍ଟ୍ରିକ୍…
ଟାର୍ଗେଟରେ ମୋବାଇଲ୍ ଏବଂ ଇ-ବ୍ୟାଙ୍କିଙ୍ଗ୍ ସେବା
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅନୁଯାୟୀ ଦେଶରେ ବ୍ୟାଙ୍କ ବିରୋଧରେ ଅଭିଯୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରିଜର୍ଭ ବ୍ୟାଙ୍କ Ombudsman Schemes ଅଧୀନରେ ପଞ୍ଜୀକୃତ ହୋଇଥିବା ଅଭିଯୋଗ ସଂଖ୍ୟା ୭ ଲକ୍ଷକୁ ଅତିକ୍ରମ କରିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୬୮ ପ୍ରତିଶତରୁ ଅଧିକ…
ସେୟାର ମୂଲ୍ୟ ହ୍ରାସ
ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ର ସେନ୍ସେକ୍ସ ୬୧୭ ପଏଣ୍ଟ ହ୍ରାସ ପାଇ ୭୩,୫୦୨ ପଏଣ୍ଟରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନଙ୍କ ସମ୍ପତ୍ତିରେ ୩.୧୫ ଲକ୍ଷ କୋଟି ଟଙ୍କାର ହ୍ରାସ ଘଟିଛି। ଷ୍ଟକ୍ ବଜାରରେ ପଞ୍ଜୀକୃତ ଥିବା ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ…
ଉଚ୍ଚ ସ୍ତରରେ ପହଞ୍ଚିଲା ଜିଓ
ସେୟାର ବଜାରରେ ତୀବ୍ର ହ୍ରାସ ଦେଖିବାକୁ ମିଳିଛି, ହେଲେ ରିଲାଏନ୍ସ ଗ୍ରୁପର ଫିନଟେକ କମ୍ପାନୀ ଜିଓ ଫାଇନାନସିଆଲ ସର୍ଭିସେଜ ଲିମିଟେଡର ଷ୍ଟକ ଲାଇଫଟାଇମ ହାଇରେ ପହଁଚିଛି । ଜିଓ ଫାଇନାନସିଆଲର ସେୟାର ଦିନର ଟ୍ରେଡ ସମୟରେ ହାରାହାରି ୮ ପ୍ରତିଶତ ଅତିକ୍ରମ କରି ୩୫୯.୮୫ ଟଙ୍କା ରେକର୍ଡ ହାଇରେ…
ପ୍ରତ୍ୟେକ ଜିଲ୍ଲାରେ ଖୋଲିବ ‘କାଳିଆ କେନ୍ଦ୍ର’
ଆଜି ରାଜ୍ୟର ଚାଷୀମାନଙ୍କୁ ମିଳିବ କାଳିଆ ଯୋଜନାର ପରବର୍ତ୍ତୀ କିସ୍ତି । ଏହି ଯୋଜନା ଅଧୀନରେ ୯୩୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ଯୋଗାଇଦେବେ ରାଜ୍ୟ ସରକାର । ପ୍ରାୟ ୪୬ ଲକ୍ଷରୁ ଅଧିକ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଏହି ଯୋଜନା ଅଧୀନରେ ଉପକୃତ ହୋଇପାରିବେ । ରାଜ୍ୟର ୩୦ଟି ଜିଲ୍ଲାରେ…