Trending
- ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
- ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ
- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ
- ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ,ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି
- ‘ଫାଇଟର’ ସିକ୍ସେଲ ଆଣିବା ପାଇଁ ଆଗଧାଡ଼ିର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କର ଯୋଜନା କରିଥିବା ଜଣାପଡ଼ିଛି
Browsing Category
Business
All business-related news will news will upload
ଇତିହାସ ରଚିଲା ଭାରତୀୟ ରେଳବାଇ
ଦେଶର ଲାଇଫଲାଇନ୍ କୁହାଯାଉଥିବା ଭାରତୀୟ ରେଳବାଇ ପୁଣି ଏକ ଇତିହାସ ରଚିଛି । ଶନିବାର ରେଳ ମନ୍ତ୍ରଣାଳୟ ‘ଲିମକା ବୁକ୍ ଅଫ୍ ରେକର୍ଡସ’ରେ ନିଜ ନାଁ ରେକର୍ଡ କରିଛି । ଭାରତୀୟ ରେଳବାଇ ସବୁଠାରୁ ବଡ଼ ପବ୍ଲିକ ସର୍ଭିସ ଇଭେଣ୍ଟ ଆୟୋଜିତ କରି ଏହି ରେକର୍ଡ କରିବାରେ ସଫଳ ହୋଇଛି । ଚଳିତ ବର୍ଷ…
ଏଲ୍ଆଇସି – ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ପ୍ରବେଶ କରିବା ପାଇଁ କୌଣସି ପ୍ରସ୍ତାବ ନାହିଁ
ବର୍ତ୍ତମାନ ଜୀବନ ବୀମା କଂପାନିଗୁଡ଼ିକ ସ୍ୱାସ୍ଥ୍ୟ ବୀମା ପଲିସିକୁ ଅଣ୍ଡରରାଇଟ୍ କରିବାକୁ ଅନୁମତି ଦେଉନାହାନ୍ତି। ଏଭଳି ପଲିସିକୁ ସାଧାରଣ ବୀମା କଂପାନି ବା ସ୍ବତନ୍ତ୍ର ସ୍ବାସ୍ଥ୍ୟ ବୀମା କଂପାନିମାନେ ବିକ୍ରି କରିଥାନ୍ତି। ଏଲଆଇସି ଏକ ନିୟାମକ ଫାଇଲିଂରେ କହିଛି ଯେ ବର୍ତ୍ତମାନ ଆମେ ସ୍ପଷ୍ଟ…
ଲଞ୍ଚ ହେବ ସାଟେଲାଇଟ୍ ଇଣ୍ଟରନେଟ୍
ଦେଶରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିବା ନେଇ ରିଲାଏନ୍ସ ଜିଓ ପ୍ଲାଟଫର୍ମକୁ ଅନୁମତି ମିଳିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଜିଓ ଏବେ ଯୋଗାଯୋଗ କ୍ଷେତ୍ରରେ ଆମାଜନ ଓ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସହିତ ପ୍ରତିଯୋଗିତା କରିବ । ସାଟେଲାଇଟ୍ ମାଧ୍ୟମରେ ଇଣ୍ଟରନେଟ ସେବା ବିତରଣ କରିବା…
ଆସନ୍ତା ବର୍ଷ ଷ୍ଟକ୍ ବଜାର ନିମ୍ନଗାମୀ ହେବ – ଅର୍ଥନୀତିଜ୍ଞ ମତ
ଷ୍ଟକ୍ ବଜାରରେ ନିବେଶ କରୁଥିବା ଲୋକମାନଙ୍କୁ ଆମେରିକାର ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ସାବଧାନ କରିଛନ୍ତି। ୨୦୨୫ରେ ଏକ ବଡ଼ ଧରଣର ବିପଦ ଦେଖାଦେବ ବୋଲି ସେ ଆକଳନ କରିଛି। ସେହି ସଙ୍କଟ ୨୦୦୮ରେ ସମଗ୍ର ବିଶ୍ବରେ ଦେଖାଦେଇଥିବା ମାନ୍ଦାବସ୍ଥା ସମୟଠାରୁ ମଧ୍ୟ ଖରାପ ରହିବ ବୋଲି ସେ ଜଣାଇଛନ୍ତି।…
ଖୁଚୁରା ବଜାରରୁ ଖୁସି ଖବର
ନୂଆ ସରକାରଙ୍କ ପାଇଁ ପ୍ରଥମ ଦିନରୁ ଖୁସି ଖବର ଆସିଛି। ରାଜ୍ୟରେ ଉଚ୍ଚା ରହୁଥିବା ଖୁଚୁରା ଦରଦାମ୍ରେ ସୁଧାର ଘଟିଛି। ଗତ କିଛି ମାସ ହେଲାଣି ଲଗାତାର ଭାବେ ୭ ପ୍ରତିଶତରୁ ଅଧିକ ରହୁଥିବା ଖୁଚୁରା ମୁଦ୍ରାସ୍ଫୀତି ହାର ୬.୨୫ ପ୍ରତିଶତକୁ ହ୍ରାସ ପାଇଛି। କିନ୍ତୁ ଏବେବି ତାହା ସାରା ଦେଶରେ…
ରାଜ୍ୟରେ ମଦ ବିକ୍ରେତାଙ୍କ ପାଇଁ ଏକ ଖରାପ ଖବର
ନୂଆ ନୀତି ଲାଗୁ ହେବା ଫଳରେ ରାଜ୍ୟରେ ମଦ ବିକ୍ରେତାଙ୍କ ପାଇଁ ଏକ ଖରାପ ଖବର ଆସିଛି। କାରଣ ରାଜ୍ୟରେ ମଦ ମହଙ୍ଗା ହୋଇଛି। ଏହାବ୍ୟତୀତ ବିୟର ମଧ୍ୟ ମହଙ୍ଗା ହୋଇଛି। ନିକଟରେ କ୍ୟାବିନେଟ ବୈଠକରେ ହରିୟାଣା ସରକାର ନୂଆ ମଦ ନୀତିକୁ ଅନୁମୋଦନ କରିଥିଲେ। ଲୋକସଭା ନିର୍ବାଚନ ସମୟରେ ସରକାର ନିର୍ବାଚନ…
ନୂଆ ଇତିହାସ ରଚିଛି ନିଫ୍ଟି
ଶେୟାର ବଜାର ଖୋଲିବାର ଏକ ଘଣ୍ଟା ପୂର୍ବରୁ ନୂଆ ଇତିହାସ ରଚିଛି ନିଫ୍ଟି। ୨୩,୪୨୦.୩୫ ପଏଣ୍ଟରେ ପହଞ୍ଚି ରେକର୍ଡ କରିଛି । ପୂର୍ବରୁ ଏହି ରେକର୍ଡ ୨୩,୪୧୧.୯୦ ପଏଣ୍ଟ ରହିଥିଲା । ଦୁଇଦିନ ତଳେ ଅର୍ଥାତ ସପ୍ତାହର ଆରମ୍ଭ ସୋମବାର ଦିନ ସେନ୍ସେକ୍ସ ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଥିଲା । ପ୍ରଥମ ଥର…
ଆରମ୍ଭରୁ ଲାଲ୍ ହୋଇଗଲା ଶେୟାର ମାର୍କେଟ୍
ସପ୍ତାହର ପ୍ରଥମ ଦିନ ଅର୍ଥାତ ସୋମବାର ଶେୟାର ମାର୍କେଟ ଏହାର ପୁରୁଣା ରେକର୍ଡ ଭାଙ୍ଗି ନୂଆ ଇତିହାସ ରଚିଥିଲା। ହେଲେ କାରବାର ଶେଷ ବେଳକୁ ବଜାରରେ ହ୍ରାସ ହୋଇଥିଲା । ଆଇଟି ଏବଂ ବ୍ୟାଙ୍କିଙ୍ଗ୍ ସେକ୍ଟର ଭଲ କାରବାର ହୋଇଥିଲା । ଏହି ଷ୍ଟକ୍ସରୁ ନିବେଶକ ଭଲ ଲାଭ କରିଥିଲେ । ସେନ୍ସେକ୍ସ ୫୯୦…
ଗରମ କାରଣରୁ ଗାଡ଼ି ସୋ’ରୁମ୍ରେ ଗ୍ରାହକଙ୍କ ଭିଡ଼ ୧୮% ହ୍ରାସ
ଚଳିତ ବର୍ଷ ମେ’ ମାସରେ ଗାଡ଼ି ବିକ୍ରି ଗୁରୁତର ଭାବେ ପ୍ରଭାବିତ ହୋଇଛି। କାର୍ ଓ ଟ୍ରାକ୍ଟର ବିକ୍ରି ହ୍ରାସ ପାଇଛି। ପ୍ରବଳ ଗରମ କାରଣରୁ ସୋ’ରୁମ୍ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ୧୮% ହ୍ରାସ ପାଇଥିଲା। ଗରମ ସାଙ୍ଗକୁ ନିର୍ବାଚନ ତାତି ଗାଡ଼ି ବିକ୍ରିକୁ ଆହୁରି ପ୍ରଭାବିତ କରିଥିଲା। ଗାଡ଼ି…
ଇତିହାସ ରଚିଲା ସେୟାର ମାର୍କେଟ୍
ଦେଶରେ ପୁଣିଥରେ ମୋଦି ସରକାର ଆସିବା ପରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଥିଲା । ରବିବାର ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ଶପଥ ନେଇଥିବା ବେଳେ ଏହାର ପ୍ରଭାବ ସେୟାର ମାର୍କେଟ ଉପରେ ପଡ଼ିଛି । ସୋମବାର ମାର୍କେଟ ଜୋରଦାର୍ ବୃଦ୍ଧି ସହିତ ଖୋଲି ଥିଲା । ଏଥିସହିତ ସମସ୍ତ ରେକର୍ଡ…