Trending
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
Browsing Category
Business
All business-related news will news will upload
‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ,ଖର୍ଚ୍ଚ ହେବ ଏତିକି କୋଟି
ସରକାର ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’କୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମଧ୍ୟ ଏଥିପାଇଁ ସୁପାରିସ କରିସାରିଥିବାବେଳେ କେନ୍ଦ୍ର କ୍ୟାବିନେଟ୍ ଏହାକୁ ମଞ୍ଜୁରି ଦେଇସାରିଛି। ଗୋଟିଏ ଦେଶ…
ଷ୍ଟକ୍ ବଜାରରେ ଅଧିକ ରୋଜଗାର
ଷ୍ଟକ୍ ବଜାର ଜରିଆରେ ଆୟ କରିବା ନେଇ ସଚେତନତା ବଢ଼ିବା ଓ ଲୋକମାନଙ୍କ ସ୍ମାର୍ଟଫୋନ୍ରେ ସହଜରେ ସେହି ସୁବିଧା ମିଳିବା ପରେ ବହୁ ଲୋକ ଟ୍ରେଡିଂରେ ଭାଗ ନେଉଛନ୍ତି। ଅଳ୍ପ ସମୟ ଭିତରେ ଅଧିକ ରୋଜଗାର କରିବା ଲୋଭରେ ରାଜ୍ୟର ହଜାର ହଜାର ଲୋକ ଫ୍ୟୁଚର୍ ଆଣ୍ଡ୍ ଅପ୍ସନ୍ସ (ଏଫ୍ ଆଣ୍ଡ୍…
ଓଡ଼ିଶାରୁ ଓହରି ନାହିଁ JSW
ଓଡ଼ିଶାରେ ପ୍ରସ୍ତାବିତ ୪୦,୦୦୦ କୋଟି ଟଙ୍କାର ବୈଦୁତିକ ଯାନ(ଇଭି) ଏବଂ ବ୍ୟାଟେରୀ ପ୍ରକଳ୍ପକୁ ପ୍ରତ୍ୟାହାର କରୁନାହିଁ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର କହିଛନ୍ତି। ଓଡ଼ିଶାରୁ ଏହି ପ୍ରକଳ୍ପକୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଥିବା ଜାତୀୟ ଗଣମାଧ୍ୟମରେ ଏକ…
ପିଆଜ ଦରରେ ନିଆଁ
ସାରା ରାଜ୍ୟର ବିଭିନ୍ନ ସହରରେ ବଢିଛି ପିଆଜ ଦର । ତେବେ ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ପିଆଜ ଦର କିଲୋ ପ୍ରତି ୭୦ ଟଙ୍କାରେ ପହଞ୍ଚିଥିବାବେଳେ, କଟକରେ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି ପିଆଜ । ଯାହା ଏବେ ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।ଆଳୁ ପରେ ଗତ ୨ ମାସ ହେବ…
ବଢିଲା ତେଲ ଦର
ଗତ ସପ୍ତାହରେ ବିଭିନ୍ନ ଖାଇବା ତେଲର ଦର ହାରାହାରି ୧୦ ପ୍ରତିଶତ ବୃଦ୍ଧି ପାଇଛି । ବିଶେଷକରି ସୋରିଷ ତେଲ, ସୋୟବିନ ତେଲ, ସୂର୍ଯ୍ୟମୂଖୀ ଓ ପାମ୍ ଅଏଲର ମୂଲ୍ୟ ବୃଦ୍ଧି ପାଇଛି ।ସୋରିଷ ତେଲଛଡ଼ା ଆମଦାନୀ ହେଉଥିବା ଅନ୍ୟ ଖାଇବା ତେଲଗୁଡ଼ିକର ଦର ଅନ୍ତର୍ଜାତୀୟ ବଜାରରେ ବୃଦ୍ଧି ପାଇଥିବାରୁ…
କାର୍ଯ୍ୟକ୍ଷେତ୍ରରେ ଡିପ୍ରେସନ ନେଲା ଇଞ୍ଜିନିୟରଙ୍କ ପ୍ରାଣ
କାର୍ଯ୍ୟକ୍ଷେତ୍ରରେ ଡିପ୍ରେସନ ନେଲା ଇଂଜିନିୟରଙ୍କ ପ୍ରାଣ । ଅତ୍ୟଧିକ ଚାପରେ ଆତ୍ମହତ୍ୟା କଲେ କାର୍ତ୍ତିକେୟନ । ବସଙ୍କ କାମ କରୁକରୁ ସେ ଡିପ୍ରେସନରେ ରହିଲେ । ଆଉ ସେଥିରୁ ମେଡିସିନ ଖାଇଲେ ବି ବାହାରିପାରିଲେନି । ଶେଷରେ ଆତ୍ମହତ୍ୟା କଲେ । ଏଭିଳି ଡିପ୍ରେସନ ମୁଖ୍ୟ ସମସ୍ୟା ପାଲଟିଲାଣି।…
ପିଏନ୍ବି ପକ୍ଷରୁ ପିଏମ୍ ଇ-ବିଶ୍ୱକର୍ମା ପ୍ରୋଗ୍ରାମ
ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍ବି ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ କ୍ରେଡିଟ୍ ଆଉଟ୍ରିଚ୍ ପ୍ରୋଗ୍ରାମ ଶୁକ୍ରବାର…
ଷ୍ଟକ୍ ବଜାରରେ ଉତ୍ସାହ
ଆମେରିକା ଓ ଏସିଆର ବିଭିନ୍ନ ଦେଶରେ ଥିବା ଷ୍ଟକ୍ ବଜାରରେ କାରବାର ଉତ୍ସାହଜନକ ରହିବା ପରେ ତାହାର ପ୍ରତିଫଳନ ଶୁକ୍ରବାର ଭାରତର ଦୁଇ ଷ୍ଟକ୍ ବଜାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ଦେଖିବାକୁ ମିଳିଥିଲା। ନିବେଶକମାନେ ଅଟୋମୋବାଇଲ୍, ବ୍ୟାଙ୍କ ଓ କ୍ୟାପିଟାଲ୍…
ଆଜିଠାରୁ ଦେଶରେ ଆଇଫୋନ୍ ୧୬ ସିରିଜ୍ ବିକ୍ରି ଆରମ୍ଭ
ଆଇଫୋନ୍ ପ୍ରେମୀଙ୍କ ଅପେକ୍ଷାର ଅନ୍ତ ହୋଇଛି । ଆପଲ୍ ଆଜିଠାରୁ ଦେଶରେ ଆଇଫୋନ୍ ୧୬ ସିରିଜ୍ ବିକ୍ରି ଆରମ୍ଭ କରିଛି। ଭାରତରେ ନୂଆ ଆଇଫୋନ୍ ଶୁକ୍ରବାର ସକାଳ ୮ଟାରୁ ଉଭୟ ରିଟେଲ ଓ ଅନଲାଇନ ଷ୍ଟୋରରେ ଉପଲବ୍ଧ ହୋଇଛି । ଏଥର ବଜେଟରେ ଆମଦାନୀ ଶୁଳ୍କ ହ୍ରାସ ହେତୁ କମ୍ପାନୀ ପ୍ରଥମ ଥର ପାଇଁ ପୂର୍ବ…