Trending
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
Browsing Category
Business
All business-related news will news will upload
ବଢିଲା ସିଏନଜି ମୂଲ୍ୟ
ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନେକ ସହରର ଲୋକମାନେ ଶନିବାର ମୁଦ୍ରାସ୍ଫୀତିର ଏକ ନୂଆ ଝଟ୍କା ପାଇଛନ୍ତି। ଶନିବାରଠାରୁ ଅନେକ ସହରରେ CNG ମୂଲ୍ୟ ବୃଦ୍ଧି କରାଯାଇଛି। ଏହା ସାଧାରଣ ଲୋକଙ୍କ ପକେଟ ଉପରେ ଚାପ ବଢାଇବାକୁ ଯାଉଛି।ଏକ ସରକାରୀ ବିବୃତ୍ତି ଅନୁଯାୟୀ, ସିଏନଜି ଅର୍ଥାତ କମ୍ପ୍ରେସଡ…
ଷ୍ଟକ ବଜାରରେ ନିବେଶକମାନଙ୍କ ଲାଗି ସର୍ବାଧିକ ସମ୍ପତ୍ତି ସୃଷ୍ଟି କରିଛି ବେଦାନ୍ତ ଗ୍ରୁପ୍
ବେଦାନ୍ତ ଗ୍ରୁପ୍ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ଷ୍ଟକ ବଜାରରେ ନିବେଶକମାନଙ୍କ ଲାଗି ସର୍ବାଧିକ ସମ୍ପତ୍ତି ସୃଷ୍ଟି କରିଛି । କମ୍ପାନିର ବଜାର ପୁଞ୍ଜି ଗତ ତିନିମାସରେ ପ୍ରାୟ ୨.୨ ଲକ୍ଷ କୋଟି ବୃଦ୍ଧି ପାଇଛି । ଏପରିକି ଭାରତର ଅଗ୍ରଣୀ କମ୍ପାନି ଯଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍,…
15 ମିନିଟରେ ଡେଲିଭରି କରିବାକୁ ଟାର୍ଗେଟ୍ କରୁଛି ଫ୍ଲିପକାର୍ଟ
ଇକମର୍ସ ସଂସ୍ଥା ଫ୍ଲିପକାର୍ଟ ଏହାର ତ୍ୱରିତ ଡେଲିଭରି ଆପ୍ ‘ଫ୍ଲିପକାର୍ଟ ମିନିଟ୍ସ’ ଜୁଲାଇରେ ଆରମ୍ଭ କରିବାକୁ ଯାଉଛି। ଗତ କିଛି ବର୍ଷ ମଧ୍ୟରେ ଦ୍ରୁତ ବାଣିଜ୍ୟ ସ୍ଥାନକୁ ପ୍ରବେଶ କରିବାକୁ ଦୁଇଥର ବିଫଳ ପ୍ରୟାସ ପରେ ଫ୍ଲିପକାର୍ଟର ଏହାର ତୃତୀୟ ପ୍ରୟାସ ହେବ। ରିପୋର୍ଟ ଅନୁଯାୟୀ “ଫ୍ଲିପକାର୍ଟ…
ସେନ୍ସେକ୍ସରେ ୫୦୦୦ ପଏଣ୍ଟ ବୃଦ୍ଧି
ବମ୍ବେ ଷ୍ଟକ୍ ବଜାର ସେନ୍ସେକ୍ସ ଦ୍ରୁତ ଗତିରେ ଆଗକୁ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଆକଳନ କରିଥିଲେ ତାହା ସତ ହୋଇଛି। ଜୁନ୍ ୪ରେ ଫଳ ପ୍ରକାଶ ପାଇବା ପରେ ସେନ୍ସେକ୍ସରେ ୫୦୦୦ ପଏଣ୍ଟରୁ ଅଧିକ ବୃଦ୍ଧି ହୋଇଛି। ତାହାର ପ୍ରଭାବରେ ନିବେଶକମାନଙ୍କୁ ୪୨.୪ ଲକ୍ଷ କୋଟି…
ବଜେଟ୍ ପ୍ରସ୍ତୁତିରେ ସାଧାରଣ ଲୋକଙ୍କ ମତାମତା ଓ ପ୍ରସ୍ତାବ ରହିବା ଦରକାର – ମୁଖ୍ୟମନ୍ତ୍ରୀ
ବଜେଟ୍ ପ୍ରସ୍ତୁତିରେ ସାଧାରଣ ଲୋକଙ୍କ ମତାମତା ଓ ପ୍ରସ୍ତାବ ରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତ କରିବା ଲାଗି ଅର୍ଥ ବିଭାଗ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ସେଥିପାଇଁ ନିଜର ମତାମତ ଦେବାକୁ ଶ୍ରୀ…
ପାନ୍ କାର୍ଡର ଅପବ୍ୟବହାର- ଲୋକଙ୍କ ପାଖରେ ପହଞ୍ଚୁଛି ଆୟକର ବିଭାଗରୁ ଟିକସ ନୋଟିସ୍
ନିଜ ପାନ୍ କାର୍ଡର ଅପବ୍ୟବହାର ହୋଇଥିବା ବିଷୟରେ କିଛି ବି ଜାଣିନଥିବା ଲୋକମାନଙ୍କ ପାଖରେ ଆୟକର ବିଭାଗରୁ ନୋଟିସ୍ ପହଞ୍ଚୁଛି। କୋଟି କୋଟି ଟଙ୍କା ଟିକସ ଜମା କରିବାକୁ ସେମାନଙ୍କୁ କୁହାଯାଉଛି ଯାହା ସେମାନଙ୍କ ସାମର୍ଥ୍ୟ ବାହାରେ। ମୁମ୍ବାଇର ଜଣେ ବରିଷ୍ଠ ନାଗରିକଙ୍କୁ ସମ୍ପତ୍ତି…
ଶେୟାର ବଜାର ବୃଦ୍ଧି
ଶେୟାର ବଜାର କାରବାରରେ କ୍ରମାଗତ ଭାବେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏପରିକି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା ବିଏସ୍ଇ ସେନ୍ସେକ୍ସ ଅଲ ଟାଇମ ହାଇ ବା ସର୍ବୋଚ୍ଚସ୍ତର (୭୭,୩୪୭ ଅଙ୍କ) ରେ ପହଞ୍ଚତ୍ଥିଲାବେଳେ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ବା ଏନ୍ଏସ୍ଇ ନିଫ୍ଟର କାରବାର ମଧ୍ୟ ନୂତନ ରେକର୍ଡ…
୨୦୨୩-୨୪ରେ ୟୁଏଇରୁ ସୁନା ଆମଦାନିରେ ୨୧୦ ପ୍ରତିଶତ ବୃଦ୍ଧି ଘଟିଛି
ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ଏବେ ସୁନା ଆମଦାନିର ପ୍ରମୁଖ ସ୍ଥଳ ଭାବେ ଉଭା ହୋଇଛି। ସରକାରଙ୍କ ସହ ରହିଥିବା ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍ଟିଏ)ରେ ଟିକସ କମ୍ ରହୁଥିବାରୁ ଆମଦାନିକାରୀମାନେ ସେଠାରୁ ଅଧିକ ସୁନା ଓ ରୁପା ଆଣିବା ଉପରେ ଜୋର ଦେଉଛନ୍ତି। ସେଥିପାଇଁ ୨୦୨୩-୨୪ରେ…
ପରିବା ବଜାରରେ ଆକାଶ ଛୁଆଁ
ବଜାରରେ ପନିପରିବା ଦର ଆକାଶ ଛୁଆଁ ହେଲାଣି । ଟମାଟୋ କିଲୋଗ୍ରାମରେ ୭୦-୮୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଲାଣି। ଲେମ୍ବୁ କଥା ନ କହିଲେ ଭଲ । ଗୋଟେ ଖରା ଗରମ ଅନ୍ୟପଟେ ବଜାରରେ ଲେମ୍ବୁର ମୂଲ୍ୟ ବୃଦ୍ଧି । ସବୁଠୁ ଚିନ୍ତାରେ ପକାଇଲାଣି ଟମାଟୋ କିଲୋଗ୍ରାମରେ ୧୦୦ଟଙ୍କା ପର୍ଯ୍ୟନ୍ତ ବଢ଼ି ଯାଇଛି…
୨୦ରୁ ନିର୍ମଳାଙ୍କ ପ୍ରାକ୍-ବଜେଟ୍ ଆଲୋଚନା
ଚଳିତ ମାସ ୨୦ରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରାକ୍ ବଜେଟ୍ ବୈଠକ ଆରମ୍ଭ କରିବେ। ସେ ଶିଳ୍ପ ସଂଗଠନଗୁଡ଼ିକ ସହ କଥାବାର୍ତ୍ତା କରି ବଜେଟ୍ରୁ ସେମାନେ କ’ଣ ଆଶା କରୁଛନ୍ତି ତାହା ଜାଣିବାକୁ ପ୍ରୟାସ କରିବେ। ଜୁଲାଇ ମାସରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବାର ଯୋଜନା ରହିଛି।…