Trending
- ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
- ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ
- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ
- ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ,ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି
- ‘ଫାଇଟର’ ସିକ୍ସେଲ ଆଣିବା ପାଇଁ ଆଗଧାଡ଼ିର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କର ଯୋଜନା କରିଥିବା ଜଣାପଡ଼ିଛି
Browsing Category
Business
All business-related news will news will upload
ଫେରୁଛି ଫୋର୍ଡ କମ୍ପାନି
ଆମେରିକୀୟ ଅଟୋମୋବାଇଲ କମ୍ପାନି ଫୋର୍ଡ ଏହାର ତାମିଲନାଡ଼ୁର ଚେନ୍ନାଇ ନିକଟ କାରଖାନାକୁ ପୁନର୍ବାର ଚାଲୁ କରିବ। ରପ୍ତାନି ଉଦ୍ଦେଶ୍ୟରେ କମ୍ପାନି ଏଠାରୁ କାର୍ ଉତ୍ପାଦନ କରିବ। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ଆମେରିକାରେ କମ୍ପାନି କର୍ତ୍ତୃପକ୍ଷଙ୍କୁ ଭେଟିବାର ଦୁଇଦିନ ପରେ…
ଆସନ୍ତା ୨୧ ତାରିଖରେ ପ୍ରଦାନ କରାଯିବ ‘ଓଡ଼ିଶା ଜର୍ନାଲିଜିମ୍ ଆଓ୍ବାର୍ଡ’
ପଲ୍ଲୀବାଣୀ ମିଶନ ପକ୍ଷରୁ ପ୍ରତିଭାସମ୍ପନ୍ନ ସାମ୍ବାଦିକମାନଙ୍କୁ ଦିଆଯାଉଥିବା ‘ଓଡ଼ିଶା ଜର୍ନାଲିଜିମ୍ ଆଓ୍ବାର୍ଡ’ର ଷଷ୍ଠ ସଂସ୍କରଣ ଆସନ୍ତା ୨୧ ତାରିଖରେ ପ୍ରଦାନ କରାଯିବ। ନୂଆଦିଲ୍ଲୀର ଲୋଧିରୋଡ୍ସ୍ଥିତ ସାଇ ଇଣ୍ଟରନ୍ୟାଶନାଲ ସଭାଗୃହରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି…
ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି
ଚଳିତବର୍ଷ ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରୁ କମ୍ ରହିଛି। ଜୁଲାଇ ତୁଳନାରେ ଅଗଷ୍ଟରେ ଏହି ହାରରେ ବୃଦ୍ଧି ଘଟିଛି। ଜୁଲାଇରେ ଏହି ହାର ୩.୫୪ ପ୍ରତିଶତ ରହିଥିବାବେଳେ ଅଗଷ୍ଟରେ ୩.୬୫ ପ୍ରତିଶତ ରହିଛି। ଗତ ୫ ବର୍ଷ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତିର ଏହା ହେଉଛି ଦ୍ୱିତୀୟ…
ଆଦାନୀ ହାତକୁ ଗଲା ଗୋପାଳପୁର ବନ୍ଦର
ଶେଷ ହୋଇଛି କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟ୍ରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା ।
ସୂଚନା ଅନୁଯାୟୀ, ଲୋକସେବା ଭବନରେ ବସିଥିବା ଏହି ବୈଠକରେ ୩ଟି…
ବଜାରରେ ସ୍କୋଡାର ଅଲ୍ ନ୍ୟୁ ମଣ୍ଟେ କାର୍ଲୋ
ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ ନ୍ୟୁ ସ୍କୋଡା ମଣ୍ଟେ କାର୍ଲୋର ଅନାବରଣ ସର୍ବଭାରତୀୟ ସ୍ତରରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍ର ଏହି ମଡେଲ ନିକଟରେ ବଜାର ପ୍ରବେଶ ହୋଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଟ୍ରିନିଟି ସ୍କୋଡା ଭୁବନେଶ୍ୱର…
ଟୋଲ୍ ପ୍ଲାଜାରେ ଆଉ ଅଟକିବନି ଗାଡ଼ି
ଦେଶରେ ଗାଡ଼ିଗୁଡ଼ିକରୁ ସାଟେଲାଇଟ୍ ଆଧାରିତ ଟୋଲ୍ ଆଦାୟ ବ୍ୟବସ୍ଥାକୁ ମଞ୍ଜୁରି ମିଳିଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଜାତୀୟ ରାଜପଥ ଫି ନିୟମରେ ପରିବର୍ତ୍ତନ ଆଣିଛନ୍ତି। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, ଟୋଲ୍ ଆଦାୟ ପାଇଁ ବର୍ତ୍ତମାନ ଗ୍ଲୋବାଲ ନାଭିଗେସନ…
୨୦୨୭ ସୁଦ୍ଧା ବିଶ୍ବର ପ୍ରଥମ ଟ୍ରିଲିୟନେୟାର ହେବେ ଏଲୋନ୍ ମସ୍କ
ଦୁବାଇ ସ୍ଥିତ ଇନଫର୍ମା କନେକ୍ଟ ଏକାଡେମିର ଏକ ନୂତନ ରିପୋର୍ଟ ଅନୁଯାୟୀ ଟେସଲା ସିଇଓ ଏଲୋନ୍ ମସ୍କ ୨୦୨୭ ସୁଦ୍ଧା ବିଶ୍ବର ପ୍ରଥମ ଟ୍ରିଲିୟନେୟାର ହେବା ଦୌଡ଼ରେ ଅଛନ୍ତି।ତାଙ୍କ ସଂପତ୍ତି ବାର୍ଷିକ ୧୧୦%ରୁ ଅଧିକ ବୃଦ୍ଧି ପାଇବା ସହିତ ବ୍ଲୁମବର୍ଗର ବିଲିୟନେୟାର ସୂଚକାଙ୍କ ଅନୁଯାୟୀ ମସ୍କଙ୍କ…
ବିମାନ ଟିକଟ ଦର ଉପରେ ନଜର
ଉତ୍ସବ ଋତୁ ଆସିଯାଇଥିବା ବେଳେ ନିଜ ପରିବାର ସହ ତାହାକୁ ପାଳନ କରିବା ଲାଗି ଦେଶର କୋଣଅନୁକୋଣରେ କାମ କରୁଥିବା ଲୋକମାନେ ଘରକୁ ଫେରିଥାନ୍ତି। ତେଣୁ ବର୍ଷର ଅନ୍ୟ କୌଣସି ସମୟ ତୁଳନାରେ ଏହି ସମୟରେ ବିମାନ ଯାତ୍ରାର ଚାହିଦା ବହୁତ ବଢ଼ିଯାଏ। ତାହାର ଫାଇଦା ନେଇ ଏୟାରଲାଇନ୍ସଗୁଡ଼ିକ ଟିକଟ ଦରରେ…
‘ସେବି’ର ସ୍ପଷ୍ଟୀକରଣ ଲୋଡ଼ିଲା କଂଗ୍ରେସ
ରିଆଦାନି-ହିଣ୍ଡେନ୍ବର୍ଗ ମାମଲାରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)କୁ ଘେବାର କୌଣସି ସୁଯୋଗ କଂଗ୍ରେସ ହାତଛଡ଼ା କରୁନାହିଁ। ଯେହେତୁ ମୋଦୀ ସରକାର ଓ ଆଦାନି ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନିଙ୍କ ଭିତରେ ଘନିଷ୍ଠତା ଥିବା ବିଶ୍ବାସ କରାଯାଉଛି, ସେଥିପାଇଁ ଏହି ମାମଲା ବାହାନରେ…
ବିଏସଏନଏଲ ଲଞ୍ଚ କଲା ଲାଇଭ ଟିଭି ଆପ
ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଟିଭି ଜଗତରେ ପ୍ରବେଶ କରିଛି। ବିଏସ୍ଏନ୍ଏଲ୍ 'ବିଏସ୍ଏନ୍ଏଲ୍ ଲାଇଭ ଟିଭି' ଆପ୍ଲିକେସନ ଆରମ୍ଭ କରିଛି | ଏହି ଆପ୍ ପ୍ରାରମ୍ଭରେ ଆଣ୍ଡ୍ରଏଡ୍ ଟିଭି ପାଇଁ ଉପଲବ୍ଧ | ଗୁଗୁଲ୍ ପ୍ଲେ ଷ୍ଟୋରରୁ ଏହାକୁ ଡାଉନଲୋଡ୍…