Trending
- ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
- ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ
- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ
- ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ,ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି
- ‘ଫାଇଟର’ ସିକ୍ସେଲ ଆଣିବା ପାଇଁ ଆଗଧାଡ଼ିର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କର ଯୋଜନା କରିଥିବା ଜଣାପଡ଼ିଛି
Browsing Category
Business
All business-related news will news will upload
ଆଜିଠାରୁ ଦେଶରେ ଆଇଫୋନ୍ ୧୬ ସିରିଜ୍ ବିକ୍ରି ଆରମ୍ଭ
ଆଇଫୋନ୍ ପ୍ରେମୀଙ୍କ ଅପେକ୍ଷାର ଅନ୍ତ ହୋଇଛି । ଆପଲ୍ ଆଜିଠାରୁ ଦେଶରେ ଆଇଫୋନ୍ ୧୬ ସିରିଜ୍ ବିକ୍ରି ଆରମ୍ଭ କରିଛି। ଭାରତରେ ନୂଆ ଆଇଫୋନ୍ ଶୁକ୍ରବାର ସକାଳ ୮ଟାରୁ ଉଭୟ ରିଟେଲ ଓ ଅନଲାଇନ ଷ୍ଟୋରରେ ଉପଲବ୍ଧ ହୋଇଛି । ଏଥର ବଜେଟରେ ଆମଦାନୀ ଶୁଳ୍କ ହ୍ରାସ ହେତୁ କମ୍ପାନୀ ପ୍ରଥମ ଥର ପାଇଁ ପୂର୍ବ…
ସାହାରା ଜମାକାରୀ ୫୦ ହଜାର ଟଙ୍କା ପାଇବେ
ସାହାରା ଗ୍ରୁପ୍ର ଜମାକାରୀଙ୍କୁ ଫେରସ୍ତ କରାଯାଉଥିବା ଟଙ୍କାର ସୀମାକୁ କେନ୍ଦ୍ର ସରକାର ୫୦ ହଜାର ଟଙ୍କାକୁ ବଢ଼ାଇଛନ୍ତି। ପୂର୍ବରୁ ଏହି ସୀମା ୧୦ ହଜାର ଟଙ୍କା ଥିଲା। ସିଆର୍ସିଏସ୍-ସାହାରା ରିଫଣ୍ଡ ପୋର୍ଟାଲ୍ ଜରିଆରେ ବର୍ତ୍ତମାନ ସୁଦ୍ଧା ସାହାରାର ୪.୨୯ ଲକ୍ଷ ଜମାକାରୀଙ୍କୁ ୩୭୦ କୋଟି…
ଅକ୍ଟୋବର ଦ୍ବିତୀୟ ସପ୍ତାହରୁ ପ୍ରାକ୍-ବଜେଟ୍ ବୈଠକ
କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅକ୍ଟୋବର ଦ୍ବିତୀୟ ସପ୍ତାହରୁ ପ୍ରାକ୍-ବଜେଟ୍ ବୈଠକ ଆରମ୍ଭ ହୋଇ ନଭେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ଅର୍ଥନୀତିର…
ଷ୍ଟକ ମାର୍କେଟ ଡାଉନ୍
ଷ୍ଟକ ବଜାରରେ ହ୍ରାସ ଦେଖିବାକୁ ମିଳିଛି । ବିଶେଷକରି ଆଇଟି କମ୍ପାନୀ କ୍ଷେତ୍ରରେ ଏହି ହ୍ରାସ ଦେଖାଯାଇଛି । ଯଦି ଦେଖିବା ହିରୋ ମଟୋକାର୍ପ, ୟୁନାଇଟେଡ୍ ସ୍ପିରିଟ ଏକ ବର୍ଷ ମଧ୍ୟରେ ସର୍ବୋଚ୍ଚସ୍ତରରେ ପହଞ୍ଚିଛି । ଅନ୍ୟପଟେ ବିଏସଇ ସେୟାର ଟ୍ରେଣ୍ଡରେ ରହିଛି । ସେହିପରି ଏଚଡିଏଫସି ବ୍ୟାଙ୍କର…
ଶେୟାର ବଜାର ବୃଦ୍ଧି
ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇଛନ୍ତି। ବିଶେଷକରି ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନସେକ୍ସ ୯୮(୯୭.୮୪) ପଏଣ୍ଟ ବଢି ୮୨,୯୮୯ (୮୨,୯୮୮.୭୮) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି…
ଶେୟାର ବଜାର କାରବାରରେ ପରିବର୍ତ୍ତନ
ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୭୨ (୭୧.୭୭) ପଏଣ୍ଟ…
ଓବରୟ ପରିବାରରେ ଝଗଡ଼ା
ଓବରୟ ଓ ଟ୍ରାଇଡେଣ୍ଟ ଭଳି ହୋଟେଲ୍ ଶୃଙ୍ଖଳାର ମାଲିକାନା ରଖିଥିବା ଓବରୟ ପରିବାରରେ ସମ୍ପତ୍ତିକୁ ନେଇ ଝଗଡ଼ା ଆରମ୍ଭ ହୋଇଛି। ସ୍ବର୍ଗତ ପିଆରଏସ୍ ଓବରୟଙ୍କ ଝିଅ ଅାନାସ୍ତାସିୟା ଓବରୟ ନିଜ ଭାଇ ବିକ୍ରମଜିତ ଓବରୟ, ଭଉଣୀ ନତାଶା ଓବରୟ ଓ ପୁତୁରା ଅର୍ଜୁନ ଓବରୟଙ୍କ ବିରୋଧରେ ଦିଲ୍ଲୀ…
ବୈଷୟିକ ସମସ୍ୟା ଉପୁଜିବା ହେତୁ ମୁମ୍ବାଇରୁ ଦୋହା ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ବିମାନ ବାତିଲ୍
ବାରମ୍ବାର ବୈଷୟିକ ସମସ୍ୟା ଉପୁଜିବା ହେତୁ ମୁମ୍ବାଇରୁ ଦୋହା ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ୬ଇ୧୩୦୩ ବିମାନକୁ ୫ ଘଣ୍ଟା ବିଳମ୍ବ ପରେ ବାତିଲ୍ କରାଯାଇଛି। ବିମାନଟିକୁ ଉଡ଼ାଣ ଭରିବା ପାଇଁ ବିଭିନ୍ନ ପ୍ରକାରର ଚେଷ୍ଟା କରାଯିବା ସତ୍ତ୍ବେ ଏଥିରେ ସଫଳ ନହେବାରୁ ଶେଷରେ ବିମାନ ବିତିଲ୍…
ଆସନ୍ତା ବର୍ଷ ଶେଷ ସୁଦ୍ଧା ୯୦ ହଜାର ଛୁଇଁବ ସୁନା
ସୁନା ଦର ପୁଣି ଥରେ ରେକର୍ଡ ସ୍ତରରେ ପହଞ୍ଚିଛି। ଆମେରିକୀୟ ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାର ହ୍ରାସ ଆଶା ବଢ଼ୁଥିବା ବେଳେ ଗୁରୁବାର ସୁନା ଦର ୧ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଆନ୍ତର୍ଜାତିକ ବଜାରରେ ସ୍ପଟ୍ ସୁନା ୧.୬ ପ୍ରତିଶତ ବୃଦ୍ଧି ପାଇ…