Browsing Category

Business

All business-related news will news will upload

ହି‌ଣ୍ଡେନ୍‌ବର୍ଗ ମାମଲାରେ ସରକାର ହସ୍ତକ୍ଷେପ କରିବେନି

ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କୁ ଟାର୍ଗେଟ୍‌ କରି ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଯେଉଁ ରିପୋର୍ଟ ଜାରି କରିଛି ସେଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବେ ନାହିଁ। ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ୍‌ ସ୍ପଷ୍ଟ କରିଛନ୍ତି ଯେ ଏହି…

ଶେୟାର ବଜାରରେ ପରିବର୍ତ୍ତନ

 ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ହୋଇଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ସୋମବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୫୭ (୫୬.୯୯) ପଏଣ୍ଟ…

ବଢିବନି କି କମିବନି  ଇଏମଆଇ

ରିଜର୍ଭ ବ୍ୟାଙ୍କ ଲଗାତାର ନବମ ଥର ପାଇଁ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛନ୍ତି । ରେପୋ ରେଟକୁ ୬.୫ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । ଏନେଇ ଆରବିଆଇ ଗର୍ଭଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ଏମପିସିର ୬ରୁ ୪ ଜଣ ସଦସ୍ୟ ରେପୋ ରେଟ୍ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଥିଲେ । ଗତ…

ହିଣ୍ଡେନ୍‌ବର୍ଗ ଉପରେ ବର୍ଷିଲେ ମାଧବୀ

ଆମେରିକାର ସର୍ଟ-ସେଲିଂ ସଂସ୍ଥା ହିଣ୍ଡେନ୍‌ବର୍ଗ ଉପରେ ବର୍ଷିଛନ୍ତି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମୁଖ୍ୟ ମାଧବୀ ପୁରୀ ବୁଚ୍‌। ରିପୋର୍ଟ ଜାରି ହେବାର ୧୫ ଘଣ୍ଟା ପରେ ସେ ନିଜ ସ୍ବାମୀ ଧବଲ୍ ବୁଚ୍‌ଙ୍କ ସହ ମିଳିତ ଭାବେ ଦୁଇ ପୃଷ୍ଠାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…

ହିଣ୍ଡେନବର୍ଗ ରିପୋର୍ଟକୁ ସେବି ମୁଖ୍ୟଙ୍କ ଖଣ୍ଡନ

ପୁଞ୍ଜି ବଜାର ନିୟାମକ ଭାରତୀୟ ନିରାପତ୍ତା ଓ ବିନିମୟ ବୋର୍ଡ (ସେବି)ର ମୁଖ୍ୟ ମାଧବୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧୱଲ ବୁଚ୍ ଶନିବାର କ୍ଷୁଦ୍ର ବିକ୍ରେତା ହିଣ୍ଡେନବର୍ଗଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି ଖଣ୍ଡନ କରି କହିଛନ୍ତି ଯେ ସେମାନଙ୍କର ଆର୍ଥିକ କାରବାର ଏକ ଖୋଲା ପୁସ୍ତକ ପରି। ବୁଚ…

ରିଲାଏନ୍ସ ପ୍ରଥମ ବୃହତ୍ ସୌର କାରଖାନା ଆରମ୍ଭ

ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପ୍ରଥମ ସୌର ଗିଗା-କାରଖାନା ଆରମ୍ଭ କରିବାକୁ ଯୋଜନା କରୁଛି। ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ୨୦୩୫ ସୁଦ୍ଧା କାର୍ଯ୍ୟରୁ ନିଟ୍-ଶୂନ୍ୟ କାର୍ବନ ନିର୍ଗମନ ହାସଲ କରିବା ଦିଗରେ ଅଗ୍ରସର ହେଉଛି।କାରଖାନାର…

୧୦ ଲକ୍ଷଙ୍କୁ ମିଳିବ ରୋଜଗାର

ଦେଶରେ ଇ-କମର୍ସ କମ୍ପାନିଙ୍କ ବ୍ୟବସାୟ ବଢ଼ୁଛି। ବିଶେଷକରି ପାର୍ବଣ ସମୟରେ ସେମାନଙ୍କର ବିକ୍ରି ଅନ୍ୟ ସମୟ ତୁଳନାରେ ଅଧିକ ରହିଥାଏ। ଗତବର୍ଷ ତୁଳନାରେ ଚଳିତବର୍ଷ ପାର୍ବଣ ଋତୁରେ ଇ-କମର୍ସ କମ୍ପାନିଙ୍କ ବ୍ୟବସାୟ ୩୫ ପ୍ରତିଶତ ଅଧିକ ରହିବ ବୋଲି ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସେମାନେ…

ଶେୟାର ବଜାର ବୃଦ୍ଧି

ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇଛନ୍ତି। ବିଶେଷକରି ଶୁକ୍ରବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୮୨୦ (୮୧୯.୬୯)…

ଅମ୍ବାନୀଙ୍କ ନୂଆ ରେକର୍ଡ

ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆଉ ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିଛି। କମ୍ପାନୀ କର୍ପୋରେଟ୍ ଆୟକର ଆକାରରେ ସରକାରୀ ରାଜକୋଷକୁ ୧.୮୬ ଲକ୍ଷ କୋଟି ଟଙ୍କା ଯୋଗଦାନ ଦେଇଛି, ଯାହା ଭାରତ ସରକାରଙ୍କ ବଜେଟର ପ୍ରାୟ ୪ ପ୍ରତିଶତ ସହିତ ସମାନ।ଦେଶର…

ବାଂଲାଦେଶରେ ଦେଖାଦେଇଥିବା ରାଜନୈତିକ ହିଂସା ଓ ସଙ୍କଟ ଭାରତୀୟ ବୟନ ଶିଳ୍ପ ଲାଗି ଏକ ବଡ଼ ସୁଯୋଗ

ପଡ଼ୋଶୀ ଦେଶ ବାଂଲାଦେଶରେ ଦେଖାଦେଇଥିବା ରାଜନୈତିକ ହିଂସା ଓ ସଙ୍କଟ ଭାରତୀୟ ବୟନ ଶିଳ୍ପ ଲାଗି ଏକ ବଡ଼ ସୁଯୋଗ ଆଣିଦେଇଛି। ବିଦେଶରୁ ଯେଉଁମାନେ ବାଂଲାଦେଶରୁ ପୋଷାକ ଓ ବୟନ ସାମଗ୍ରୀ ମଗାଉଥିଲେ ସେମାନେ ଭାରତ ମୁହାଁ ହେବେ ବୋଲି ଆଶା କରାଯାଉଛି। ଯଦି ତାହା ହେବ ତେବେ ଭାରତୀୟ ବୟନ ଶିଳ୍ପ…