Browsing Category

Business

All business-related news will news will upload

ଜିଏସ୍‌ଟି ସଂସ୍କାର ପ୍ରଭାବରେ ନବରାତ୍ରି ବିକ୍ରିରେ ନୂଆ ରେକର୍ଡ ହୋଇଛି

ଜିଏସ୍‌ଟି ସଂସ୍କାର ପ୍ରଭାବରେ ନବରାତ୍ରି ବିକ୍ରିରେ ନୂଆ ରେକର୍ଡ ହୋଇଛି। ଏହି ବିକ୍ରି ଗତ ୧୦ ବର୍ଷରେ ସର୍ବାଧିକ ବୋଲି ପିଆଇବି ପକ୍ଷରୁ ସୂଚନା ଦିଆଯାଇଛି। ନବରାତ୍ରିରେ ମାରୁତି ସୁଜୁକିର ବିକ୍ରି ୧୦୦ ପ୍ରତିଶତ ବଢ଼ିଛି ଯାହା ଗତ ଏକ ଦଶନ୍ଧିରେ ସର୍ବାଧିକ। କମ୍ପାନିର ବୁକିଂ ଦେଢ଼ ଲକ୍ଷ…

ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନାରେ ମିଳିଛି ୧,୧୫,୩୫୧ କୋଟି ଟଙ୍କାର ନିବେଶ ପ୍ରସ୍ତାବ: ଅଶ୍ୱିନୀ…

ରାଜ୍ୟଗୁଡ଼ିକୁ ଏହି ସୁଯୋଗର ଉପଯୋଗ ସହ ନିଜ ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଶିଳ୍ପ ବିକଶିତ କରିବାକୁ ଆହ୍ୱାନ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ; କହିଲେ ଏହା ବହୁ ସଂଖ୍ୟାରେ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବ ଭାରତର ଆତ୍ମନିର୍ଭରଶୀଳ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ…

ଗ୍ରାହକମାନଙ୍କ ପାଇଁ ସର୍ବନିମ୍ନ ହାରାହାରି ବାଲାନ୍ସ ଜରିମାନା ଛାଡ଼ କରିଛି ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ

ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଏହାର ଗ୍ରାହକମାନଙ୍କ ପାଇଁ ସର୍ବନିମ୍ନ ହାରାହାରି ବାଲାନ୍ସ (MAB) ଜରିମାନା ଛାଡ଼ କରିଛି। ବୁଧବାର ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ଓଭରସିଜ୍ ବ୍ୟାଙ୍କ କହିଛି ଯେ ଏବେଠାରୁ, ସଞ୍ଚୟ ଖାତାରେ ସର୍ବନିମ୍ନ ହାରାହାରି ବାଲାନ୍ସ ନ ରଖିବା ପାଇଁ କୌଣସି ଜରିମାନା…

ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି

ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟଗୁଡ଼ିକୁ ପୁଞ୍ଜି ଖର୍ଚ୍ଚକୁ ତ୍ୱରାନ୍ୱିତ କରିବା ଏବଂ ସେମାନଙ୍କ ବିକାଶ ସମ୍ବନ୍ଧୀୟ ଖର୍ଚ୍ଚ ପାଇଁ ଅର୍ଥ ଯୋଗାଇବା ପାଇଁ କେନ୍ଦ୍ର ସରକାର ଟିକସ ହସ୍ତାନ୍ତରର ଏକ ଅଗ୍ରୀମ କିସ୍ତି ଭାବେ ରାଜ୍ୟ ସରକାରମାନଙ୍କୁ ୧,୦୧,୬୦୩ କୋଟି ଟଙ୍କାର ଟିକସ …

ଅକ୍ଟୋବର ମାସରୁ ବ୍ୟାଙ୍କ, ସରକାରୀ ବିଭାଗ ଓ ରେଳବାଇରେ କେତେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି

ଅକ୍ଟୋବର ମାସରୁ ବ୍ୟାଙ୍କ, ସରକାରୀ ବିଭାଗ ଓ ରେଳବାଇରେ କେତେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଅଧିକାଂଶ ନିୟମ ୧ରୁ ଲାଗୁ ହେବ। ଆଇଆର୍‌ସିଟିସି: ଆସନ୍ତାକାଲିଠାରୁ ଆଇଆର୍‌ସିଟିସି ୱେବସାଇଟ୍‌ ଓ ଆପ୍‌ରେ ଅନ୍‌ଲାଇନ ଟିକଟ ସଂରକ୍ଷଣର ନୂଆ ନିୟମ ଲାଗୁ ହେବ।…

କେଜି କେଜି ସୁନାରେ ତିଆରି ପୋଷାକ

ଆପଣ ଜୀବନରେ ଅନେକ ପୋ‌ଷାକ ଦେଖିଥିବେ। କିନ୍ତୁ କେଜି କେଜି ସୁନାରେ ତିଆରି ପୋଷାକ ହୁଏତ ଦେଖି ନଥିବେ। ୟୁଏଇର ସାର୍‌ଜାରେ ୧୦ କିଗ୍ରାରୁ ଅଧିକ ସୁନାରେ ପ୍ରସ୍ତୁତ ‌ଡ୍ରେସ୍‌ ଏବେ ‌ସାମ୍‌ନାକୁ ଆସିଛି। ଡ୍ରେସ୍‌ଟି ଗିନିଜ୍‌ ୱାର୍ଲଡ୍‌ ରେକର୍ଡରେ ସବୁଠୁ ଅଧିକ ଓଜନ ସୁନାରେ ନିର୍ମିତ…

ATM ରୁ ଏବେ ଉଠାଇପାରିବେ ନାହିଁ PF ପଇସା

ଯଦି ଆପଣ ଜଣେ ଦରମାଭୋଗୀ କର୍ମଚାରୀ ଏବଂ ପ୍ରତି ମାସରେ PF କଟାଯାଏ, ତେବେ ଏହି ଖବର ଉପଯୋଗୀ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ଏକ ନୂତନ ଯୋଜନା, EPFO ୩.୦ ଆରମ୍ଭ କରିବାକୁ ଯୋଜନା କରୁଛି। ପୂର୍ବରୁ ରିପୋର୍ଟ କରାଯାଇଥିଲା ଯେ ଏହି ଯୋଜନା ଅକ୍ଟୋବର୨୦୨୫ରେ କାର୍ଯ୍ୟକାରୀ…

ଔଷଧ ଉପରେ ୧୦୦% ଟ୍ରମ୍ପ ଟାରିଫ ଲଗାଇଲେ ଟ୍ରମ୍ପ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାହାର ଦେଶରୁ ଆସୁଥିବା ସମସ୍ତ ବ୍ରାଣ୍ଡେଡ୍ ଓ ପେଟେଣ୍ଟ ଔଷଧ ଉପରେ ୧୦୦% ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି, ଯାହା ୨୦୨୫ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ। ଟ୍ରମ୍ପଙ୍କ କହିବା କଥା ଏହି ଟାରିଫରୁ ମୁକ୍ତି ପାଇବା ପାଇଁ…

ଓଡ଼ିଶାରେ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ

ଭାରତ ସାମୁଦ୍ରିକ ସପ୍ତାହ-୨୦୨୫(ଆଇଏମ୍‌ଡବ୍ଲ୍ୟୁ) ପାଳନର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱରଠାରେ ପାରାଦୀପ ବନ୍ଦର ପକ୍ଷରୁ ଏକ ରୋଡ୍‌-ଶୋ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ଭୁବନେଶ୍ୱରରେ ଇଣ୍ଡିଆନ ମେରିଟାଇମ୍‌ ସେକ୍ଟରର ପରିବର୍ତ୍ତନକୁ ନାଭିଗେଟ୍‌ କରିବା: ଭଲ୍ୟୁମ୍‌ରୁ ଭିଜନକୁ’ ଶୀର୍ଷକ…

ଗୋଟିଏ ଦିନରେ ସୁନା ବଢିଲା ୨୬୨୦ ଟଙ୍କା,ରୂପା ବଢିଲା ଦେଢ କେଜି

ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ରାଜ୍ୟରେ ଉଭୟ ସୁନା ଓ ରୁପା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ମଙ୍ଗଳବାର ଗୋଟିଏ ଦିନରେ ୨୪ କ୍ୟାରେଟ୍ ସୁନା ଦାମ୍‌ ୨୬୨୦ ଟଙ୍କା ବୃଦ୍ଧି ପାଇ ୧,୧୫,୬୯୦ ଟଙ୍କାରେ ପହଞ୍ଚିଛି। ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୨୪୦୦ ଟଙ୍କା ବଢ଼ି ୧,୦୬,୦୫୦…