Browsing Category

Business

All business-related news will news will upload

ଆଜିଠୁ ନୂଆ ଜିଏସ୍‌ଟି

ଜିଏସ୍‌ଟିରେ ଅଣାଯାଇଥିବା ସବୁଠୁ ବଡ଼ ସଂସ୍କାର ଆଜିଠୁ ଲାଗୁ ହୋଇଛି। ଏହାର ଲାଭ ଲୋକମାନେ କିପରି ପାଇବେ ସେନେଇ ଅଧିକାରୀମାନେ ବଜାର ଉପରେ ନଜର ରଖିବେ। ଉଭୟ କେନ୍ଦ୍ର ଓ ରାଜ୍ୟର ଜିଏସ୍‌ଟି ବିଭାଗର କ୍ଷେତ୍ର ଅଧିକାରୀମାନେ ବଜାରରେ ଅଚାନକ ଚଢ଼ଉ କରିବେ। ଜିଏସ୍‌ଟି କମିବା ପରେ‌…

କାଲିଠୁ ଦେଶରେ ଜିଏସଟି ବଚତ ଆରମ୍ଭ

ଆସନ୍ତା କାଲି ଅର୍ଥାତ୍ ଦେଶରେ ୨ୟ ପର୍ଯ୍ୟାୟ ଜିଏସଟି ସଂସ୍କାର ଆରମ୍ଭ ହେବାକୁ ଯାଉଛି । ଏହାର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଦେଶରେ ଜିଏସଟି ବଚତ୍ ଉତ୍ସବ ଆରମ୍ଭ ହେବାକୁ ଯାଉଛି । ଏହା ଆତ୍ମନିର୍ଭରଶୀଳ ଭାରତ ଦିଗରେ ଏକ…

ହ୍ରାସ ପାଇଲା ଭାରତୀୟ ସେୟାର୍‌ ବଜାର

ଲଗାତର କିଛି ଦିନ ହେବ ଭାରତୀୟ ସେୟାର୍‌ ବଜାରର ସ୍ଥିତି ଭଲ ଥିବା ‌ବେଳେ ଏବେ ପୁଣି ଥରେ ପତନ ଦେଖିବାକୁ ମିଳିଛି। ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇଥିବା ବେଳେ ଆଦାନୀ ସେୟାର ଆଜି ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛି। ଆଦାନୀ ସେୟାର ଶୁକ୍ରବାର ଦିନ ଖୁବ୍ ଭଲ ପ୍ରଦର୍ଶନ କରିଛି। ସେବି…

ପୁରୁଣା ଜିନିଷ କିଣିବା ପୂର୍ବରୁ ଚିନ୍ତାକରନ୍ତୁ

ସରକାର GST ସ୍ଲାବରେ ପରିବର୍ତ୍ତନ କରିଛନ୍ତି। ଏହି ନିଷ୍ପତ୍ତି ସିଧାସଳଖ ଗ୍ରାହକ ଏବଂ ବିକ୍ରେତା ଉଭୟଙ୍କୁ ପ୍ରଭାବିତ କରିବ। ସେପ୍ଟେମ୍ବର ୨୨ ତାରିଖରୁ ଲାଗୁ ହେବାକୁ ଥିବା ନୂତନ ନିୟମ ଟିକସ ସ୍ଲାବକୁ ପରିବର୍ତ୍ତନ କରିବ। ତେଣୁ, ପୁରୁଣା ଷ୍ଟକର କିଣାବିକା ଆଉ ସମାନ ରହିବ ନାହିଁ। ଅନେକ…

ଗାଡ଼ି ଦରରକୁ ଲକ୍ଷ ଲକ୍ଷ ଟଙ୍କା କମ୍‌ କରିଦେଇଛି ମାରୁତି ସୁଜୁକି

ଜୀବନରେ କିଛି ହଉ କି ନ ହଉ; ନିଜ ନାମରେ ଘର ଓ ଗାଡ଼ିଟିଏ କରିବାର ସ୍ବପ୍ନ କାହାର ବା ନଥାଏ! ଘର ତ ଅତି ବଡ଼ ସ୍ବପ୍ନ। ହେଲେ ଚାରିଚକିଆ ଗାଡ଼ି ଚଳାଇବାର ଇଚ୍ଛା ଆଜିକାଲା ପ୍ରାୟ ସଭିଙ୍କ ଭିତରେ। ହେଲେ ଟଙ୍କାକୁ ଡରି ଲୋକେ ନିଜ ସ୍ବପ୍ନକୁ ମାରିପକାନ୍ତି। ଏବେ କିନ୍ତୁ ଆଉ କାହାକୁ ତାଙ୍କ ସ୍ବପ୍ନ…

ପୂଜା ଋତୁ ପାଇଁ ସୁନା ଓ ରୁପା ମହଙ୍ଗା ହେବାରେ ଲାଗିଛି, ରୂପା କେଜି ଲକ୍ଷେ ୪୪ ହଜାର

ପୂଜା ଋତୁ ପାଖେଇ ଆସିଥିବା ବେଳେ ସୁନା ଓ ରୁପା ମହଙ୍ଗା ହେବାରେ ଲାଗିଛି। ଭୁବନେଶ୍ବରରେ ମଙ୍ଗଳବାର ରୁପା କେଜି ୧୦୦୦ ଟଙ୍କା ବୃଦ୍ଧି ପାଇ ରେକର୍ଡ ୧,୪୪,୦୦୦ ଟଙ୍କାରେ ପହଞ୍ଚିଛି। ସେହି ସମୟରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୦୦ ଟଙ୍କା ବୃଦ୍ଧି ପାଇ ୧,୦୨,୬୦୦ ଟଙ୍କା ହୋଇଛି।…

ୟୁପିଆଇ ଜରିଆରେ ଟଙ୍କା ଉଠାଇବା ସୁବିଧା ଖୁବଶିଘ୍ର

ୟୁପିଆଇ ମାଧ୍ୟମରେ ଯେଭଳି ଲୋକମାନେ ଟଙ୍କା ଉଠାଇ ପାରିବେ, ସେଥିପାଇଁ ବ୍ୟବସ୍ଥା କରାଯାଉଛି। ବିଶେଷ କରି ଗ୍ରାମାଞ୍ଚଳ ଓ ଅପହଞ୍ଚ ଅଞ୍ଚଳର ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟି ଦିଆଯାଇଛି। ଦେଶବ୍ୟାପୀ ଥିବା ବିଜନେସ୍ କରେସ୍‌ପଣ୍ଡେଣ୍ଟ୍‌ (ବିସି) ନେଟ୍‌ୱର୍କକୁ ବ୍ୟବହାର କରି ୟୁପିଆଇ ଜରିଆରେ…

୫ ଟଙ୍କାର ଚିପ୍ସ, ବିସ୍କୁଟ, ୧୦ ଟଙ୍କାର ସାବୁନ ଓ ୨୦ ଟଙ୍କାର ଟୁଥପେଷ୍ଟର ଦାମ ଅପରିବର୍ତ୍ତିତ ରହିବ

କେନ୍ଦ୍ର ସରକାର ଜିଏସଟି ସଂସ୍କାରରେ ବଡ଼ ପରିବର୍ତ୍ତନ ଆଣିଛନ୍ତି, ଯାହା ଦୈନନ୍ଦିନ ଜୀବନରେ ବ୍ୟବହୃତ ଜିନିଷକୁ ଶସ୍ତା କରିବ। ଜିଏସଟି କାଉନସିଲ ଅନେକ ଜିନିଷରେ ଟିକସ ହାର ହ୍ରାସ କରି ୫% ଓ ୧୮% ଦୁଇଟି ଟିକସ ହାରକୁ ଅନୁମୋଦନ କରିଛି। ନୂଆ ହାର ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ।…

ମେକ୍‌ ଇନ୍‌ ଇଣ୍ଡିଆ ପ୍ରଭାବରେ କମ୍ପାନିଙ୍କ ଆମଦାନି ବିଲ୍‌ କମିଛି

ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବାକୁ ଯୋଜନା ଚଳାଇଛି। ଏଥିପାଇଁ ସରକାର ମେକ୍‌ ଇନ୍‌ ଇଣ୍ଡିଆ ସ୍ଲୋଗାନ ଦେବା ସହିତ ପିଏଲ୍‌ଆଇ( ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା) କାର୍ଯ୍ୟକାରୀ କରିଛନ୍ତି। ଏହାଫଳରେ ଦେଶରେ ଅଟୋମୋବାଇଲ ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ…

ଯଦି କିସ୍ତିରେ ମୋବାଇଲ ଫୋନ କିଣିଛନ୍ତି ,କିସ୍ତି ଶୁଝିନପାରିଲେ ଫୋନ ଲକ ହୋଇପାରେ

ଲୋକେ ବ୍ୟାଙ୍କରୁ ଋଣ ଆଣି ଗାଡ଼ି କିଣିଥାନ୍ତି । ଏହି ଋଣ ନ ଶୁଝିଲେ ବ୍ୟାଙ୍କ କଣ କରେ ? ରିକଭୋରି ଏଜେଣ୍ଟ ଆସି ଗାଡ଼ିକୁ ଜବତ କରିନେଇଯାଆନ୍ତି । ଠିକ ସେହିପରି ମୋବାଇଲ ଫୋନ କ୍ଷେତ୍ରରେ ହୋଇପାରେ । ଆପଣ ଯଦି କିସ୍ତିରେ ଏକ ମୋବାଇଲ ଫୋନ କିଣିଛନ୍ତି ଓ କିସ୍ତି ଶୁଝୁନାହାନ୍ତି ତେବେ ଆପଣଙ୍କ…