Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Business
All business-related news will news will upload
ନୂଆ ଗଣମାଧ୍ୟମ ପ୍ଲାଟଫର୍ମ ଦ୍ବାରା ପାରମ୍ପରିକ ଗଣମାଧ୍ୟମ ପ୍ରଭାବିତ, ଛାପା ଗଣମାଧ୍ୟମର ବିଜ୍ଞାପନ ଦରରେ ସରକାର ୨୬…
ନୂଆ ଗଣମାଧ୍ୟମ ପ୍ଲାଟଫର୍ମ ଦ୍ବାରା ପାରମ୍ପରିକ ଗଣମାଧ୍ୟମ ପ୍ରଭାବିତ ହୋଇଛନ୍ତି। ଏହି ପ୍ରଭାବରୁ କିଭଳି ପାରମ୍ପରିକ ଗଣମାଧ୍ୟମଗୁଡ଼ିକୁ ସୁରକ୍ଷା ଦିଆଯିବ ତାହା ଉପରେ ସରକାର ବିଚାର କରୁଛନ୍ତି। ଏହାର ଅଂଶ ସ୍ବରୂପ ଛାପା ଗଣମାଧ୍ୟମର ବିଜ୍ଞାପନ ଦରରେ ସରକାର ୨୬ ପ୍ରତିଶତ ବଢ଼ାଇବା ନେଇ ଯୋଜନା…
ପାକିସ୍ତାନରେ ଟମାଟୋ ଦର ଆକାଶଛୁଆଁ, କିଲୋ ୬୦୦ ଟଙ୍କା
ପାକିସ୍ତାନରେ ଟମାଟୋ ଦର ଆକାଶଛୁଆଁ ହୋଇଛି। ଆଫ୍ଗାନିସ୍ତାନ ସହିତ ପାକିସ୍ତାନର ସଂଘର୍ଷ ଫଳରେ ଏହି ଦେଶଦ୍ବୟର ସୀମାରେ ଦୁଇଟି ପ୍ରମୁଖ ଫାଟକ ଯଥା ଟୋର୍କହାମ ଏବଂ ଚମନ ବନ୍ଦ ରହିଛି। ଏଥିଯୋଗୁ ପାକିସ୍ତାନକୁ ଟମାଟୋ ଆମଦାନି ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବ ଦର ଉପରେ ପଡ଼ିଛି।…
ଖୁବ ଶିଘ୍ରୀ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ଭାରତ ଟ୍ୟାକ୍ସି ନାମକ କ୍ୟାବ୍ ସେବା
ଆଜିକାଲି ଯୁଗରେ କ୍ୟାବ୍ ଉପରେ ପ୍ରାୟ ଅଧିକାଂଶ ଲୋକ ନିର୍ଭରଶୀଳ। ତାହାର ଭର୍ପୂର୍ ଫାଇଦା ଉଠାଉଛନ୍ତି କ୍ୟାବ ଚାଳକ। ପ୍ରତିଦିନ ଓଲା-ଉବର ଟ୍ୟାକ୍ସି ସେବାକୁ ନେଇ ବିଭିନ୍ନ ଅଭିଯୋଗ ଆସୁଛି। ଅପରିଷ୍କାର କାର, ମନମୁଖୀ ଭଡ଼ା ଏବଂ ଯାତ୍ରା ବାତିଲକରଣ ଆଦି ଅନେକ ସମସ୍ୟାର ସାମ୍ନା କରୁଛନ୍ତି…
ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ହେବ ପୁଞ୍ଜି ନିବେଶ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ପରିକଳ୍ପନାର ସଫଳ ରୂପାୟନ ପାଇଁ ପ୍ରତିଶ୍ରୁତିବଦ୍ଧ। ଭିତ୍ତିଭୂମିର ବିକାଶ ତଥା ବେଦାନ୍ତ ଭଳି କମ୍ପାନିର ପୁଞ୍ଜି ବିନିଯୋଗ ଜରିଆରେ ଓଡ଼ିଶା ସରକାର ଏହି ଲକ୍ଷ୍ୟ ହାସଲ କରିବେ। ଶିଳ୍ପ ଓ…
ବେଲଗାମ ହୋଇପଡ଼ିଥିବା ରୁପା ମୂଲ୍ୟ ଦ୍ରୁତ ଗତିରେ କମ୍ ହେବାରେ ଲାଗିଛି
ବେଲଗାମ ହୋଇପଡ଼ିଥିବା ରୁପା ମୂଲ୍ୟ ଦ୍ରୁତ ଗତିରେ କମ୍ ହେବାରେ ଲାଗିଛି। ଗତ ୬ ଦିନରେ ରୁପା ମୂଲ୍ୟ ୨୫ ହଜାର ଟଙ୍କା କମ୍ ହୋଇଛି। ସେଥିରୁ ଦୁଇଦିନ ଥିଲା ଛୁଟି। ଅର୍ଥାତ ମାତ୍ର ଚାରିଟି କାରବାର ଦିନରେ ରୁପାରେ ଏଭଳି ହ୍ରାସ ଘଟିଛି। ଭୁବନେଶ୍ବରରେ ରୁପା କେଜି ମଙ୍ଗଳବାର ୮୦୦୦ ଟଙ୍କା ହ୍ରାସ…
ଧନତେରସରେ ବିକ୍ରି ହେଲା ପ୍ରାୟ ଅଢ଼େଇ କୁଇଣ୍ଟାଲ ସୁନା ବିକ୍ରି
ଧନତେରସରେ ବୋହିନେଲେ ସୁନା ଓ ରୂପାର ଅଳଙ୍କାର। ଧନତେରସରେ ରାଜ୍ୟର ଗ୍ରାହକମାନେ ପ୍ରାୟ ୨୫୦ କୋଟି ଟଙ୍କା ମୂଲ୍ୟର ସୁନା, ରୁପା ଭଳି ମୂଲ୍ୟବାନ ଧାତୁରେ ପ୍ରସ୍ତୁତ ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ କିଣିଛନ୍ତି । ବର୍ତ୍ତମାନର ସୁନା ମୂଲ୍ୟକୁ ହିସାବକୁ ନେଲେ ଗତକାଲି ଗୋଟିଏ ଦିନରେ ରାଜ୍ୟରେ ପ୍ରାୟ…
ବନ୍ଦ ହେବାକୁ ଯାଉଛି ମେଟା କମ୍ପାନୀର ମେସେଞ୍ଜର ଆପ୍
ଯଦି ଆପଣ ମେଟା କମ୍ପାନୀର ମେସେଞ୍ଜର ଆପ ବ୍ୟବହାର କରୁଛନ୍ତି, ତେବେ ଆଜିର ଏହି ଖବର ଆପଣଙ୍କ ପାଇଁ ବିଶେଷ। କମ୍ପାନୀ ନିକଟରେ ଘୋଷଣା କରିଛି ଯେ ମେସେଞ୍ଜର ଆପ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି। ଉପଭୋକ୍ତାମାନଙ୍କୁ ସତର୍କ କରିବା ପାଇଁ ନୋଟିଫିକେସନ ମଧ୍ୟ ପଠାଯାଉଛି। ଆଗାମୀ ୬୦ ଦିନ ମଧ୍ୟରେ ଏହି…
ରାଜ୍ୟ ଖଣି ପ୍ରସ୍ତୁତି ସୂଚୀ ଓ ରାଜ୍ୟ ରୢାଙ୍କିଂ ୨୦୨୫ ରିପୋର୍ଟ – ଶ୍ରେଷ୍ଠ ତିନି ରାଜ୍ୟ ଭିତରେ ସ୍ଥାନ…
ଓଡ଼ିଶା ଏକ ଖଣିଜ ସମ୍ପଦ ବହୁଳ ରାଜ୍ୟ। ଲୁହାପଥର, କୋଇଲା, ବକ୍ସାଇଟ୍, କ୍ରୋମାଇଟ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ରାଜ୍ୟ ମାଟିତଳେ ରହିଛି। କିନ୍ତୁ ଖଣି ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶା ଯେତିକି ତତ୍ପର ରହିବା କଥା ତାହା ଦେଖିବାକୁ ମିଳୁନାହିଁ। କେନ୍ଦ୍ର ସରକାରଙ୍କ ଖଣି…
ଦୀପାବଳି ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଦୀପାବଳି ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୫ ପ୍ରତିଶତରୁ ୫୮ ପ୍ରତିଶତକୁ ବୃଦ୍ଧି ପାଇଛି।ଏହା ଜୁଲାଇ ପହିଲା ୨୦୨୫ରୁ…
EPFO ସଦସ୍ୟମାନେ ୧୦୦% ଟଙ୍କା ଉଠାଣ କରିପାରିବେ
ଆପଣ ଯଦି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO)ର ସଦସ୍ୟ, ତେବେ ଆପଣଙ୍କ ପାଇଁ ଭଲ ଖବର । କାରଣ ସରକାର ସିଧାସଳଖ ୩୦ କୋଟିରୁ ଅଧିକ ସଦସ୍ୟଙ୍କୁ ଲାଭ ପହଞ୍ଚାଇବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଥିଲା କର୍ମଚାରୀଙ୍କ ଯୋଗ୍ୟ ବାଲାନ୍ସର ୧୦୦%…