Browsing Category

Business

All business-related news will news will upload

ଏୟାରଟେଲ, ଜିଓ ଏବଂ ଭୋଡାଫୋନ ଆଇଡିଆ ଦେଶର କୋଟି କୋଟି ଗ୍ରାହକଙ୍କୁ ମହଙ୍ଗା ଝଟକା ଦେବେ

ଏୟାରଟେଲ, ଜିଓ ଏବଂ ଭୋଡାଫୋନ ଆଇଡିଆ ଦେଶର କୋଟି କୋଟି ଗ୍ରାହକଙ୍କୁ ମହଙ୍ଗା ଝଟକା ଦେବାକୁ ଯାଉଛନ୍ତି। ଏହି କମ୍ପାନୀମାନେ ଡିସେମ୍ବର ୨୦୨୫ରେ ସେମାନଙ୍କ ରିଚାର୍ଜ ଓ ଡାଟା ପ୍ଲାନ ମୂଲ୍ୟ ବଢାଇ ପାରନ୍ତି। ଏଣୁ ମୋବାଇଲ ୟୁଜରଙ୍କ ପକେଟ ଉପରେ ସିଧା ପ୍ରଭାବ ପଡିବ। ସୂଚନା ଅନୁସାରେ ୩ ବଡ଼…

ଚଳିତବର୍ଷ ପାର୍ବଣ ସମୟରେ ଦେଶରେ ଗାଡ଼ି ବିକ୍ରି ରେକର୍ଡ ସ୍ତରରେ

ଚଳିତବର୍ଷ ପାର୍ବଣ ସମୟରେ ଦେଶରେ ଗାଡ଼ି ବିକ୍ରି ରେକର୍ଡ ସ୍ତରରେ ପହଞ୍ଚିଛି। ୪୨ ଦିନ ମଧ୍ୟରେ ଦେଶରେ ୫୨ ଲକ୍ଷ ୩୮ ହଜାର ୪୦୧ଟି ଗାଡ଼ି ବିକ୍ରି ହୋଇଛି ବୋଲି ଫେଡେରେସନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏସନ (ଏଫଏଡିଏ) ରିପୋର୍ଟରୁ ଜଣାଯାଇଛି। ପାର୍ବଣ ସମୟରେ ଜିଏସ୍‌ଟି ହ୍ରାସର ପ୍ରଭାବ…

ପରଲୋକରେ ହିନ୍ଦୁଜା ଗ୍ରୁପ୍‌ର ଅଧ୍ୟକ୍ଷ ଗୋପୀଚନ୍ଦ ପି ହିନ୍ଦୁଜା

ହିନ୍ଦୁଜା ଗ୍ରୁପ୍‌ର ଅଧ୍ୟକ୍ଷ ଗୋପୀଚନ୍ଦ ପି ହିନ୍ଦୁଜାଙ୍କ ଲଣ୍ଡନର ଏକ ହସ୍ପିଟାଲ୍‌ରେ ୮୫ ବର୍ଷ ବୟସରେ ପର‌ଲୋକ ହୋଇଛି। ବଡ଼ ଭାଇ ଶ୍ରୀଚନ୍ଦଙ୍କ ୨୦୨୩ରେ ଦେହାନ୍ତ ପରେ ଗୋପୀଚନ୍ଦ କମ୍ପାନିର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସେ ଉଭୟ ହିନ୍ଦୁଜା…

ଏଣିକି ଟିକେଟ୍ ବାତିଲ କିମ୍ବା ସଂଶୋଧନ କରିବା ପାଇଁ କୌଣସି ଅତିରିକ୍ତ ଶୁଳ୍କ ଲାଗୁ କରାଯିବ ନାହିଁ

ସରକାର ବିମାନ ଯାତ୍ରୀଙ୍କ ପାଇଁ ଏକ ଆଶ୍ବସ୍ତିକର ଯୋଜନା କରୁଛନ୍ତି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ନୂତନ ଡ୍ରାଫ୍ଟ ନିର୍ଦ୍ଦେଶାବଳୀ ଜାରି କରିଛି।ଏଥିରେ ଉଲ୍ଲେଖ ରହିଛି କି, ଯାତ୍ରୀମାନେ ଏଣିକି ଟିକେଟ ବୁକିଂ କରିବାର ୪୮ ଘଣ୍ଟା ମଧ୍ୟରେ ଯଦି ସେମାନଙ୍କର ଟିକେଟ୍ ବାତିଲ କିମ୍ବା…

ଚଳିତ ବର୍ଷ ପ୍ରଯୁକ୍ତି ଜଗତରେ ଏକ ଲକ୍ଷରୁ ଅଧିକ କର୍ମଚାରୀ ଚାକିରି ହରାଇଛନ୍ତି

ଚଳିତ ବର୍ଷ ପ୍ରଯୁକ୍ତି ଜଗତରେ ଏକ ଲକ୍ଷରୁ ଅଧିକ କର୍ମଚାରୀ ଚାକିରି ହରାଇଛନ୍ତି। ଏବର୍ଷ ସାରା ବିଶ୍ବରେ ଛଟେଇର ପ୍ରଭାବ ଥିଲା। ଲେଅଫ୍‌ସ ଡଟ୍‌ ଏଫ୍‌ୱାଇଆଇ ତଥ୍ୟ ଅନୁସାରେ ୨୦୨୫ରେ ବର୍ତ୍ତମାନ ସୁଦ୍ଧା ୨୧୮ଟି ପ୍ରଯୁକ୍ତି କମ୍ପାନି ୧,୧୨,୭୩୨ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଅଧିକାଂଶ…

୧୮ ମାସ ପାଇଁ ଗୁଗଲ୍‌ ଏଆଇ ପ୍ରୋ ପ୍ଲାନ୍ ମାଗଣା

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଗୁଗଲ୍‌ ଏକ ଗୁରୁତ୍ବପୂର୍ଣ୍ଣ ସହଯୋଗିତା କରିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଉଭୟ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରିବେ। ଏହି ସହଯୋଗିତାରେ ଜିଓ ଗ୍ରାହକମାନଙ୍କୁ ୧୮ ମାସ ପାଇଁ ଗୁଗଲ୍‌ ଏଆଇ ପ୍ରୋ ପ୍ଲାନ୍ ମାଗଣାରେ ମିଳିବ। ଏମିତିରେ…

ଓପିଜିସିର ୩୪୫୨ କୋଟି ଟଙ୍କା କ୍ଷତି

ଝାରସୁଗୁଡା ଜିଲ୍ଲାର ବନହରିପାଲିରେ ଥିବା ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍(ଓପିଜିସି) ୩୪୫୨ କୋଟି ଟଙ୍କା କ୍ଷତି ସହିଛି। ପରିଚାଳନା ଓ ରକ୍ଷଣାବେକ୍ଷଣ ତ୍ରୁଟି ପାଇଁ ୨୦୨୦ ଏପ୍ରିଲ୍‌ରୁ ୨୦୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ୬୬ ମାସରେ  ୯୮୬୪ ନିୟୁତ ୟୁନିଟ୍‌ ଉତ୍ପାଦନ କ୍ଷତି ହୋଇଛି।…

୧୪ ହଜାର କର୍ମଚାରୀଙ୍କୁ ଛଟେଇ ନେଇ ଘୋଷଣା କରିଛି ଆମାଜନ

ଇ-କମର୍ସ କମ୍ପାନି ଆମାଜନ ବିଶ୍ବରେ ୧୪ ହଜାର କର୍ମଚାରୀଙ୍କୁ ଛଟେଇ ନେଇ ଘୋଷଣା କରିଛି। ଖର୍ଚ୍ଚ ହ୍ରାସ ଏବଂ କୋଭିଡ-୧୯ ମହାମାରୀ ସମୟରେ ହୋଇଥିବା ଅତ୍ୟଧିକ ନିଯୁକ୍ତିର ଉପଯୁକ୍ତ ପରିଚାଳନା ପାଇଁ କମ୍ପାନି ଏହି ଛଟେଇ କରିବ। ଆମାଜନରେ ମୋଟ ପ୍ରାୟ ୧୫ ଲକ୍ଷ କର୍ମଚାରୀ ବିଶ୍ବରେ କାମ…

୮ମ ବେତନ କମିଶନକୁ ଅନୁମୋଦନ

୧ କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। କେନ୍ଦ୍ର ସରକାର ମଙ୍ଗଳବାର ଦିନ ଅଷ୍ଟମ ବେତନ କମିଶନ ଗଠନକୁ ଆନୁଷ୍ଠାନିକ ଭାବରେ ଅନୁମୋଦନ କରିଛନ୍ତି। କମିଶନ ଆଗାମୀ ୧୮ ମାସ ମଧ୍ୟରେ ସରକାରଙ୍କୁ ତାଙ୍କର ସୁପାରିଶ ଦାଖଲ କରିବେ, ଯାହା…

ରାତାରାତି ବଢିଗଲା ଆଳୁ-ପିଆଜ ଦର

ଆପଣଙ୍କ ଆଡ଼େ ଆଳୁ କେତେ? ଏହି ପ୍ରଶ୍ନ ଏବେ ସମସ୍ତେ ପଚାରୁଛନ୍ତି । ଗୋଟିଏ ପଟେ ବାତ୍ୟା ଭୟ ଘାରୁଥିବା ବେଳେ ଅନ୍ୟପଟେ ଆଳୁର ଅଭାବ ଗ୍ରାହକଙ୍କୁ ବୋଝ ହେବ । କେବଳ ସେତିକି ନୁହେଁ, ରବିବାର କିଛି ହାଟରେ ଆଳୁ କିଲୋ ପ୍ରତି ୨୫ ଟଙ୍କା ଓ ପିଆଜ ୩୦ ଟଙ୍କାରେ ବିକ୍ରି ହୋଇଛି । ଦିନକପୂର୍ବରୁ ଯେଉଁ…