Browsing Category

Business

All business-related news will news will upload

ଭାରତକୁ ବିଶ୍ବବ୍ୟାଙ୍କ, ଇୟୁର ପ୍ରଶଂସା

ନୂଆଦିଲ୍ଲୀ: ଭାରତର ସଭାପତିତ୍ବରେ ଜି୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନ ଓ ଘୋଷଣାନାମାକୁ ସମସ୍ତ ସଦସ୍ୟ ରାଷ୍ଟ୍ର ଗ୍ରହଣ କରିବାକୁ ବିଶ୍ବବ୍ୟାଙ୍କର ମୁଖ୍ୟ ଅଜୟ ବାଙ୍ଗା ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏହି ସମ୍ମିଳନୀକୁ ଗୋଟିଏ କଥା  ହୋଇଛି ଯେ ଦେବା ଓ ନେବା ଏବଂ ମୁଲଚାଲ କରିବା…

ଡିଜିଟାଲ୍‌ ବିପ୍ଳବକୁ ବିଶ୍ବବ୍ୟାଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଭାରତର ଡିଜିଟାଲ୍‌ ବିପ୍ଳବକୁ ବିଶ୍ବବ୍ୟାଙ୍କ ପ୍ରଶଂସା କରିଛି । ଗତ ଦଶବର୍ଷରେ ଭାରତ ବିଗତ ଦିନର ସବୁ ରେକର୍ଡକୁ ଭାଙ୍ଗିଛି ।  ଡିଜିଟାଲ୍ ଭିତ୍ତିଭୂମିକୁ ବିଶ୍ବବ୍ୟାଙ୍କ ପ୍ରଶଂସା କରିବା ସହ ସରକାରଙ୍କ ଅଧୀନରେ ମାତ୍ର ଛଅ ବର୍ଷରେ ଯେଉଁ ସଫଳତା ମିଳିଛି ସେଥିପାଇଁ ସାଧାରଣ ବାଟରେ…

୨୨ ପ୍ରତିଶତ ଶସ୍ତା ହେବ ମସୁର ଡାଲି

ନୂଆଦିଲ୍ଲୀ : ଡାଲିର ମୂଲ୍ୟ କମିଛି । ସରକାରଙ୍କ ଦୃଢ଼ ପଦକ୍ଷେପ ପାଇଁ ଦୁଇ ଦିନ ହେଲା ଡାଲି ମୂଲ୍ୟରେ କମ ହୋଇଛି । ଦର ବୃଦ୍ଧି ଯୋଗୁ ଲୋକେ ହଇରାଣ ହେଉଥିବାବେଳେ ଏକ ଖୁସି ଖବର ଆସିଛି। ବିଦେଶରୁ  ଆମଦାନୀ ହୋଇଥିବା ମସୁର ଡାଲି ଉପରେ କଷ୍ଟମ ଡ୍ୟୁଟି ଛାଡ କରାଯିବା ଘୋଷଣା ପରେ ଏପରି ଦର…

ଚିନି ଦାମ୍‌ ସରକାରଙ୍କ ପାଇଁ ଚିନ୍ତାର କାରଣ

ନୂଆଦିଲ୍ଲୀ: ବର୍ଷା ଋତୁରେ ପରିବା ଦର ପରେ ଏବେ ଖାଦ୍ୟ ସାମଗ୍ରୀ ଦର ହୁତୁ ହୁତୁ ହୋଇ ବଢ଼ୁଛି ।  ଚାଉଳ, ଗହମ, ଅଟା, ଡାଲି, ଟମାଟୋ, ପିଆଜ ପରେ ଏବେ ଚିନି ଦାମ୍‌ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।  ଦେଶ ଭିତରେ ଚିନି ଦାମ୍‌ ଲୋକଙ୍କୁ ବାଧୁଛି ।  ଚିନି ମୂଲ୍ୟ ଛଅ ବର୍ଷର…

କମିପାରେ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ:  କମିପାରେ ପେଟ୍ରୋଲ, ଡିଜେଲ ଦର ।  ଏଲପିଜି ଦର ସିଲିଣ୍ଡର ପିଛା ୨୦୦ ଟଙ୍କା କମାଇବା ପରେ ଲୋକମାନେ  ପେଟ୍ରୋଲ ଓ ଡିଜେଲ ଦର ବି କମିବ ବୋଲି ଆଶା କରିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ତୈଳ ଦର କମିବ । ଯଦିଓ ଶୀଘ୍ର ପେଟ୍ରୋଲ ଓ ଡିଜେଲ ଶସ୍ତା ହେବାର ସମ୍ଭାବନା ନାହିଁ…

କମର୍ସିଆଲ ଏଲ୍‌ପିଜି ୧୫୮ ଟଙ୍କା ଶସ୍ତା

ପୁଣି ଶସ୍ତା ହୋଇଛି ଏଲ୍‌ପିଜି  ।  କେନ୍ଦ୍ର ସରକାର ଏକ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରି ଦାମ କମାଇଛନ୍ତି ।  ସାଧାରଣ ଲୋକମାନେ ରୋଷେଇ ପାଇଁ ବ୍ୟବହାର କରୁଥିବା ୧୪.୨ କେଜିଆ ଏଲ୍‌ପିଜି ସିଲିଣ୍ଡର ଦାମ୍‌ରେ ୨୦୦ ଟଙ୍କା ହ୍ରାସ କରିବା ପରେ ଆଜି କମର୍ସିଆଲ୍ ଏଲ୍‌ପିଜି ଦାମ୍‌ ୧୫୮ ଟଙ୍କା…

ରିଲାଏନ୍ସ ରିଟେଲ ପକ୍ଷରୁ ଯୁବ ଫ୍ୟାଶନ ରିଟେଲ ଫର୍ମାଟ ୟୁଷ୍ଟା

ରିଲାଏନ୍ସ ରିଟେଲ ପକ୍ଷରୁ ଯୁବ ଫ୍ୟାଶନ ରିଟେଲ ଫର୍ମାଟ ୟୁଷ୍ଟା’ର ଆନୁଷ୍ଠାନିକ ଶୁଭାରମ୍ଭ  ।  ହାଇଦ୍ରାବାଦଠାରେ ୟୁଷ୍ଟାର ପ୍ରଥମ ଷ୍ଟୋର ସହିତ ନୂଆ ଫର୍ମାଟର ଶୁଭାରମ୍ଭ କରାଯାଇଛି। ଏପରିକି ସର୍ବାଧୁନିକ ଜ୍ଞାନକୌଶଳସମ୍ପନ୍ନ ଷ୍ଟୋର ଲେ-ଆଉଟ ସହିତ ୟୁଷ୍ଟାରେ ଯୁବବର୍ଗର ଗ୍ରାହକଙ୍କ ପାଇଁ ସୁଲଭ…

ଏବେ କିଣିପାରିବେ ଶସ୍ତାରେ ଟିଭି: ଶସ୍ତା ହେବ ଟିଭି ଦେଖା

ଦେଶରେ ଟିଭି ଦେଖିବା ଅଧିକ ମହଙ୍ଗା ହୋଇଛି ବୋଲି ବାରମ୍ବାର ଅଭିଯୋଗ ହେବା ପରେ ଏହା କିପରି ଶସ୍ତା ହେବ ସେ ନେଇ ଆଲୋଚନା ଚାଲିଥିଲା । ଏବେ ଲାଇସେନ୍ସ ଶୁଳ୍କ ଆଉ ସରକାର ନେବେ ନାହିଁ । ଯାହା ଫଳରେ ଟିଭି ଦେଖିବା ପାଇଁ ଦିଆଯାଉଥିବା ଟଙ୍କା କମ ଦେବାକୁ ପଡିବ ।  କେବୁଲ ବିଲ୍ ପୈଠ କରିବାକୁ…

ପ୍ରଭାବିତ ହେବ ସମ୍ବଲପୁର-ଭୁବନେଶ୍ୱର ରେଳ ମାର୍ଗରେ ଟ୍ରେନ୍ ସେବା

ସମ୍ବଲପୁର: ସମ୍ବଲପୁର ସିଟି ଏବଂ ସମ୍ବଲପୁର ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଅଛି  । ଯେଉଁଥିପାଇଁ ସମ୍ବଲପୁର-ଭୁବନେଶ୍ୱର ରେଳ ମାର୍ଗରେ ଟ୍ରେନ୍ ସେବା ପ୍ରଭାବିତ ହେବ  । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ…

ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ସିଧାସଳଖ କଲମ୍ବୋକୁ ଉଡ଼ିବ ବିମାନ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ସିଧାସଳଖ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋକୁ ବିମାନ ଉଡ଼ିବ। ଶ୍ରୀଲଙ୍କା ଏୟାରଲାଇନ୍ସ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯିବ। ଏନେଇ ଶ୍ରୀଲଙ୍କା ଏୟାରଲାଇନ୍ସର ଆଞ୍ଚଳିକ ମହାପ୍ରବନ୍ଧକ ଭି ରବୀନ୍ଦ୍ରନ୍‌ ସୂଚନା…