Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Business
All business-related news will news will upload
ଆପଲ୍ ଆଇଫୋନ୍ ୧୫, ଚାରୋଟି ଭାରିଏଣ୍ଟ ବଜାରକୁ ଆସିଲା
ନୂଆଦିଲ୍ଲୀ – ଆପଲ୍ ଆଇଫୋନ୍କୁ ଫୋନ୍ ବ୍ୟବହାରକାରୀମାନେ ବେଶ୍ ପସନ୍ଦ କରନ୍ତି । ଏବେ ଭାରତରେ ଆପଲ୍ ଆଇଫୋନ୍ର ଉତ୍ପାଦନ ହେଉଛି ।ଚଳିତ ବର୍ଷ ଆପଲ୍ ଆଇଫୋନ୍ ୧୫ ବଜାର ପ୍ରବେଶ କରିବାକୁ ଯାଉଛି । ଏଥିରେ ପଛଭାଗରେ ତିନୋଟି ହାଇରେଜୋଲ୍ୟୁସନ୍ କ୍ୟାମେରା ରହିଛି । ଆପଲ୍ ଆଇଫୋନ୍ ୧୫,…
ଯାତ୍ରୀମାନଙ୍କ ପାଇଁ ଏକ ନୂଆ ଏବଂ ବଡ଼ ଯୋଜନା ଆଣିଛି ଇଣ୍ଡିଆନ ରେଲୱେ
ନୂଆଦିଲ୍ଲୀ: ଟ୍ରେନରେ ଯାତାୟତ କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂଆ ଏବଂ ବଡ଼ ଯୋଜନା ଆଣିଛି ଇଣ୍ଡିଆନ ରେଲୱେ । ଏଣିକି ଜେନେରାଲ ବଗିରେ କମ୍ ମୂଲ୍ୟରେ ଯୋଗାଇ ଦିଆଯିବ ଖାଦ୍ୟ । ମାତ୍ର ୨୦ ଟଙ୍କାରେ ‘ଇକୋନୋମୀ ମିଲ’ ଏବଂ ପାଣି ବୋତଲ ମାତ୍ର ୩ ଟଙ୍କାରେ ମିଳିପାରିବ । ଯାହା ଫଳରେ ଜେନେରାଲ…
ଟମାଟୋ ଦର କମାଇଲେ କେନ୍ଦ୍ର ସରକାର, ଆସନ୍ତାକାଲିଠାରୁ ୭୦ ଟଙ୍କାରେ ବିକ୍ରି ହେବ
ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ କମିବ ଟମାଟୋ ଦର । ହୁତୁ ହୁତୁ ବଢ଼ିଚାଲିଥିବା ଦରରେ ବ୍ରେକ ଲାଗିବ । କିଲୋପ୍ରତି ୭୦ ଟଙ୍କାର ଖୁଚୁରା ଦରରେ ଟମାଟୋ ବିକ୍ରିକରିବା ଲାଗି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏନସିସିଏଫ୍ ଏବଂ ନାଫେଡ ଜରିଆରେ ଲୋକେ କିଣିପାରିବେ । ଦରବୃଦ୍ଧି ଉପରେ ଅଙ୍କୁଶ…
ହିଣ୍ଡେନ୍ବର୍ଗ ରିପୋର୍ଟ ଭାବମୂର୍ତ୍ତି ନଷ୍ଟ କରିବା ଉଦ୍ଦେଶ୍ୟ ଥିଲା
ନୂଆଦିଲ୍ଲୀ: ଆଦାନି ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନି ହିଣ୍ଡେନ୍ବର୍ଗ ରିପୋର୍ଟକୁ ମିଛ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ରିପୋର୍ଟ ପଛର ଉଦ୍ଦେଶ୍ୟ ଥିଲା ଗ୍ରୁପ୍ର ଭାବମୂର୍ତ୍ତିକୁ ନଷ୍ଟ କରି ସେଥିରୁ ଲାଭ ହାସଲ କରିବା। ରିପୋର୍ଟରେ କରାଯାଇଥିବା ସମସ୍ତ ଅଭିଯୋଗକୁ ଆମେ ଦୃଢ଼ ଭାବେ…
ସାହାରା ଜମାକାରୀଙ୍କୁ ମିଳିବ ଜମା ଟଙ୍କା
ନୂଆଦିଲ୍ଲୀ : ସାହାରା ଇଣ୍ଡିଆରେ ଟଙ୍କା ଜମା କରି ସମସ୍ୟାରେ ପଡ଼ିଥିବା ନିବେଶକ ଫେରିପାଇବେ ଟଙ୍କା । ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ କେନ୍ଦ୍ର ସରକାର ଏକ ରିଫଣ୍ଡ ପୋର୍ଟାଲ ଆରମ୍ଭ କରିଛନ୍ତି । ଏହାର ନାଁ ରହିଛି ସିଆରସିଏସ୍-ସାହାରା ରିଫଣ୍ଡ ପୋର୍ଟାଲ । ଏହାର ଶୁଭାରମ୍ଭ କେନ୍ଦ୍ର ଗୃହ ଓ…
ଜିଓର ଶସ୍ତା 4G ଫୋନ୍ ‘ଜିଓ ଭାରତ V2’, ମୂଲ୍ୟ ମାତ୍ର ୯୯୯ ଟଙ୍କା
ନୂଆଦିଲ୍ଲୀ: ରିଲିଆନ୍ସ ଜିଓ ଭାରତରେ ଶସ୍ତା ୪ଜି ଫୋନ୍ ‘ଜିଓ ଭାରତ ଭି-୨’ ଲଞ୍ଚ୍ କରିଛି । ଏହି ମୋବାଇଲର ମୂଲ୍ୟ ମାତ୍ର ୯୯୯ ଟଙ୍କା ରହିଛି । ଏଥିରେ ଏଚଡି ଭଏସ୍ କଲିଂ, ଏଫଏମ ରେଡିଓ, ୧୨୮ ଜିବିର ଏସଡି ମେମୋରି କାର୍ଡ ସପୋର୍ଟ ଭଳି ଫିଚର ଉପଲବ୍ଧ । ମୋବାଇଲରେ ୪.୫ ସେଣ୍ଟିମିଟରର ଟିଏଫଟି…
ଅପରିବର୍ତ୍ତିତ ରହିଲା ରେପୋ ରେଟ୍
ମୁମ୍ବାଇ: ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୬.୫ ପ୍ରତିଶତରେ ରଖିବାକୁ ଆରବିଆଇର ମନିଟାରୀ ପଲିସି କମିଟି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି । ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ମନିଟାରୀ ପଲିସି କମିଟି ବୈଠକ…
ନମ୍ବର ପ୍ଲେଟ ନଥିଲେ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବ
ଭୁବନେଶ୍ୱର: ହାଇ ସିକୁରିଟି ନମ୍ବର ପ୍ଲେଟ ନଥିଲେ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜୁନ ୨୩ରୁ ଆଦାୟ ହେବ ମୋଟା ଅଙ୍କର ଫାଇନ୍ । HSRP ନମ୍ବର ପ୍ଲେଟ ନଥିଲେ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବା ସହ ୫ ହଜାର କିମ୍ବା ୧୦ ହଜାର ଟଙ୍କାର ଜୋରିମାନା ଆଦାୟ କରାଯିବ । ଏନେଇ…
ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ଉଡ଼ିବ ବିମାନ
ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ଉଡ଼ିବ ବିମାନ । ସକାଳ ୬ଟା ୨୫ରେ ସିଙ୍ଗାପୁରକୁ ଓ ଅପରାହ୍ନ ୪ଟା ୫୦ରେ ବ୍ୟାଙ୍କକକୁ ଉଡ଼ିବ ବିମାନ । ଉଭୟ ରୁଟରେ ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯିବ । ଏନେଇ ଭୁବନେଶ୍ବର ବିମାନବନ୍ଦର…
ସିଙ୍ଗାପୁରରେ ଏସୀୟ ନିରାପତ୍ତା ସମ୍ମିଳନୀ
ନୂଆଦିଲ୍ଲୀ: ଆଜିଠାରୁ ସିଙ୍ଗାପୁରରେ ଏସୀୟ ନିରାପତ୍ତା ସମ୍ମିଳନୀ । ଏହି ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ହୋଇପାରେ କଥା କଟାକଟି । ଏହି ସମ୍ମିଳନୀରେ ବିଭିନ୍ନ ସଦସ୍ୟ ରାଷ୍ଟ୍ର ପ୍ରତିରକ୍ଷା ଅଧିକାରୀ, ସାମରିକ ଅଧିକାରୀ, କୂଟନୀତିଜ୍ଞ, ଅସ୍ତ୍ରଶସ୍ତ୍ର…