ଆର୍ଜେଣ୍ଟିନାକୁ ୧-୦ ଗୋଲ୍ରେ ହରାଇ ବିଶ୍ବ ଫୁଟ୍ବଲ୍ର ମୁକୁଟ ପିନ୍ଧିଛି ୟୁରୋପୀୟ ଚାମ୍ପିଅନ୍ ସ୍ପେନ୍
ୟୁରୋପୀୟ ଚାମ୍ପିଅନ୍ ସ୍ପେନ୍ ୧୨୦ ମିନିଟ୍ର ଜୋର୍ଦାର ଲଢ଼େଇରେ ଲାଟିନ୍ ଆମେରିକୀୟ ମହାଶକ୍ତି ଆର୍ଜେଣ୍ଟିନାକୁ ୧-୦ ଗୋଲ୍ରେ ହରାଇ ବିଶ୍ବ ଫୁଟ୍ବଲ୍ର ନୂଆ ସମ୍ରାଟ ଭାବେ ଉଭା ହୋଇଛି। ମାସାଧିକ କାଳର ମହାସମରରେ ବିଜେତା ହୋଇ ୧୬ ବର୍ଷ ପରେ ଦ୍ବିତୀୟବାର ବିଶ୍ବ ମୁକୁଟ ବି…