MMDR ଆକ୍ଟ ୨୦୨୬ ସଂଶୋଧନକୁ ବିରୋଧ କରି ୯ ରେ ଲୋକସେବା ଭବନ ସମ୍ମୁଖରେ ଧାରଣ ଦେବ ବିଜେଡ଼ି
କେନ୍ଦ୍ର ସରକାରଙ୍କ ଦ୍ୱାରା ପାରି MMDR ଆକ୍ଟ ୨୦୨୬ ସଂଶୋଧନକୁ ବିରୋଧ କରି ବିଜେଡି ପକ୍ଷରୁ ଏକ ବଡ଼ ଧରଣର ଆନ୍ଦୋଳନ ପାଇଁ ଡାକରା ଦିଆଯାଇଛି। ଆସନ୍ତା ସେପ୍ଟେମ୍ବର ୯ ତାରିଖ ପୂର୍ବାହ୍ନ ୧୦ଟା ବେଳେ ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ସମ୍ମୁଖରେ ଦଳ ପକ୍ଷରୁ ଏକ ବିଶାଳ ଧାରଣା ଦିଆଯିବ।…