ବ୍ୟକ୍ତିଗତ କାରଣରୁ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯିବା ପାଇଁ ଅତି କମ୍ ରେ ୨୧ ଦିନ ପୂର୍ବରୁ ଛୁଟି ଆବେଦନ କରିବାକୁ…

ବ୍ୟକ୍ତିଗତ କାରଣରୁ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯିବାକୁ ଯୋଜନା କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଅର୍ଥ ବିଭାଗ କଡ଼ା ନିର୍ଦ୍ଦେଶ ଜାରି କରିଛି। ଏଣିକି ଏଭଳି ଯାତ୍ରା ପାଇଁ ଅତି କମ୍ ରେ ୨୧ ଦିନ ପୂର୍ବରୁ ଛୁଟି ଆବେଦନ କରିବା ସହ ମୁଖ୍ୟାଳୟ ଛାଡ଼ିବା ପାଇଁ ଆବଶ୍ୟକ ପୂର୍ବାନୁମତି…

ବାହୁଡ଼ା ଯାତ୍ରା ବେଳେ ପୁଣି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ମୃତକ ଜଣକ କଟକର ଅବିରାମ ଦାସ

ବାହୁଡ଼ା ଯାତ୍ରା ବେଳେ ପୁଣି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, କଟକର ଅବିରାମ ଦାସ (୫୭) ସୁଭଦ୍ରାଙ୍କ ରଥ ନିକଟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ନିକଟସ୍ଥ ବଗଲା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ…

ଆମେରିକୀୟ କମ୍ପାନୀ Light ଏକ ନୂଆ 5G ଫ୍ଲିପ୍ ଫୋନ୍ ଲଞ୍ଚ କରିଛି, ଯେଉଁଥିରେ ରହିଛି କିପ୍ୟାଡ୍

ଆମେରିକୀୟ କମ୍ପାନୀ Light ଏକ ନୂଆ 5G ଫ୍ଲିପ୍ ଫୋନ୍ ଲଞ୍ଚ କରିଛି, ଯେଉଁଥିରେ କିପ୍ୟାଡ୍ ଦିଆଯାଇଛି । ଏହି ଫୋନ୍ ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଲଞ୍ଚ ହୋଇଥିବା Nokia, Samsung ଓ Motorolaର କିପ୍ୟାଡ୍ ଥିବା ଫ୍ଲିପ୍ ଫୋନ୍ ଭଳି ଦେଖାଯାଏ । Light କମ୍ପାନୀର ଏହି 5G ଫ୍ଲିପ୍ ଫୋନ୍…

ଟିମ୍ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳି ଆକାଶଦୀପ ଏବଂ ମୁକେଶ କୁମାର ଙ୍କୁ ମିଳିଲା ଡିଏସପି ପଦ

ଟିମ୍ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳି ଆକାଶଦୀପ ଏବଂ ମୁକେଶ କୁମାରଙ୍କୁ ବିହାର ସରକାର ତରଫରୁ ବଡ଼ ଉପହାର ମିଳିଛି । ଜୁଲା ୨୪ରେ ଦୁଇ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ତରଫରୁ ଗୋଲ୍ଡ ମେଡାଲ ଲାଓ, ନକରୀ ପାଓ ଯୋଜନା ଅଧିନରେ ଡିଏସପି ପଦବୀରେ ନିଯୁକ୍ତି ମିଳିଛି । ପାଟନାର ଉର୍ଜା…

ଜ୍ୱର, କାଶ, ସର୍ଦ୍ଦି ଏବଂ ଗଳା ଯନ୍ତ୍ରଣା ଏହା ସାଧାରଣ ଫ୍ଲୁ ନା କୋଭିଡ୍?ଅନେକେ ଦ୍ୱନ୍ଦ୍ୱରେ

ବର୍ଷା ଋତୁ ଆସିଲେ ବଢ଼ିଯାଏ ଭାଇରାଲ ସଂକ୍ରମଣ ର ଆଶଙ୍କା । ଜ୍ୱର, କାଶ, ସର୍ଦ୍ଦି ଏବଂ ଗଳା ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଦେଲେ ଅନେକେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି—ଏହା ସାଧାରଣ ଫ୍ଲୁ ନା କୋଭିଡ୍? କାରଣ ଏବେ ଉଭୟ ରୋଗର ଲକ୍ଷଣ ପ୍ରାୟ ଏକାଭଳି ହୋଇଥିବାରୁ କେବଳ ଲକ୍ଷଣ ଦେଖି ଭେଦ କରିବା କଷ୍ଟକର ।…

ତାମିଲ ସୁପରଷ୍ଟାର ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜନ ନାୟଗନ’ ରିଲିଜ୍‌,ସିନ୍‌ ହଟିଯାଇଥିବାର ଦେଖି କାନ୍ଦିଲେ

ତାମିଲ ସୁପରଷ୍ଟାର ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜନ ନାୟଗନ’ ରିଲିଜ୍‌ ହୋଇଛି । ଜୁଲାଇ ୨୩ରେ ସିନେମା ହଲରେ ରିଲିଜ୍‌ ହୋଇଥିବା ଫିଲ୍ମ ଗୋଟିଏ ଦିନରେ ପ୍ରାୟ ୮୦ କୋଟି ଟଙ୍କା ଆୟ କରିସାରିଛି । ବିଜୟ ତାମିଲନାଡୁ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କର ଏହି ଫିଲ୍ମ ରିଲିଜ୍‌ ହୋଇଛି ।…

୨୯ ବର୍ଷୀୟ ସାଉଦି ରାଜକୁମାର ଅବଦୁଲ୍ଲା ବିନ୍ ଫହଦଙ୍କ ମୃତ୍ୟୁ,ଏକ ବିଳାସପୂର୍ଣ୍ଣ ହୋଟେଲରୁ ମିଳିଲା ମୃତଦେହ

ଲଣ୍ଡନର ଏକ ବିଳାସପୂର୍ଣ୍ଣ ହୋଟେଲରେ ମଦ, ଡ୍ରଗ୍ସ ଏବଂ ମାନସିକ ଚାପ ସମସ୍ୟା ପାଇଁ ନିଆଯାଉଥିବା ଔଷଧର ମାତ୍ରାଧିକ ସେବନ ଯୋଗୁଁ ୨୯ ବର୍ଷୀୟ ସାଉଦି ରାଜକୁମାର ଅବଦୁଲ୍ଲା ବିନ୍ ଫହଦଙ୍କ ମୃତ୍ୟୁ ଘଟିଛି । ରାଜକୁମାର ଅବଦୁଲ୍ଲା କେନ୍ସିଂଟନ ସ୍ଥିତ ମ୍ୟାରିଅଟ୍ ହୋଟେଲର ନିଜ ରୁମରେ ଅଚେତ…

ପେପର ଲିକ୍ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ଏବଂ ୧୦ କୋଟିର ଜରିମାନା ଦେବାକୁ ପଡ଼ିବ

ପେପର ଲିକ୍ ମାମଲାକୁ ନେଇ ଜନ୍ତରମନ୍ତରରେ ପ୍ରତିବାଦ ଜାରି ରହିଛି । ଏବେ, ସରକାର ମଧ୍ୟ ଏହି ପ୍ରସଙ୍ଗରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜେ ୨୪ ଘଣ୍ଟା ମଧ୍ୟରେ ଦୁଇଟି ଦୃଢ଼ ବାର୍ତ୍ତା ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ…

ଓଡ଼ିଶାର HCL Tech ଏବଂ Sarvam AI ପ୍ରତିଷ୍ଠା କରିବାକୁ ଯାଉଛନ୍ତି ବିଶାଳ ପ୍ରକଳ୍ପ,୬ ହଜାରରୁ ଅଧିକ ନିଯୁକ୍ତି…

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ଓଡ଼ିଶା ପାଇଁ ଆସିଛି ସଫଳତା। ରାଜ୍ୟରେ HCL Tech ଏବଂ Sarvam AI ପ୍ରତିଷ୍ଠା କରିବାକୁ ଯାଉଛନ୍ତି ବିଶାଳ ପ୍ରକଳ୍ପ। ଏନେଇ ରାଜ୍ୟ ସରକାରଙ୍କ ସହ ସାକ୍ଷରିତ ହୋଇଛି ଗୁରୁତ୍ୱପୂର୍ଣ୍ଣ MOU। ଓଡ଼ିଶାରେ ସ୍ୱଦେଶୀ AI କ୍ଷମତା ବୃଦ୍ଧି ପାଇବା ସହ…

ଆଜି ପବିତ୍ର ବାହୁଡ଼ା ଯାତ୍ରା, କାଳିଆର ପହଣ୍ଡି ବିଜେ ,ସାଆନ୍ତକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛି ଭକ୍ତ

ଆଜି ପବିତ୍ର ବାହୁଡ଼ା ଯାତ୍ରା । କାଳିଆ ଭାବରେ ବନ୍ଧା ଭକ୍ତ । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଗୁଣ୍ଡିଚା ମନ୍ଦିରରୁ ରଥାରୁଢ଼ ପାଇଁ ଅଣାଯିବା ପରେ ଭଉଣୀ ସୁଭଦ୍ରାଙ୍କୁ ଶୂନ୍ୟ ପହଣ୍ଡିରେ ରଥାରୁଢ…