ଆଜିର ରାଶିଫଳ

ମେଷ: କାମ କ୍ଷେତ୍ରରେ ଆପଣଙ୍କର ପ୍ରଶଂସା ହେବ। ଟଙ୍କାପଇସା ଦିଆ ନିଆ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। କୌଣସି ବୟୋଜ୍ୟେଷ୍ଠଙ୍କୁ ସାହାଯ୍ୟ କରିବେ। ଛାତ୍ରଛାତ୍ରୀଙ୍କର କିଛି ସପ୍ନ ସାକାର ହେବ। ବୃଷ: ଆପଣଙ୍କ ମନ ଭାବନାତ୍ମକ ରୂପେ ଅଧିକ ମଜଭୁତ ରହିବ। ଆପଣ କୌଣସି ସହକର୍ମୀ ବା…

ନଭି ମୁମ୍ବାଇ ଏୟାରପୋର୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ମୁମ୍ବାଇ ଆକ୍ରମଣ ପରେ କଂଗ୍ରେସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା ଓ ଆତ୍ମସମର୍ପଣ କରିଦଇଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।  ନଭି ମୁମ୍ବାଇ ଏୟାରପୋର୍ଟର ଉଦଘାଟନ ସମୟରେ  ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଏବଂ ପୂର୍ବତନ ଗୃହମନ୍ତ୍ରୀ  ପି. ଚିଦାମ୍ବରମଙ୍କୁ ତୀବ୍ର…

ବାଲିଯାତ୍ରା ଗ୍ରାଉଣ୍ଡକୁ ନୋ ଡ୍ରୋନ୍ ଜୋନ୍ ଘୋଷଣା

ଚଳିତବର୍ଷ ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ କଟକର ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେବ। ଏଥର କଟକ ବାଲିଯାତ୍ରା ଗ୍ରାଉଣ୍ଡକୁ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି। ଏ ନେଇ କଟକ ଜିଲ୍ଲାପାଳ ନିର୍ଦେଶାନାମା ଜାରି କରିଛନ୍ତି। ନଭେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ରହିବ। ଏହି…

କୋଷ୍ଠକାଠିନ୍ୟ ପାଇଁ ରାମବାଣ ଭଳି କାମ କରେ ଛଚିନ୍ଦ୍ରା

ଯଦି ଆପଣଙ୍କ ଶରୀରରେ ୟୁରିକ୍ ଏସିଡ୍ ସ୍ତର ବୃଦ୍ଧି ପାଉଛି ତେବେ ଖାଦ୍ୟରେ କିଛିଟା ପରିବର୍ତ୍ତନ କରନ୍ତୁ । ଏହାର ସୁଫଳ ଆପଣ ନିଶ୍ଚିତ ଭାବରେ ପାଇପାରିବେ । ଖାସ୍ କରି ଖାଦ୍ୟରେ ପରିବା ସାମିଲ କରିବାକୁ ଡାକ୍ତର ମଧ୍ୟ ପରାମର୍ଶ କରିଥା’ନ୍ତି । ପ୍ରତିଟି ପରିବାରେ କିଛି ନା କିଛି ଔଷଧୀୟ ଗୁଣ…

ଆସାମର ପ୍ରସିଦ୍ଧ ଗାୟକ ଜୁବିନଙ୍କ ମୃତ୍ୟୁ ଘଟଣା,ଗିରଫ ହେଲେ ଜୁବିନଙ୍କ ଭାଇ

ଆସାମର ପ୍ରସିଦ୍ଧ ଗାୟକ ଏବଂ ଯୁବପିଢ଼ିଙ୍କ ହୃଦୟସ୍ପନ୍ଦନ ବୋଲି କୁହାଯାଉଥିବା ଜୁବିନ ଗର୍ଗଙ୍କ ଅକାଳ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି। ସିଙ୍ଗାପୁରରେ ସ୍କୁବା ଡାଇଭିଂ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଲିସ ଏବେ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।…

୧୧ ତାରିଖ ଯାଏଁ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା

ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଲଘୁଚାପର କୌଣସି ସମ୍ଭାବନା ନାହିଁ। ତେବେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟରେ ୧୧ ତାରିଖ ଯାଏଁ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୪ ତାରିଖଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ…

ଭାରତୀୟ ବାୟୁସେନା ଦିବସରେ ଶକ୍ତି ଦେଖାଇଲା ବାୟୁ ସେନା

ଭାରତୀୟ ବାୟୁସେନା (IAF)  ହିଣ୍ଡନ ବାୟୁସେନା ଘାଟିରେ ବାୟୁସେନା ଦିବସ ପାଳନ କରିଛି। ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଏ ପି ସିଂ ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ  ଘାଟିରେ ୯୩ତମ ବାୟୁସେନା ଦିବସ ଉତ୍ସବରେ ଗାର୍ଡ ଅଫ ଅନର ନିରୀକ୍ଷଣ କରିଥିଲେ। ସେ କହିଥିଲେ ଯେ ପାକିସ୍ତାନର…

ଆଜି ରାଜ୍ୟବ୍ୟାପୀ ଓକିଲଙ୍କ କଲମଛାଡ଼ ଆନ୍ଦୋଳନ

ଗଞ୍ଜାମ ଜିଲାର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାକୁ ରାଜ୍ୟ ବାର୍‌ କାଉନସିଲ ତୀବ୍ର ନିନ୍ଦା କରିଛି। ପୀତବାସଙ୍କ ହତ୍ୟା ପ୍ରତିବାଦରେ ୮ ତାରିଖ ତଥା ବୁଧବାର ରାଜ୍ୟବ୍ୟାପୀ କଲମଛାଡ଼ ଆନ୍ଦୋଳନ କରିବାକୁ କାଉନସିଲ ପକ୍ଷରୁ ଘୋଷଣା କରାଯାଇଛି। ପୀତବାସଙ୍କ ପରିବାରକୁ…

ବଡ଼ ବିପର୍ଯ୍ୟୟରୁ ବର୍ତ୍ତିଯାଇଛି ଇଂଲଣ୍ଡ

ଚଳିତ ଆଇସିସି ଦିନିକିଆ ମହିଳା ବିଶ୍ବକପ୍‌ରେ ଏକ ବଡ଼ ବିପର୍ଯ୍ୟୟରୁ ବର୍ତ୍ତିଯାଇଛି ଇଂଲଣ୍ଡ। ବାଂଲାଦେଶ ବିପକ୍ଷ ଏହି ଲିଗ୍ ମ୍ୟାଚ୍‌କୁ ଇଂଲଣ୍ଡ ଶେଷରେ ୪ ୱିକେଟ୍‌ରେ ରୋମାଞ୍ଚକ ଭାବେ ଜିତି ପଏଣ୍ଟ୍ ଟେବୁଲ୍ ଶୀ‌ର୍ଷକୁ ଉନ୍ନୀତ ହୋଇଛି। ବାଂଲାଦେଶ ରଖିଥିବା ୧୭୯ ରନ୍ ବିଜୟ ଲକ୍ଷ୍ୟକୁ ପିଛା…

ନବରାତ୍ରିରେ ଗାଡ଼ି ବିକ୍ରି ବୃଦ୍ଧି

ରାଜ୍ୟରେ ସେପ୍ଟେମ୍ବର ମାସରେ ଯେତିକି ଗାଡ଼ି ବିକ୍ରି ହୋଇଛି ତାହାର ସିଂହଭାଗ କେବଳ ନବରାତ୍ରିରେ ବିକ୍ରି ହୋଇଛି। ମାସ ସାରାରେ ୭୦ ହଜାର ପାଖାପଖି ଗାଡ଼ି ବିକ୍ରି ହୋଇଥିବା ବେଳେ କେବଳ ନବରାତ୍ରି ସମୟରେ ୫୫,୫୮୬ଟି ଗାଡ଼ି ବିକ୍ରି ହୋଇଛି। ଏହା ୨୦୨୪ର ନବରାତ୍ରିରେ ହୋଇଥିବା ୪୦,୨୮୦ଟି…