Astrology/Vastu ରାଶିଫଳ Metro TV Odisha Oct 8, 2025 ମେଷ: ମନରେ ସକାରାତ୍ମକ ବିଚାର ଆସିବ। ପଢ଼ିବା କ୍ଷେତ୍ରରେ ଲାଭ ମିଳିବାର ଯୋଗ ଅଛି। ବ୍ୟବସାୟରେ ଭାଗୀଦାରି ଭାବିଚିନ୍ତି କରନ୍ତୁ। ଅନ୍ୟମାନଙ୍କ ଉପରେ ଭରସା କରନ୍ତୁ ନାହିଁ। ବୃଷ: ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତା ରହିବ। ଅଫିସରେ ଅଧିକ ସମୟ କାମ କଲେ ବାକିଥିବା କାମ ପୂରା…
Odisha କଟକରେ ସ୍ଵାଭାବିକ ହୋଇଛି ଇଣ୍ଟରନେଟ ସେବା Metro TV Odisha Oct 7, 2025 କଟକରେ ସ୍ଵାଭାବିକ ହୋଇଛି ଇଣ୍ଟରନେଟ ସେବା। ମଙ୍ଗଳବାର ସନ୍ଧ୍ୟା ୭ଟା ପରଠାରୁ ସହରରେ ଇଣ୍ଟରନେଟ ସେବା ଆରମ୍ଭ କରାଯାଇଛି। ସହରରେ ହିଂସାକୁ ଦୃଷ୍ଟିରେ ରଖି ଏହାକୁ ୪୮ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଥିଲା। ସୂଚନା ଅନୁସାରେ, ଦଶହରା ଭସାଣ ଉତ୍ସବ ସମୟରେ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ଘଟଣାକୁ…
Politics ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଥମ ଦଳ ଭାବେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି,ଘାସିରାମ ମାଝୀଙ୍କୁ ଦଳ ପ୍ରାର୍ଥୀ କରିଛି Metro TV Odisha Oct 7, 2025 ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଥମ ଦଳ ଭାବେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ଘାସିରାମ ମାଝୀଙ୍କୁ ଦଳ ପ୍ରାର୍ଥୀ କରିଛି। ଶ୍ରୀ ମାଝୀଙ୍କୁ ଦଳର ପ୍ରାର୍ଥୀ ଭାବେ ଏଆଇସିସି ପକ୍ଷରୁ ନାମ ଘୋଷଣା କରାଯାଇଛି।ଆସନ୍ତା ନଭେମ୍ବର ୧୧ ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ। ଏଥି ପାଇଁ…
Education ଶତାୟୁ ପି.ଏମ୍.ଶ୍ରୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ବିଦ୍ୟାଳୟକୁ ୧କୋଟି ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ Metro TV Odisha Oct 7, 2025 କଟକ ଜିଲ୍ବା ବଙ୍କୀର ଶତାୟୁ ପି.ଏମ୍.ଶ୍ରୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ବିଦ୍ୟାଳୟର ଆଜି ଶତବାର୍ଷିକୀ ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ମୁଖ୍ୟଅତିଥି ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରି ବାଙ୍କୀ ମାଟିର ଏହି ଶତାୟୁ ବିଦ୍ୟାଳୟ ଆଜି ୧୦୪ବର୍ଷରେ ପଦାର୍ପଣ…
National ବିଳାସପୁରରେ ଭୂସ୍ଖଳନ ଯୋଗୁଁ ୧୮ ମୃତ , ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ Metro TV Odisha Oct 7, 2025 ହିମାଚଳ ପ୍ରଦେଶର ବିଳାସପୁରରେ ଭୂସ୍ଖଳନ ପରେ ମାଟି ଅତଡା ତଳେ ବସ ଫସିରହିବା ଘଟଣା । ବଡ଼ ଅଘଟଣାରେ ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କ ମୃତ୍ୟପୁ ହୋଇଥିବା ଜାତୀୟ ଗଣମାଧ୍ଯମରେ ପ୍ରକାଶ ପାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ପୋଲିସ…
Business ସୁନା ଲକ୍ଷେ ୧୦ ହଜାର ଟପିଲା Metro TV Odisha Oct 7, 2025 ସୁନା ଦର ପ୍ରତିଦିନ ନୂଆ ରେକର୍ଡ ସ୍ତର ଅତିକ୍ରମ କରୁଛି। ସୋମବାର ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୨୫୦ ଟଙ୍କା ବୃଦ୍ଧି ପାଇ ୧,୧୦,୭୦୦ ଟଙ୍କା ହୋଇଛି। ସେହି ସମୟରେ ୨୪ କ୍ୟାରେଟ୍ ସୁନା ଦର ୧୩୭୦ ଟଙ୍କା ବୃଦ୍ଧି ପାଇ ୧,୨୦,୭୭୦ ଟଙ୍କାରେ ପହଞ୍ଚିଛି। ଆଜି ରୁପା…
National କେଜରିୱାଲଙ୍କୁ ମିଳିଲା ସରକାରୀ କ୍ବାର୍ଟର Metro TV Odisha Oct 7, 2025 ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଛାଡିବାର ପ୍ରାୟ ଗୋଟିଏ ବର୍ଷ ପରେ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀରେ ଏକ ସରକାରୀ ବଙ୍ଗଳା ଦିଆଯାଇଛି। କେଜ୍ରିୱାଲ୍ ନିଜକୁ ଏକ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ବୋଲି ଦର୍ଶାଇ ଉପଯୁକ୍ତ ବାସଗୃହ ପାଇଁ…
Odisha ୩୬ଘଣ୍ଟା ପରେ କଟକରେ କର୍ଫ୍ୟୁ କୋହଳ Metro TV Odisha Oct 7, 2025 ୩୬ଘଣ୍ଟା ପରେ କଟକରେ କର୍ଫ୍ୟୁ କୋହଳ କରାଯାଇଛି । ରବିବାର ରାତିରୁ କଟକଣା ଲାଗୁ ହୋଇଥିବା ବେଳେ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ଥିଲା କର୍ଫ୍ୟୁ କଟକଣା। ୧୦ଟା ପୂର୍ବରୁ ପୁଲିସ ପକ୍ଷରୁ କଟକଣା ନେଇ କୌଣସି ସୂଚନା ନଆସିବା ପରେ କର୍ଫ୍ୟୁ କୋହଳ କରାଯାଇଛି । ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ…
Entertainment ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଇଓଡବ୍ଲୁ ର ଜେରା Metro TV Odisha Oct 7, 2025 ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ପ୍ରାୟ ପାଞ୍ଚ ଘଣ୍ଟା ଧରି ପଚରାଉଚରା କରିଛି। ରିପୋର୍ଟ ଅନୁଯାୟୀ, ଜଣେ ବ୍ୟବସାୟୀଙ୍କ ସହିତ ଜଡିତ ୬୦ କୋଟି ଟଙ୍କାର ଠକେଇ ମାମଲାକୁ ନେଇ ଇଓଡବ୍ଲୁ ଏହି ପଚରାଉଚରା କରିଥିବା ଜଣାପଡ଼ିଛି।…
Weather Report ଆସନ୍ତା ୧୦ ତାରିଖ ଯାଏଁ ରାଜ୍ୟରେ ବର୍ଷା Metro TV Odisha Oct 7, 2025 ଓଡ଼ିଶା ଉପରେ ଏବେ ସେମିତି କୌଣସି ପାଣିପାଗର ନିୟାମକ ସକ୍ରିୟ ନାହିଁ। ତେବେ ଲଘୁଚାପ ଯୋଗୁଁ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଥିବାରୁ ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେଉଛି। ଆଜି ସକାଳ ସାଢ଼େ ୮ଟାରୁ ସଂଧ୍ୟା ସାଢ଼େ ୫ଟା ମଧ୍ୟରେ ପାରାଦୀପରେ ରାଜ୍ୟର ସର୍ବାଧିକ…