କଳିଙ୍ଗ ଷ୍ଟାଡିୟମ୍ରେ ଚଳିତ ଅଗଷ୍ଟ ୨୨ରେ ଅନୁଷ୍ଠିତ ହେବ ବିଶ୍ବ ଦୌଡ଼କୁଦ କଣ୍ଟିନେଣ୍ଟାଲ ଟୁର୍ ସିଲଭର ପ୍ରତିଯୋଗିତା
ଭାରତରେ ପ୍ରଥମଥର ବିଶ୍ବ ଦୌଡ଼କୁଦ କଣ୍ଟିନେଣ୍ଟାଲ ଟୁର୍ ସିଲଭର ପ୍ରତିଯୋଗିତା ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ରେ ଚଳିତ ଅଗଷ୍ଟ ୨୨ରେ ଅନୁଷ୍ଠିତ ହେବ। ଏଥିରେ ମୋଟ୍ ୧୮ଟି ବିଭାଗରେ ପ୍ରତିଯୋଗିତା ଆୟୋଜିତ ହେବ ବୋଲି ବିଶ୍ବ ଦୌଡ଼କୁଦ ସଂଘ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। କଳିଙ୍ଗ…