ଆଜି ଭୀଷଣ ବର୍ଷା , ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ
ଲଘୁଚାପ ଆଣୁଛି ବଡ଼ ବର୍ଷା । ଉତ୍ତରପୂର୍ବ ବଙ୍ଗୋପସାଗରର ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଘନୀଭୂତ ହେଉଛି । ରାଜ୍ୟରେ ବନ୍ୟା ପରିସ୍ଥିତି ବେଳେ ବଙ୍ଗୋପସାଗରରେ ପୁଣି ଲଘୁଚାପ ବଢ଼ାଇଲା ଭୟ । ୧୨ ଘଣ୍ଟା ଭିତରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଓ ପରବର୍ତ୍ତୀ ୨୪…