ରାଜେଶ ଖାନ୍ନାଙ୍କ ଭୂମିକାରେ ଅଭିନୟ କରିବେ ଅକ୍ଷୟ କୁମାର ,ଶୁଟିଂ କରିବେ ୧୦ ଦିନ

ଅକ୍ଷୟ କୁମାରଙ୍କୁ ଶେଷଥର ଫିଲ୍ମ ‘ୱେଲକମ୍ ଟୁ ଦ ଜଙ୍ଗଲ୍’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମକୁ ଦର୍ଶକଙ୍କର ଭଲ ପ୍ରତିକ୍ରିୟା ମିଳିଥିଲା । ଏବେ ଅକ୍ଷୟ କୁମାର ଆର୍.ଡି. ବର୍ମନଙ୍କ ବାୟୋପିକ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବାକୁ ଯାଉଥିବା ନେଇ ଚର୍ଚ୍ଚା ଚାଲିଛି । ରିପୋର୍ଟ…

ପଲିମର ନୋଟ ପ୍ରଚଳନକୁ ମିଳିଲା ମଞ୍ଜୁରୀ,୧୦ ଓ ୨୦ ଟଙ୍କିଆ ହେବ ପ୍ଲାଷ୍ଟିକ

ପଲିମର ନୋଟ ପ୍ରଚଳନକୁ ମିଳିଲା ମଞ୍ଜୁରୀ। ରାଜ୍ୟସଭାରେ ଲିଖିତ ଉତ୍ତରରେ ଏହି ସୂଚନା ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୧୦ ଓ ୨୦ ଟଙ୍କିଆ ପଲିମର ନୋଟ୍ ଫିଲ୍ଡ ଟ୍ରାଏଲ୍(ପରୀକ୍ଷା ମୂଳକ ପ୍ରଚଳନ) ପାଇଁ ମଞ୍ଜୁର କରାଯାଇଛି। ଉଭୟ ମୂଲ୍ୟର ୧୦୦ କୋଟି ଲେଖାଏ ପଲିମର ନୋଟ୍…

ସ୍ବାଧୀନତା ଦିବସରେ ଆତଙ୍କୀ ଆକ୍ରମଣ ସମ୍ଭାବନାକୁ ନେଇ ଦିଲ୍ଲୀ ପୋଲିସର ହାଇ ଆଲର୍ଟ ଜାରି,୧୯ ଜଣ ମୋଷ୍ଟ ୱାଣ୍ଟେଡ…

ସ୍ବାଧୀନତା ଦିବସରେ ଆତଙ୍କୀ ଆକ୍ରମଣ ସମ୍ଭାବନାକୁ ନେଇ ଦିଲ୍ଲୀ ପୋଲିସ ସମଗ୍ର ରାଜ୍ୟରେ ହାଇ ଆଲର୍ଟ ଜାରି କରିଛି । ସତର୍କତା ଦୃଷ୍ଟିରୁ ପୋଲିସ ସହରର ପ୍ରମୁଖ ସ୍ଥାନ, ସାର୍ବଜନୀନ ସ୍ଥାନ ଏବଂ ବ୍ୟସ୍ତବହୁତ ବଜାରରେ ୧୯ ଜଣ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କରିଛି । ଦିଲ୍ଲୀ…

ମୁମ୍ବାଇ ରେ ୨ଟି ଭୂକମ୍ପ ଝଟକା ଅନୁଭୂତ, ରିକ୍ଟର ସ୍କେଲରେ ୩.୨ ଏବଂ ୩.୪ ତୀବ୍ରତା

ମୁମ୍ବାଇ ନିକଟସ୍ଥ ପାଲଘର ଜିଲ୍ଲାରେ ଲଗାତାର ୨ଟି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହା ୩.୨ ଏବଂ ୩.୪ ତୀବ୍ରତା ରିକ୍ଟର ସ୍କେଲରେ ମପାଯାଇଛି । ଭୂକମ୍ପ ଲଗାତାର ୨ ଥର ହେବାରୁ ସମସ୍ତଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଲୋକମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ନିବେଦନ କରିଛି ।…

ଆଗାମୀ ଦିନରେ ଖୁବଶୀଘ୍ର ଓଡ଼ିଶା ନୂଆ ଲୋକାଯୁକ୍ତ ଦେଖିବ – ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ

ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ସୂଚନା। ଖୁବଶୀଘ୍ର ଓଡ଼ିଶା ଦେଖିବ ନୂଆ ଲୋକାୟୁକ୍ତ। ସେ କହିଛନ୍ତି ଯେ, ଲୋକାଯୁକ୍ତ ନିଯୁକ୍ତି ନେଇ ବୈଠକ ବସିଲା ଅର୍ଥ ପ୍ରକ୍ରିୟା ଆରମ୍ଭ ହେଲା। ଖୁବଶୀଘ୍ର ଏହି ପ୍ରକ୍ରିୟା ସମାପ୍ତ ହେବ। ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ଅଛି ସେଥିରେ ମୁଖ୍ୟମନ୍ତ୍ରୀ,…

ଆସନ୍ତାକାଲି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥି, ଶ୍ରୀମନ୍ଦିରରେ ପାଞ୍ଚ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ମହାପ୍ରଭୁଙ୍କ ଗୁପ୍ତ ନୀତି । ପାଞ୍ଚ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ । ବୁଧବାର ଶ୍ରୀମନ୍ଦିରରେ ପାଞ୍ଚ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ବୁଧବାର ମାନେ ଆସନ୍ତକାଲି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥି। ଏହି ଦିନ…

ବାଲେଶ୍ୱର ସୀମାନ୍ତ ଦୀଘା ମୁହାଣରେ ଜାଲରେ ପଡ଼ିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିସି ମାଛ,ମାଛ ଦେଖିବାକୁ ପର୍ଯ୍ୟଟକଙ୍କ…

ଜାଲରେ ପଡ଼ିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିସି ମାଛ । ମାଛ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ବାଲେଶ୍ୱର ସୀମାନ୍ତ ଦୀଘା ମୁହାଣରେ ଦେଖିବାକୁ ମିଳିଛି ଏପରି କିଛି ଚିତ୍ର । ଦୀଘା ମତ୍ସ୍ୟ ଅବତରଣ କେନ୍ଦ୍ରରେ 30 ଟନ୍ ରୁ ଅଧିକ ଇଲିଶି ମାଛ ଆମଦାନୀ ହୋଇଥିବା ଜଣାପଡ଼ିଛି । ଦୀର୍ଘ ଦିନ…

ନୀଳାଦ୍ରି ବିହାରରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା , ୩୩୦ଟି ଟ୍ରାଞ୍ଜିଟ୍ ହାଉସ୍ ଭାଙ୍ଗିବା ବେଳେ ମୁହାଁମୁହିଁ…

ଉଚ୍ଛେଦ ବେଳେ ହାଇଡ୍ରାମା । ନୀଳାଦ୍ରି ବିହାରରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା । ୩୩୦ଟି ଟ୍ରାଞ୍ଜିଟ୍ ହାଉସ୍ ଭାଙ୍ଗିବା ବେଳେ ମୁହାଁମୁହିଁ ପରିସ୍ଥିତି । ଉଚ୍ଛେଦ ପୂର୍ବରୁ ଥଇଥାନ ପାଇଁ ଦାବି ହୋଇଛି । ୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ବିଏମସି ଓ ବିଡିଏ ପକ୍ଷରୁ…

ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା , ବଦଳିବ ପାଗ, ଆଜିଠୁ ବଢ଼ିବ ବର୍ଷା

ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା । ବଦଳିବ ପାଗ, ଆଜିଠୁ ବଢ଼ିବ ବର୍ଷା । ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବିଶେଷକରି…

ଘରର ସଠିକ୍ ଦିଗରେ ଲାଫିଂ ବୁଦ୍ଧ ରଖିଲେ ହେବ ଧନର ବର୍ଷା

ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ଅନେକ ଲୋକଙ୍କ ଘରେ, ଦୋକାନରେ ଏବଂ ଅଫିସ ଦେଖିଥାଉ । ଯାହାକୁ ଖୁବ୍ ଶୁଭ ବୋଲି ମନାଯାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ମୂର୍ତ୍ତି ଘରେ ସୁଖ, ଶାନ୍ତି, ସକରାତ୍ମକ ଉର୍ଜା ଏବଂ ସୌଭାଗ୍ୟକୁ ଆକର୍ଷଣ କରିଥାଏ । ତେବେ ଆସନ୍ତୁ ଏହି ମୂର୍ତ୍ତି ସହିତ ଜଡିତ ଥିବା…