ଆମେରିକୀୟ ଫାଇଟର ଜେଟ୍କୁ ଓହ୍ଲାଇବାକୁ ଅନୁମତି ଦେଲାନି ତୁର୍କୀ
ଇରାନ ଏବଂ ଆମେରିକା ମଧ୍ୟର ଜାରି ଯୁଦ୍ଧ ମଧ୍ୟରେ ତୁର୍କୀରୁ ବଡ଼ ଖବର ସାମ୍ନାକୁ ଆସିଛି । ତୁର୍କୀରେ ଯୁଦ୍ଧ ବିମାନ ଓହ୍ଲାଇବା ନେଇ ଆମେରିକାର ଅନୁରୋଧ ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ ଅଙ୍କାରା । ନାଟୋ ସଦସ୍ୟ ତୁର୍କୀର ଏଭଳି କାରନାମା, ଟ୍ରମ୍ପଙ୍କୁ ଶକ୍ତ ଧକ୍କା ଦେଇଛି । ସେପଟେ…