OAS ଅଧିକାରୀ ସ୍ତରରେ ଅଦଳବଦଳ,ତ୍ରିଲୋଚନ ମହାନ୍ତିଙ୍କୁ ଭୁବନେଶ୍ବରସ୍ଥିତ ROTIର ଯୁଗ୍ମ ସଚିବ ଭାବେ ନୂଆ ନିଯୁକ୍ତି

OAS ଅଧିକାରୀ ସ୍ତରରେ ଅଦଳବଦଳ । ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ । ତ୍ରିଲୋଚନ ମହାନ୍ତିଙ୍କୁ ଭୁବନେଶ୍ବରସ୍ଥିତ ROTIର ଯୁଗ୍ମ ସଚିବ ଭାବେ ନୂଆ ନିଯୁକ୍ତି କରାଯାଇଛି । ଗୀତାଞ୍ଜଳି ନାୟକଙ୍କୁ E&IT ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି । କୁକୁମିନା ଦାସଙ୍କୁ PD,…

Smart 20 ଲାଇନଅପ୍‌ର ନୂଆ ମଡେଲ୍ ଲଞ୍ଚ କରିଛି Infinix,ମୋବାଇଲ୍ ନେଟୱର୍କ ନଥିଲେ ମଧ୍ୟ କମ୍ୟୁନିକେସନ୍ କରାଯାଇପାରିବ

ବଜେଟ୍ ସ୍ମାର୍ଟଫୋନ୍ ସେଗମେଣ୍ଟରେ Infinix ଏହାର Smart 20 ଲାଇନଅପ୍‌ର ନୂଆ ମଡେଲ୍ ଲଞ୍ଚ କରିଛି । କମ୍ପାନୀ ଭାରତରେ Infinix Smart 20 HD ଲଞ୍ଚ କରିଛି । ଯାହା ପୂର୍ବରୁ ଉପଲବ୍ଧ ଥିବା Smart 20ର ଏକ ନୂଆ ଭାରିଆଣ୍ଟ । ଏହି ଫୋନ୍‌ର ଖାସ୍ ଫିଚର୍ସ ମଧ୍ୟରେ ୧୨୦Hz ରିଫ୍ରେଶ୍ ରେଟ୍…

ୱେଷ୍ଟଇଣ୍ଡିଜ ବିପକ୍ଷ ଭାରତ ଟି-୨୦ ସିରିଜ : ଆସନ୍ତାକାଲି ରାଞ୍ଚିରେ ଖେଳାଯିବ ଦ୍ୱିତୀୟ ମ୍ୟାଚ୍

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚକୁ ଭାରତ ଜିତିସାରିଛି । ଲକ୍ଷ୍ନୌରେ ପ୍ରଥମ ଟି-୨୦ରେ ବିଜୟ ପରେ ଏବେ ରାଞ୍ଚିରେ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜରେ ୨-୦ ଆଗୁଆ ହେବାକୁ ଶ୍ରେୟସ ଆୟରଙ୍କ ଦଳ ଟାର୍ଗେଟ ରଖିଛି । ଦ୍ୱିତୀୟ ଟି-୨୦ ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୯ରେ ରାଞ୍ଚିରେ…

ସେଲ୍ ଆରମ୍ଭ… ଆଉ ଅଫର୍‌ର ବର୍ଷା,କିନ୍ତୁ କେଉଁ ପ୍ଲାଟଫର୍ମରେ ମିଳିବ ଅଧିକ ଲାଭ ଆସନ୍ତୁ ଜାଣିବା

ଅନଲାଇନ୍ ସପିଂ ପ୍ରେମୀଙ୍କ ପାଇଁ ବଡ଼ ଖବର । ଏକାସାଙ୍ଗରେ ଦୁଇ ଇ-କମର୍ସ ପ୍ଲାଟଫର୍ମରେ ଚାଲିଛି ମେଗା ସେଲ୍… Amazon Great Indian Festival ଆଉ Flipkart Big Billion Days । ସ୍ମାର୍ଟଫୋନ୍ ଠାରୁ ଲାପଟପ୍… ଟିଭିଠାରୁ ଫ୍ରିଜ୍… ଏସି, ସ୍ମାର୍ଟୱାଚ୍, ଇୟରବଡ୍ସ ଓ ଅନ୍ୟ ଇଲେକ୍ଟ୍ରୋନିକ୍ସ…

ଅବଢ଼ା ଯୋଜନା ପାଇଁ ୬୫୮.୦୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅବଢ଼ା ଯୋଜନା ଅଧିନରେ ପୁରୀରେ କାର୍ଯ୍ୟକାରୀ ହେଉଥିବା ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପାଇଁ ୬୫୮.୦୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।  ଏହା ଦ୍ୱାରା ପ୍ରକଳ୍ପ ପାଇଁ…

ସାହିତ୍ୟ ନୋବେଲ୍ ପୁରସ୍କାର ପାଇଁ କାନାଡାର ବିଶିଷ୍ଟ ଲେଖିକା ଓ କବି ଆନ୍ କାର୍ସନଙ୍କ ନାମ ଘୋଷଣା

୨୦୨୬ ମସିହାର ସାହିତ୍ୟ ନୋବେଲ୍ ପୁରସ୍କାର ପାଇଁ କାନାଡାର ବିଶିଷ୍ଟ ଲେଖିକା ଓ କବି ଆନ୍ କାର୍ସନଙ୍କ ନାମ ଘୋଷଣା କରାଯାଇଛି । ଗୁରୁବାର ସ୍ୱିଡିଶ୍ ଏକାଡେମୀ ପକ୍ଷରୁ ତାଙ୍କୁ ଚଳିତବର୍ଷର ସାହିତ୍ୟ ନୋବେଲ୍ ବିଜେତା ଭାବେ ଚୟନ କରାଯାଇଛି । ସାହିତ୍ୟରେ ନୂଆ ଶୈଳୀ ଓ ସୃଜନଶୀଳ ପରୀକ୍ଷା ପାଇଁ…

ଶ୍ରମିକ ଶିବିରରେ ଭୟଙ୍କର ଅଗ୍ନିକାଣ୍ଡ,ଉପସ୍ଥିତ ଥିବା ସମସ୍ତଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର

ମହାରାଷ୍ଟ୍ର ମୁମ୍ବାଇର ମୁଲୁଣ୍ଡ ପୂର୍ବରେ ଥିବା ଟାଟା କଲୋନୀର ଏକ ଶ୍ରମିକ ଶିବିରରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ପରେ ଶିବିରରେ ରହୁଥିବା ବହୁ ସଂଖ୍ୟକ ଶ୍ରମିକ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇଥିଲେ, ଯାହା ଫଳରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଛି । ଜୋନାଲ ଡିସିପିଙ୍କ…

ମହଙ୍ଗା କ୍ୟାନସର ଔଷଧ କିଣୁଥିବା ରୋଗୀଙ୍କୁ ଆଶ୍ୱସ୍ତି,୧୧୦ ପ୍ରକାର କ୍ୟାନସର ରୋଧୀ ଔଷଧ ଦର ହ୍ରାସ ହେବାର ସମ୍ଭାବନା

ସରକାର ସବୁ ଅଣ ଅନୁସୂଚିତ କ୍ୟାନସର ଔଷଧର ଟ୍ରେଡ ମାର୍ଜିନକୁ ଅଧିକତମ ଖୁଚୁରା ମୂଲ୍ୟ (ଏମଆରପି)ର ୩୦ ପ୍ରତିଶତ ପର୍ଯ୍ୟନ୍ତ ସୀମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣୁ ମହଙ୍ଗା କ୍ୟାନସର ଔଷଧ କିଣୁଥିବା ରୋଗୀଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ…

୯୪ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା

ଆଜି ଭାରତୀୟ ବାୟୁସେନା ଦିବସ । ୯୪ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା । ୧୯୩୨ ମସିହା ଅକ୍ଟୋବର ୮ ତାରିଖରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ଦେଶର ଆକାଶ ସୀମାକୁ ସୁରକ୍ଷିତ ରଖିବା ସହ ଯୁଦ୍ଧ ଓ ଜରୁରୀ ପରିସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି…

୭୫ ବର୍ଷ ବୟସରେ ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ପରଲୋକ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ । ହୃଦଘାତରେ ତାଙ୍କର ପରଲୋକ । ପ୍ରଖ୍ୟାତ ଭାରତୀୟ ଅଭିନେତା, ଲେଖକ, ଚଳଚ୍ଚିତ୍ର ନିର୍ମାତା ଏବଂ ପରୋପକାରୀ ବ୍ୟକ୍ତି ଥିଲେ ନାନା ପାଟେକର । ୭୫ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି । ଗୋଆର ଦୋନା ପାଉଲାସ୍ଥିତ ନିଜ ବାସଭବନରେ ସେ ଅଚେତ…