ଆଜିଠାରୁ ଆରମ୍ଭ ହେଉଛି ନବରାତ୍ରି, ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କ ବିଧିବିଧାନର ସହ ପୂଜାର୍ଚ୍ଚନା

ଆଜିଠାରୁ ଆରମ୍ଭ ହେଉଛି ନବରାତ୍ରି । ଆଦିଶକ୍ତିର ପ୍ରଥମ ସ୍ଵରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ର ଆରମ୍ଭ । ଧରାପୃଷ୍ଠକୁ ଆଗମନ କରିଛନ୍ତି ମା’ ଦୁର୍ଗା ଦୁର୍ଗତିନାଶିନୀ । ନଅ ଦିନରେ ୯ଟି ବେଶରେ ଦର୍ଶନ ଦେବେ ମାଆ । ମାଆଙ୍କ ନଅଟି ରୂପର ପ୍ରଥମ ରୂପ ହେଉଛନ୍ତି ମା’ ଶୈଳପୁତ୍ରୀ ।…

ସ୍ମାର୍ଟଫୋନ୍ ଲର୍ଭସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍,ViVo ଲଞ୍ଚ କଲା ୱାଟପ୍ରୁଫ୍ ସ୍ମାର୍ଟଫୋନ୍ Vivo Y32

ସ୍ମାର୍ଟଫୋନ୍ ଲର୍ଭସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍ । ଲଞ୍ଚ ହେଲା Vivo Y ସିରିଜର ଆଉ ଏକ ଶସ୍ତା ଫୋନ୍ । ୮୦୦୦mAhର ପାୱାରଫୁଲ ବ୍ୟାଟେରୀ ସହିତ Vivo Yରେ ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିଛି ଚୀନ୍ କମ୍ପାନୀ । ତେବେ ଆସନ୍ତୁ ଏହି ସ୍ମାର୍ଟଫୋନ ସମ୍ପର୍କରେ ଡିଟେଲ୍ସ ଜାଣିବା ।…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟି-୨୦ ମୁକାବିଲା: ୱେଷ୍ଟଇଣ୍ଡିଜ୍ କୁ ୨୪୯ ରନର ବିଶାଳ ସ୍କୋର ଦେଇଛି ଭାରତ

ଲଗାତର ଫ୍ଲପ୍‌ ଶୋ ପରେ ରାଞ୍ଚିରେ ଚମକିଲେ ଟିମ ଇଣ୍ଡିଆର ଓପନର ସଞ୍ଜୁ ସାମସନ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟି-୨୦ ମୁକାବିଲାରେ ସଞ୍ଜୁ ୮୨ ରନ୍‌ର ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। କ୍ୟାପ୍ଟେନ ଆୟରଙ୍କ ଜଲୱା ମଧ୍ୟ ଜାରି ରହିଛି। ଶୁକ୍ରବାର ରାଞ୍ଚିର ଜେଏସସିଏ…

ସୂର୍ଯ୍ୟାସ୍ତ ପରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ହେଲା ଅନ୍ତିମ ସଂସ୍କାର

ବଲିଉଡର ଭେଟେରାନ ଅଭିନେତା ନାନା ପାଟେକର ଆଉ ଏହି ଦୁନିଆରେ ନାହାଁନ୍ତି । ଗୁରୁବାର ୭୫ ବର୍ଷରେ ତାଙ୍କର ପରଲୋକ ଘଟିଛି । ଦୀର୍ଘ ୫୦ ବର୍ଷ ଧରି ସେ ବଲିଉଡରେ ଅନେକ ହିଟ୍ ଫିଲ୍ମ ଦେଇଥିଲେ । କିନ୍ତୁ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କର ଅନ୍ତିମ ଦର୍ଶନ ପାଇଁ ହଜାର ହଜାର…

ବଦଳିଲା ନୋଏଡା ଏୟାରପୋର୍ଟ ନାଁ , ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ହେଲା ନାମିତ

ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ଘୋଷଣା କରିଛନ୍ତି । ବଦଳିଲା ନୋଏଡା ଏୟାରପୋର୍ଟ ନାଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ହେଲା ନାମିତ । ଜେୱାର ଏୟାରପୋର୍ଟ ନାଁ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର ହୋଇଛି । ଯୋଗୀ କ୍ୟାବିନେଟର ପ୍ରସ୍ତାବ…

ଶୁକ୍ରବାର ରାତି ୧୦ଟାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଜନପଥ-କର୍ତ୍ତବ୍ୟପଥରେ ବନ୍ଦ ରହିବ ଇଣ୍ଟରନେଟ୍ ସେବା

ଚିଫ୍ ଇଲେକ୍ସନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ କକ୍ରୋଚ ଜନତା ପାର୍ଟି (ସିଜେପି)ର ୧୦ ଅକ୍ଟୋବର ବିରୋଧ ପ୍ରଦର୍ଶନ ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଏଥିରେ ଶୁକ୍ରବାର ରାତି ୧୦ଟାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଜନପଥ-କର୍ତ୍ତବ୍ୟପଥ କ୍ରସିଂ…

ସୋସିଆଲ ମିଡିଆରେ ଆଗେଇବାକୁ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଅଧିକାରୀଙ୍କୁ 3S ଫର୍ମୂଲା ଦେଲେ ମୁଖ୍ୟମନ୍ତ୍ରୀ…

ରାଜ୍ୟ ସରକାର ଆଣିବେ ସୋସିଆଲ ମିଡିଆ ନୀତି ।  ମନିଟରିଂ ଜରିଆରେ ଲୋକଙ୍କ ମତାମତ ନିଆଯିବ। ସରକାରୀ ସୂଚନା ସେବା ବ୍ୟବସ୍ଥାରେ ସାମାଜିକ ଗଣମାଧ୍ୟମର ପ୍ରୟୋଗ ସୁଦୃଢ଼ ହେବ। ସୋସିଆଲ ମିଡିଆରେ ଆଗେଇବାକୁ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଅଧିକାରୀଙ୍କୁ ଟାସ୍କ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ଡବଲ୍ ଇଞ୍ଜିନ୍ ସରକାର ଓଡ଼ିଶାର ଇମେଜକୁ ନଷ୍ଟ କରିଦେଲା-ନବୀନ

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା । କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଉତ୍ତର ନିର୍ବାଚନ ମଣ୍ଡଳୀ ଆରଟିଓ ପଡିଆରେ ଆୟୋଜିତ ହୋଇଥିବା ଏହି ଜନ ସମ୍ପର୍କ ପଦଯାତ୍ରାରେ…

ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ,ସନ୍ଧ୍ୟା ୫ଟାରେ ବୈଧ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ

ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ । ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଫେରୁଛି ଛାତ୍ର ରାଜନୀତି । ଆଜିଠୁ ଆରମ୍ଭ ହେଉଛି ନିର୍ବାଚନର ପ୍ରମୁଖ ପ୍ରକ୍ରିୟା । ଏଥିପାଇଁ କ୍ୟାମ୍ପସଗୁଡ଼ିକରେ ନିର୍ବାଚନୀ ମାହୋଲ ସୃଷ୍ଟି ହୋଇଛି । ସକାଳ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ- କାମରେ ମନ ଲଗାଇଲେ ଭଲ ଫଳ ମିଳିବ। ଅଟକିଥିବା କାମ ଆଗକୁ ବଢ଼ିପାରେ। ଚାକିରିରେ ଦାୟିତ୍ୱ ବଢ଼ିବ। ଟଙ୍କା ମାମଲାରେ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଘରେ କାହାର କଥାକୁ ନେଇ ମନ ଖରାପ କରନ୍ତୁ ନାହିଁ। ନୂଆ କାମ ପାଇଁ ଭଲ ଲୋକଙ୍କ ସହଯୋଗ ମିଳିପାରେ। ବୃଷ- ଦିନଟି ଟିକେ…