ଓଡ଼ିଶା ବନ୍ଦ ଯୋଗୁ ଜନଜୀବନ ପ୍ରଭାବିତ , ଗନ୍ତବ୍ୟସ୍ତଳକୁ ଯାଇପାରୁନାହାନ୍ତି ଯାତ୍ରୀ , ଗଡୁନି ଆମ ବସ୍

ଓଡ଼ିଶା ବନ୍ଦ ଯୋଗୁ ଜନଜୀବନ ପ୍ରଭାବିତ । ଗନ୍ତବ୍ୟସ୍ତଳକୁ ଯାଇପାରୁନାହାନ୍ତି ଯାତ୍ରୀ । ଗଡୁନି ଆମ ବସ୍ । ବସରୁ ଓହ୍ଲାଇ ଚାଲି ଚାଲି ଯାଉଛନ୍ତି ଲୋକ । କିଛି ସ୍ଥାନରେ ଆନ୍ଦୋଳନକାରୀ ଓ ଜନସାଧାରଣଙ୍କ ମଧ୍ୟରେ ଯୁକ୍ତିତର୍କ ଭଳି ସ୍ଥିତି ଉପୁଜୁଛି । ଭୁବନେଶ୍ବରରେ ସାମ୍ପ୍ରତିକ ସ୍ଥିତି…

ବନ୍ଦ ଭିତରେ ଚାଲିଛି DElEd ପରୀକ୍ଷା,୬୪ ଟି କେନ୍ଦ୍ରରେ ୧୨ ହଜାର ୧୨୫ ଜଣ ପରୀକ୍ଷାର୍ଥୀ ଦେଉଛନ୍ତି ପରୀକ୍ଷା

ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲେ ମଧ୍ୟ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ପରୀକ୍ଷା ସ୍ଥଗିତ ହେବ ନାହିଁ । ଧାର୍ଯ୍ୟ ସୂଚୀ ଅନୁସାରେ ପରୀକ୍ଷା ସ୍ୱାଭାବିକ ଭାବେ ଅନୁଷ୍ଠିତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି । ରାଜ୍ୟର ୩୦ଟି ଯାକ…

୪ ଦଫା ଦାବିରେ ବନ୍ଦ ଡାକରା ଦେଇଛି ଇଣ୍ଡିଆ ମେଣ୍ଟ,ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଆହ୍ବାନ

INDIA ମେଣ୍ଟର ଓଡ଼ିଶା ବନ୍ଦ ଡାକରା । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଆହ୍ବାନ । କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ସହଯୋଗୀ ସିପିଆଇ, ସିପିଏମ,ଫରୱାର୍ଡ ବ୍ଲକ, ଏନସିପି ଶରଦ ପାୱାର, ସମାଜବାଦୀ ପାର୍ଟି, ଆରଜେଡି ଓ ଜେଏମଏମ ସାମିଲ ହେବେ । ୪ ଦଫା ଦାବିରେ ବନ୍ଦ…

କିପରି କଟିବ ଆଜିର ଦିନ

ମେଷ- କାମରେ ଉତ୍ସାହ ବଢ଼ିବ। ନୂଆ କାମ ଆରମ୍ଭ କରିବାର ସୁଯୋଗ ମିଳିପାରେ। ଚାକିରିରେ ନିଜ କାମକୁ ନେଇ ଭଲ ଖବର ପାଇପାରନ୍ତି। ଟଙ୍କା ପଇସା ଦିଗରୁ ଲାଭ ହେବାର ଯୋଗ ଅଛି। ପରିବାରରେ ନିଜ ଲୋକଙ୍କ ସହଯୋଗ ମିଳିବ। ରାଗରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବୃଷ- ଘର ଓ କାମ ଦୁଇଟିକୁ ନେଇ…

ଗରମ ଓ ତେଲିଆ ଖାଦ୍ୟକୁ ଛପା ଖବରକାଗଜରେ ରଖିବା ସ୍ୱାସ୍ଥ୍ୟ ପାଇଁ କ୍ଷେତିକାରକ

ରାସ୍ତାକଡ଼ରେ ଗରମ ପକୋଡ଼ା, ସମୋସା, ଭଜା କିମ୍ବା ଅନ୍ୟ ତେଲଭଜା ଖାଦ୍ୟ କିଣିବା ସମୟରେ ଅନେକ ସ୍ଥାନରେ ଏହାକୁ ଖବରକାଗଜରେ ଗୁଡ଼ାଇ ଦିଆଯାଏ। ସସ୍ତା ଓ ସୁବିଧାଜନକ ହୋଇଥିବାରୁ ଦୀର୍ଘଦିନ ଧରି ଏହି ପ୍ରଥା ଚାଲିଆସୁଛି। ତେବେ ଗରମ ଓ ତେଲିଆ ଖାଦ୍ୟକୁ ଛପା ଖବରକାଗଜରେ ରଖିବା ସ୍ୱାସ୍ଥ୍ୟ ପାଇଁ…

ଓସାକ୍ସ ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ଡାକ୍ତର ଭବାନୀ

ଡାକ୍ତର ଭବାନୀ ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତିର (ଓସାକ୍ସ)ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଓସାକ୍ସର ଅଧିକାରୀ ଓ କର୍ମଚାରୀମାନେ ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ଡ. ମିଶ୍ରଙ୍କୁ ସ୍ୱାଗତ କରିଥିଲେ । ଓସାକ୍ସର ବିଭିନ୍ନ କାର୍ଯ୍ୟକ୍ରମ…

SEBC ନାଗରିକଙ୍କ ପାଇଁ ଗଠନ ହେଲା କମିଶନ,ଏ ସମ୍ପର୍କରେ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ ଏବଂ ସେହି ସବୁ ସଂସ୍ଥାରେ ସେମାନେ…

ବଢିଲା ରେପୋ ରେଟ୍ , ଏବେ ମହଙ୍ଗା ହେବ ଲୋନ୍

ବଢିଲା ରେପୋ ରେଟ୍ । ଏବେ ମହଙ୍ଗା ହେବ ଲୋନ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତିନିଦିନିଆ ମୌଦ୍ରିକ ନୀତି ସମିତିର ବୈଠକ ପରେ ନୂଆ ରୋପୋ ରେଟ୍ ବାବଦରେ ଘୋଷଣା କରିଛନ୍ତି । ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବାବଦରେ ଘୋଷଣା କରିଛନ୍ତି । ରିପୋର୍ଟ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଷ୍ଣୁଙ୍କ ଶେଷ ଅବତାର କଲକୀ ଅବତାର -ଭୁଟାନ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ବଡ଼ ଭାଇ କହିବା ସହ ତାଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି କହିଛନ୍ତି ଭୁଟାନ ପ୍ରଧାନମନ୍ତ୍ରୀ ଶେରିଂ ତୋବଗେ । ସରକାରଙ୍କ ମୁଖ୍ୟ ଭାବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୫ ବର୍ଷର କାର୍ଯ୍ୟକାଳକୁ ସେ ଭୂୟଶୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ…

ବିଦେଶ ଯାତ୍ରା କରୁଥିବା ୟୁଜର୍ସଙ୍କ ପାଇଁ Airtel ଖୁସି ଖବର ଦେଇଛି,କମ୍ପାନୀ ନିଜର ସମସ୍ତ ପୋଷ୍ଟପେଡ୍ ପ୍ଲାନ୍ ସହିତ…

ବିଦେଶ ଯାତ୍ରା କରୁଥିବା ୟୁଜର୍ସଙ୍କ ପାଇଁ Airtel ଖୁସି ଖବର ଦେଇଛି । କମ୍ପାନୀ ନିଜର ସମସ୍ତ ପୋଷ୍ଟପେଡ୍ ପ୍ଲାନ୍ ସହିତ ଫ୍ରି ଇଣ୍ଟରନ୍ୟାସନାଲ୍ ରୋମିଂ ଅଫର୍ କରିଛି । ଏହା ପୂର୍ବରୁ Vodafone-Idea ମଧ୍ୟ ୧୭୬ଟି ଦେଶରେ ଇଣ୍ଟରନ୍ୟାସନାଲ୍ ରୋମିଂ ଫ୍ରି କରିଥିଲା । ତେବେ Airtelର ଏହି ଫ୍ରି…