ଟ୍ବେଣ୍ଟି୨୦ ବିଶ୍ବକପ୍: ନାମିବ୍ୟା ବିପକ୍ଷରେ ଭାରତୀୟ ଟିମ ଆଜି ଦ୍ବିତୀୟ ମ୍ୟାଚ ଖେଳିବ
ଟ୍ବେଣ୍ଟି୨୦ ବିଶ୍ବକପ୍ରେ ଗୁରୁବାର ଗତଥରର ଚମ୍ପିଆନ୍ ଭାରତ ଦ୍ବିତୀୟ ମ୍ୟାଚ୍ ଖେଳିବାକୁ ଯାଉଛି। ଚଳିତ ବିଶ୍ବକପ୍ରେ ଆଫ୍ରିକୀୟ ଦେଶ ନାମିବ୍ୟା ଅନ୍ୟତମ ଦୁର୍ବଳ ଦଳ। ତେବେ ଟ୍ବେଣ୍ଟି୨୦ କ୍ରିକେଟ୍ରେ କୌଣସି ଦଳକୁ ଦୁର୍ବଳ ମଣିବା ଘାତକ ହୋଇପାରେ; ତା’ର ଉଦାହରଣ ଭାରତ ପ୍ରଥମ ମ୍ୟାଚ୍ରେ…