ପ୍ୟାରିସ୍ ସେଣ୍ଟ-ଜର୍ମେନ୍ ର ଚାମ୍ପିଅନ୍ସ ଲିଗ୍ ଟାଇଟଲ୍ ମ୍ୟାଚ୍ ପରେ ସହରରେ ହିଂସା,୫୦ ଜଣଙ୍କୁ ହେପାଜତକୁ ନେଇଛି…
ପ୍ୟାରିସ୍ ସେଣ୍ଟ-ଜର୍ମେନ୍ (PSG)ର ଚାମ୍ପିଅନ୍ସ ଲିଗ୍ ଟାଇଟଲ୍ ମ୍ୟାଚ୍ ପରେ ସହରରେ ହିଂସା। ଶନିବାର ରାତିରେ ପ୍ୟାରିସରେ କିଛି ବିଶୃଙ୍ଖଳାକାରୀଙ୍କ ବ୍ୟାପକ ଭଙ୍ଗାରୁଜା, ଢେଲାପଥର ମାଡ଼ କରିଛନ୍ତି। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପ୍ୟାରିସ୍ ପୋଲିସ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛି।…