ରାଜ୍ୟର ୧୦୬ଟି ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ଟି ନୂଆ ପଦ ସୃଷ୍ଟି
ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ରାଜ୍ୟକୁ ଆଗକୁ ନେବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସରତ ରହିଛନ୍ତି । ସେଥିପାଇଁ ହାଇସ୍କୁଲ ଓ କଲେଜ ପିଲାଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଇଛି । ପିଲାଙ୍କୁ ଖାଦ୍ୟ, ପୋଷାକ, ଜୋତା ମାଗଣାରେ ଯୋଗାଇ ଦେବା ସହିତ ମେଧାବୀଙ୍କୁ…