ରତ୍ନଭଣ୍ଡାର ଚାବି ହଜିବା ମାମଲା: ୨ ମାସ ସମୟ ନେଲେ ରାଜ୍ୟ ସରକାର

କଟକ: ଶ୍ରୀମନ୍ଦିର ରତ୍ନଭଣ୍ତାର ଚାବି ହଜିବାକୁ ନେଇ ସରକାର ହାଇକୋର୍ଟରେ ସମୟ ମାଗିଛନ୍ତି । ଜଷ୍ଟିସ୍‌ ରଘୁବୀର ଦାଶ କମିସନ୍ ଦାଖଲ କରିଥିବା ରିପୋର୍ଟର ସାନି ସ୍ଥିତି ସଂକ୍ରାନ୍ତରେ ହାଇକୋର୍ଟଙ୍କୁ ଅବଗତ କରିବାକୁ ସରକାର ଅଧିକ ୨ ମାସ ସମୟ ଲୋଡ଼ିଛନ୍ତି। ୨୦୨୩, ଏପ୍ରିଲ ୨୫ରେ ହାଇକୋର୍ଟ…

ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟ ଭାଇ ଅସୁସ୍ଥ : ଭେଟିଲେ ମହମ୍ମଦ ମୋକିମ୍

କଟକ:  ଅସୁସ୍ଥ ବିଜୁ ପଟ୍ଟନାୟକଙ୍କ ପୁତୁରା । ଏହି ଖବର ଏବେ ଚର୍ଚାର ବିଷୟ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ବାପା ଜର୍ଜ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଦିଲ୍ଲୀପ ପଟ୍ଟନାୟକ । ଏବେ ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନରେ ତାଙ୍କ ପୁଅ ଦିଲୀପ ଓ ଝିଅ ରେଖା ରହୁଛନ୍ତି । ଦିଲ୍ଲୀପ…

ସୀମା ସୁରକ୍ଷା ବଳରେ ୩୦ଟି ସମେତ ୭୮୮ ମାନବ ଚାଲାଣ ବିରୋଧୀ ୟୁନିଟ୍ (ଏଏଚ୍‌ଟିୟୁ) କାର୍ଯ୍ୟରତ

ମାନବ ଚାଲାଣର ଶୀକାର ହେଉଥିବା ପୀଡିତା , ବିଶେଷ କରି ନାବାଳିକା ଓ ଯୁବତୀ ମାନଙ୍କ ପାଇଁ ସୁରକ୍ଷା ଏବଂ ଥଇଥାନ ଗୃହ ସ୍ଥାପନ ପାଇଁ ସୀମାନ୍ତ ଅଞ୍ଚଳ ଗୁଡିକରେ ଥିବା ରାଜ୍ୟ , କେନ୍ଦ୍ରଶାସିତ ଅଂଚଳ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ମିଶନ୍…

2025 ଜାନୁଆରୀ ପହିଲାରୁ ଏନ2 ଓ ଏନ3 ଟ୍ରକ୍ କ୍ୟାବିନରେ ଏୟାର କଣ୍ଡିସନ ବାଧ୍ୟତାମୂଳକ

ଆଗାମୀ 2025 ଜାନୁଆରୀ ପହିଲା ପରେ ନିର୍ମାଣ ହେବାକୁ ଥିବା ଏନ2 ଏବଂ ଏନ3 ବର୍ଗର ମୋଟର ଯାନ କ୍ୟାବିନରେ ଏୟାର କଣ୍ଡିସନ ସିଷ୍ଟମ ସଂଯୋଗ କରିବା ବାଧ୍ୟତାମୂଳକ ହେବ । ଏ ସଂକ୍ରାନ୍ତରେ 10 ଜୁଲାଇ 2023ରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଚିଠା ବିଜ୍ଞପ୍ତି ଜାରି କରାଯାଇଛି । ଏୟାର…

ଓଡ଼ିଶା ବିଜେପି ନେତା ସବୁ ବେଳେ ଓଡ଼ିଶା ବିରୋଧୀ କାମ କରୁଛନ୍ତି : ଲେନିନ ମହାନ୍ତି

ଭୁବନେଶ୍ୱର: ବିଜେପି ନେତା ସମୀର ମହାନ୍ତିଙ୍କ ମନ୍ତବ୍ୟ ଉପରେ ବିଜେଡି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ବିଜେପି ହେଉଛି ଓଡ଼ିଶା ବିରୋଧୀ । ଓଡ଼ିଶାର ସ୍ବାର୍ଥ ପାଇଁ ବିଜେପି ନେତା କିଛି କରୁନାହାଁନ୍ତି ।  ଗ୍ରାମାଞ୍ଚଳର ଓ ଜଗନ୍ନାଥ ସଂସ୍କୃତିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ…

ଦ୍ବିତୀୟ ଦିନରେ ଅନୁଗୁଳରେ 5T ସଚିବ ଭିକେ ପାଣ୍ଡିଆନ୍

ଅନୁଗୁଳ: ଦ୍ବିତୀୟ ଦିନରେ ଅନୁଗୁଳରେ ପହଞ୍ଚି ବିକାଶ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ । ଆଜି ସକାଳୁ ଶୈଳ ଶ୍ରୀକ୍ଷେତ୍ର ଅନୁଗୁଳର ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରିଛନ୍ତି 5T ସଚିବ । ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ବିମଳା ଓ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ…

ରାଜ୍ୟରେ ୧୧ଟି ଶିଳ୍ପ ପ୍ରକଳ୍ପକୁ ମିଳିଛି ଅନୁମୋଦନ

ଭୁବନେଶ୍ୱର:   ୧୧୯ ତମ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟିର ବୈଠକରେ ୩ ହଜାର ୨୬୬ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହାଦ୍ବାରା ୯ ହଜାର ୧୪୬ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।୧୧ଟି  ଶିଳ୍ପ ପ୍ରକଳ୍ପକୁ ମିଳିଛି ଅନୁମୋଦନ । ଧାତବ ଡାଉନଷ୍ଟ୍ରିମ୍ ଏବଂ…

ବିଶ୍ବ ଜନସଂଖ୍ୟା ଦିବସ

ବିଶ୍ୱ ଜନସଂଖ୍ୟା ଦିବସ ବିଶ୍ୱସାରା ପ୍ରତିବର୍ଷ ଜୁଲାଇ ମାସ ୧୧ ତାରିଖ ଦିନ ପାଳିତ ହେଉଛି । ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ସଂପର୍କରେ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବା ଏହାର ପ୍ରାଥମିକ ଲକ୍ଷ୍ୟ । ଉକ୍ତ କାର୍ଯ୍ୟକ୍ରମ ୧୯୮୯ ମସିହାରେ ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମର…

ବାହାନଗା ରେଳ ଦୁର୍ଘଟଣା ମାମଲା: ୩ ଅଭିଯୁକ୍ତଙ୍କୁ ପୁଣି ୪ ଦିନିଆ ରିମାଣ୍ଡରେ ନେବ ସିବିଆଇ

ଭୁବନେଶ୍ୱର: ୩ ଅଭିଯୁକ୍ତଙ୍କୁ ପୁଣି ୪ ଦିନିଆ ରିମାଣ୍ଡରେ ନେବ ସିବିଆଇ । ୫ ଦିନ ପାଇଁ ରିମାଣ୍ଡ ଆବେଦନ କରାଯାଇଥିବାବେଳେ ୪ ଦିନ ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ପୂର୍ବରୁ ୫ ଦିନିଆ ରିମାଣ୍ଡରେ ନେଇ କରିଥିଲା ପଚରାଉଚରା । କମିଶନର ଅଫ ରେଲଓ୍ୱେ ସେଫ୍ଟିଙ୍କ ରିପୋର୍ଟ ଅନୁଯାୟୀ ଜେରା…

ଆଜି ବସିବ ଜିଏସଟି ପରିଷଦର ୫୦ତମ ବୈଠକ

ନୂଆଦିଲ୍ଲୀ: ଆଜି ଜିଏସଟି ପରିଷଦର ୫୦ତମ ବୈଠକ କେନ୍ଦ୍ର ଅଥିମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏଥିରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାମିଲ ହେବେ । ବୈଠକରେ ବିଭିନ୍ନ ଟ୍ୟାକ୍ସ ନେଇ ଆଲୋଚନା ହେବ । ଏପରିକି ଅନଲାଇନ ଗେମ ବିଷୟରେ ମଧ୍ୟ ଆଲୋଚନା ହେବ…