ଡ ମଙ୍ଗଳା ମହାନ୍ତିଙ୍କ ପରଲୋକ

ଡ ମଙ୍ଗଳା ମହାନ୍ତିଙ୍କ ପରଲୋକ ଘଟିଛି । ସମାଜସେବୀ ତଥା ପରୋପକାରୀ ଡ ମଙ୍ଗଳା ମହାନ୍ତିଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ ପାଇଛି । ସେ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଏବଂ ସମାଜସେବୀ ଥିଲେ । ଭାଷଣ ଦେବାର କଳାରେ ଅନ୍ୟଙ୍କୁ ଆକର୍ଷଣ କରିବାରେ ସେ ମାହିର ଥିଲେ । ଜଣେ ମାନବବାଦୀ, ଜଣେ ଉଦାର…

ବାହାନଗା ଟ୍ରେନ୍ ଟ୍ରାଜେଡି : ରେଳ କର୍ମଚାରୀଙ୍କୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡି । ଗିରଫ ୩ ଜଣ ରେଳ କର୍ମଚାରୀଙ୍କୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇଛି ସିବିଆଇ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜେରା କରିବ ସିବିଆଇ । ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ରେଳ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଛି । ବାକି ୪…

ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବ

ଶ୍ରୀହରିକୋଟା: ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ଭାରତୀୟ ବୈଜ୍ଞାନିକଙ୍କ ପାଇଁ ବଡ଼ ଚ୍ୟାଲେଂଜ । ଏଥର ଭାରତ ସଫଳ ହେବ ବୋଲି ଆଶା ରଖିଛନ୍ତି ଇସ୍ରୋ ବୈଜ୍ଞାନିକ । ଚନ୍ଦ୍ରୟାନ-୩  ଚନ୍ଦ୍ର ପୃଷ୍ଠରେ ରୋଭରର ପ୍ରଦିକ୍ଷଣ, ବିଭିନ୍ନ ବୈଜ୍ଞାନିକ ଗବେଷଣା ଆଦି କରିବ ।  ୨୦୦୮-୦୯ରେ ହୋଇଥିବା…

‘ସାଗର ସମ୍ପର୍କ’ ଉଦ୍‌ଘାଟିତ

ବନ୍ଦର ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ  ଭାରତୀୟ ସାମୁଦ୍ରିକ କ୍ଷେତ୍ରକୁ ମଜବୁତ କରିବାକୁ ଅଙ୍ଗୀକାରବଦ୍ଧ । ଡିଜିଟାଲ ପଦକ୍ଷେପକୁ ଆହୁରି ତ୍ୱରାନ୍ୱିତ କରିବା ନିମନ୍ତେ  ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ  ସର୍ବାନନ୍ଦ ସୋନୱାଲ ସ୍ୱଦେଶୀ ଜ୍ଞାନକୌଶଳ ନିର୍ମିତ ଭିନ୍ନ ଏକ…

୧୭ ଓ ୧୮ ରେ ବେଙ୍ଗାଲୁରୁରେ ବିରୋଧୀ ଦଳ ନେତାଙ୍କ ବୈଠକ

ବିହାର ବୈଠକ ପରେ ଆସନ୍ତା ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ବିରୋଧୀ ଦଳ ନେତାଙ୍କ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।  ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ଉଦ୍ଦେଶ୍ୟରେ ବିରୋଧୀ ଦଳମାନଙ୍କୁ ଏକାଠି କରିବାକୁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ । ପୂର୍ବ ବୈଠକ ନୀତିଶ ପାଟନାରେ…

ଇଣ୍ଡିଜ୍‌ ୧୫୦ରେ ଅଲ୍‌ଆଉଟ

ରୁସୌ : ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଇନିଂସ୍‌ରେ ୧୫୦ରନ କରି ଅଲ୍‌ଆଉଟ ହୋଇଯାଇଛି ।  ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସ୍‌ରେ କୌଣସି ୱିକେଟ ନ ହରାଇ ୮୦ ରନ ସଂଗ୍ରହ କରିଛି । ଭାରତ ଏବେ ୭୦ ରନ ପଛରେ ରହିଛି ।ଭାରତ ବ୍ୟାଟିଂ ଆରମ୍ଭ କରି ପ୍ରଥମ ଇନିଂସ୍‌ରେ ଯଶସ୍ବୀ ଜୟସୱାଲଙ୍କ ୪୦…

ଓଡ଼ିଶାକୁ ମିଳିଲା 707 କୋଟି 60 ଲକ୍ଷ ଟଙ୍କାର ପାଣ୍ଠି

କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ  22ଟି ରାଜ୍ୟର ସରକାରଙ୍କୁ ବିପର୍ଯ୍ୟୟ ମୁକାବିଲା ନିମନ୍ତେ 7532 କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିସ ଆଧାରରେ ସମ୍ପୃକ୍ତ ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)କୁ…

ଫ୍ରାନ୍ସ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜିଠୁ ଫ୍ରାନସ ଗସ୍ତରେ ଯାଇଛନ୍ତି । ୧୫ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ସରକାରୀ ଗସ୍ତରେ ଯିବେ । ଫ୍ରାନ୍ସର ରାଷ୍ଟ୍ରପତି  ଇମାନୁଏଲ୍ ମାକ୍ରୋନ୍‌‍ଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ୧୩ ରୁ ୧୪ ଜୁଲାଇ ୨୦୨୩…

କଥା ରଖିଲେ ମୋକିମ: ଗତକାଲି ଆଲୋଚନା କଲେ ଆଜି ଦିଲ୍ଲୀପଙ୍କ ହେଲା ଚିକିତ୍ସା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ବାପା ପୁଅ ଦିଲ୍ଲୀପ ପଟ୍ଟନାୟକଙ୍କ ଦୁଃଖର କାହାଣୀ ସାମନାକୁ ଆସିବା ପରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ତାଙ୍କ ନିକଟରେ ପହଞ୍ଚି ଆଲୋଚନା କରିଥିଲେ ।ଗତକାଲି ଆଲୋଚନା କରିବା ପରେ ତାଙ୍କୁ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ତାଙ୍କର…

ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣାରେ ୭ ରେଳ କର୍ମଚାରୀ ନିଲମ୍ବିତ

ବାହାନଗା : ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣାରେ ୭ ରେଳ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ଗିରଫ ହୋଇଥିବା ୩ ଜଣ ଷ୍ଟାଫ୍‌ ଅଛନ୍ତି। ଶ୍ରୀ ମିଶ୍ରା କହିଛନ୍ତି ଯେ, ଏହି କର୍ମଚାରୀମାନେ ସତର୍କ ହୋଇଯାଇଥିଲେ ଏତେବଡ଼ ଦୁର୍ଘଟଣାକୁ ଏଡ଼ାଇ…