ଆଜିର ରାଶିଫଳ

ମେଷ:ପ୍ରତ୍ୟେକ କ୍ଷେତ୍ରରେ କିଛି ସମସ୍ୟା ଅବଶ୍ୟ ଲାଗି ରହିବ, କିନ୍ତୁ କିଛି ଅସୁବିଧା ହେବନାହିଁ। ଅଫିସରେ କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ। ଆକସ୍ମିକ ସମସ୍ୟା ହେତୁ…

ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନକୁ ୪-୦ରେ ପରାସ୍ତ କଲା ଭାରତ

ଚେନ୍ନାଇ : ‌ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନକୁ ପରାସ୍ତ କରିଛି ଭାରତ । ଶେଷ ଲିଗ୍‌ ମ୍ୟାଚ୍‌ରେ  ୪-୦ ଗୋଲ୍‌ରେ ପାକିସ୍ତାନକୁ ମାତ୍‌ ଦେଇଛି। ସେମିଫାଇନାଲ୍‌ରେ ଭାରତ ଟେବୁଲର ଚତୁର୍ଥ ସ୍ଥାନରେ ଥିବା ଜାପାନ କୁ ଭେଟିବ। ଅନ୍ୟ ଏକ ସେମିଫାଇନାଲ୍‌ରେ ଦ୍ବିତୀୟ ସ୍ଥାନରେ ଥିବା…

ପରିବାରବାଦ ଓ ତୁଷ୍ଟିକରଣର ରାଜନୀତି କରେ କଂଗ୍ରେସ

ସଂସଦରେ ରାହୁଲ ଗାନ୍ଧୀଙ୍କ ବିତର୍କ ପରେ ବିବୃତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କହିଛନ୍ତି ମଣିପୁରରେ ହିଂସା ହେବା ପରଠାରୁ ସମାଧାନ ପାଇଁ ଅନେକ ପ୍ରୟାସ କରାଯାଇଛି । ସ୍ବାଧୀନତା ପରଠାରୁ ମଣିପୁରରେ ହିଂସା ହୋଇଥିବା ବେଳେ କେବେ ବି ପ୍ରଧାନମନ୍ତ୍ରୀ ଗୃହରେ ବୟାନ ଦେଇନାହାନ୍ତି…

ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ଆସିଲା ସିଡିଆର ରିପୋର୍ଟ

ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ପୋଲିସ ନିକଟକୁ ଆସିଲା ଶୁଭଲକ୍ଷ୍ମୀଙ୍କ କଲ ଡିଟେଲ୍ସ ରିପୋର୍ଟ । କଲ ଡିଟେଲ ରିପୋର୍ଟରୁ ପୋଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ମୃତ୍ୟୁ ପୂର୍ବରୁ କାହା ସାଙ୍ଗେ କଥା ହୋଇଥିଲେ ସେ ବିଷୟରେ ଜାଣିବା ପାଇଁ ମଗା ଯାଇଥିଲା ସିଡିଆର ରପୋର୍ଟ । କଲେଜ ଛାତ୍ରୀ…

କେରଳ ରାଜ୍ୟର ନାମ କେରଳମ୍ କରିବାକୁ ଦାବି

ତ୍ରିଭେନ୍ଦ୍ରମ:  କେରଳ ରାଜ୍ୟର ନାମ  କେରଳରୁ କେରଳମ୍ ହେବ । ଏ ନେଇ ଏକ ପ୍ରସ୍ତାବ କେରଳ ବିଧାନସଭାରେ ଗୃହୀତ ହୋଇଛି ଓ ସରକାରୀ ଭାବେ ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏହି ସଂକଳ୍ପ ଆଗତ କରିଥିଲେ, ଯେଉଁଥିରେ ସେ…

ରାହୁଲ ଫ୍ଲାଇଂ କିସ୍ ଦେଇଥିବା ଅଭିଯୋଗ କଲେ ସ୍ମୃତି ଇରାନୀ : କାର୍ଯ୍ୟାନୁଷ୍ଠାନ ଲାଗି ବାଚସ୍ପତିଙ୍କ ନିକଟରେ ଦାବି

ନୂଆଦିଲ୍ଲୀ: ଲୋକସଭାରେ  ଆଜି ଅନାସ୍ଥା ପ୍ରସ୍ତାବକୁ ନେଇ ଆଲୋଚନା ଚାଲିଥିବା ବେଳେ ଏକ ବିବାଦ ଉପୁଜିଛି । କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କ ଉପରେ ଗୁରୁତର  ଅଭିଯୋଗ ଆଣିଛନ୍ତି । ଅଭିଯୋଗଟି ହେଉଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଲୋକସଭାରେ ଭାଷଣ ଦେବା ପରେ  ଅଶ୍ଳୀଳ…

ଏଏସଓ ଚୟନ ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ୍

ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପରିଚାଳିତ ASO ଚୟନ ପ୍ରକ୍ରିୟା ଅଗ୍ରଗତି ଉପରେ ଆଜି ହାଇକୋର୍ଟ ରୋକ୍‌ ଲଗାଇଛନ୍ତି। ଜବାବ ଦାଖଲ ପାଇଁ ପ୍ରତିପକ୍ଷ ଓପିଏସ୍‌ସିକୁ ନୋଟିସ ଜାରି କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ଧାର୍ଯ୍ୟ…

କଟକ ଜିଲ୍ଲାରେ 5T ସଚିବ ଭି.କେ ପାଣ୍ଡିଆନ୍

କଟକ: ଦ୍ବିତୀୟ ଦିନରେ କଟକ ଜିଲ୍ଲାରେ ମାରାଥନ ସମୀକ୍ଷା । ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଆଜି କଟକ ଜିଲ୍ଲା ବାଙ୍କୀ ଗସ୍ତରେ ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ସେ ଦର୍ଶନ କରିଛନ୍ତି । ମନ୍ଦିରର ପାର୍ଶ୍ଵ ଦେବାଦେବୀଙ୍କୁ…

ରାଜ୍ୟରେ ଦୁର୍ବଳ ହେଲା ମୌସୁମୀ

ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ହେଲା ମୌସୁମୀ। ବର୍ତ୍ତମାନ ସ୍ବାଭାବିକ ଠାରୁ ଉତ୍ତର ଦିଗରେ ରହିଛି ମୌସୁମୀ ନିମ୍ନ ଚାପରେଖା । ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ ବର୍ଷା ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ…

ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟ: ମୋଦିଙ୍କୁ କଲେ ଟାର୍ଗେଟ

ମଣିପୁର ପ୍ରସଙ୍ଗରେ ମୋଦୀ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଲୋକସଭାରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି  କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କହିଛନ୍ତି ମୋଦି କେବଳ ଶାହ ଏବଂ ଆଦାନୀ କଥା ଶୁଣୁଛନ୍ତି । ଆଉ କାହା କଥା ଶୁଣୁନାହାଁନ୍ତି । ମୋଦି ଭାବୁଛନ୍ତି ମଣିପୁର ଭାରତର…