ଇଡ଼େନ ଗାର୍ଡେନରେ ଅଘଟଣ

କୋଲକତା: ୨୦୨୩ ବିଶ୍ବକପ୍‌ ପୂର୍ବରୁ ଇଡ଼େନ ଗାର୍ଡେନରେ ଅଘଟଣ । କୋଲକାତା ସ୍ଥିତ କ୍ରିକେଟ ଷ୍ଟାଡିଅମ ଇଡ଼େନ ଗାର୍ଡେନର ଡ୍ରେସିଙ୍ଗ ରୁମରେ ଅଗ୍ନିକାଣ୍ଡ । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ୨ଟି ଟିମ୍‌ ସହ ପହଞ୍ଚି…

ରିଲିଜ ହୋଇଛି ବହୁପ୍ରତୀକ୍ଷିତ ଫିଲ୍ମ ’ଜେଲର’

ଚେନ୍ନାଇ:  ଆଜି ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ’ଜେଲର’ ରିଲିଜ ହୋଇଛି । ଫିଲ୍ମରେ ରଜନୀକାନ୍ତ ଜେଲର ଭୂମିକାରେ ନଜର ଆସିଛନ୍ତ ।  ପ୍ରି-ବୁକିଂରେ ଫିଲ୍ମ ୧୪କୋଟି ୧୮ ଲକ୍ଷ ରୋଜଗାର କରିଛି । ପ୍ରଥମ ଦିନରେ ଫିଲ୍ମ ୪୦ରୁ ୪୫ କୋଟି କଲେକ୍ସନ କରିବ ବୋଲି ମେକର୍ସ…

ପ୍ରଭାବିତ ହେବ ସମ୍ବଲପୁର-ଭୁବନେଶ୍ୱର ରେଳ ମାର୍ଗରେ ଟ୍ରେନ୍ ସେବା

ସମ୍ବଲପୁର: ସମ୍ବଲପୁର ସିଟି ଏବଂ ସମ୍ବଲପୁର ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଅଛି  । ଯେଉଁଥିପାଇଁ ସମ୍ବଲପୁର-ଭୁବନେଶ୍ୱର ରେଳ ମାର୍ଗରେ ଟ୍ରେନ୍ ସେବା ପ୍ରଭାବିତ ହେବ  । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ…

ଘରୋଇ ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ

ଭୁବନେଶ୍ବର: ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ପିଲାଙ୍କୁ ବି ମିଳିବ ମାଗଣା ପାଠ୍ୟପୁସ୍ତକ । 5T ଉପକ୍ରମରେ ଘରୋଇ ତଥା ଅଣଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ କରାଯିବ ।ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା…

ମହଙ୍ଗା ହେବାକୁ ଯାଉଛି ଦେଶର ମୁଦ୍ରାସ୍ଫିତି

ନୂଆଦିଲ୍ଲୀ: ଦେଶର ମୁଦ୍ରାସ୍ଫିତି ଚଳିତ ଆର୍ଥିକ ବର୍ଷରେ ଆହୁରି ମହଙ୍ଗା ହେବାକୁ ଯାଉଛି । ପୂର୍ବରୁ ଧାର୍ଯ୍ୟ ୫.୧ ବଦଳରେ ଚଳିତ ଆର୍ଥିକ ବର୍ଷରେ ଇନଫ୍ଲେସନ୍ ୫.୪ ପ୍ରତିଶତକୁ ବୃଦ୍ଧି ପାଇବ । ମେ’ ମାସରେ ମୁଦ୍ରାସ୍ଫିତୀ ହାର ୪.୩ ପ୍ରତିଶତ ଥିବା ବେଳେ ଜୁନରେ ଏହା ୪.୮ ରହିଥିଲା । ଅଗଷ୍ଟ…

ଇନଫୋସିସ୍‌ରେ ଖୋଲିଲା ବିପିଏମ୍ ସେବା

ଭୁବନେଶ୍ବର: ଇନ୍ଫୋସିସର ନୂତନ ବିଜନେସ୍ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର୍ (ବିପିଏମ୍) ଶାଖା ଆଜି ଭୁବନେଶ୍ବର ପଟିଆସ୍ଥିତ ଇନ୍ଫୋସିସ ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି ।  ମୁଖ୍ୟମନ୍ତ୍ରୀ କହିଥିଲେ  ବିଗତ ଦୁଇ ଦଶନ୍ଧିଧରି ଓଡ଼ିଶା ଅନ୍ୟ…

ସଫଳତା ଅଭିମୁଖେ ଚନ୍ଦ୍ରଯାନ-୩

ଚନ୍ଦ୍ରର କକ୍ଷପଥରେ ଚନ୍ଦ୍ରଯାନ-୩ ପ୍ରବେଶ କରିଛି। ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ ଏହା ସହ ଚନ୍ଦ୍ରର ପ୍ରଥମ ଫଟୋ ଚନ୍ଦ୍ରଯାନ-୩ ପଠାଇବା ପରେ ଏବେ ଆଉ ଏକ ନିକଟତର ଚିତ୍ର ପୃଥିବୀର ସାମ୍ନାକୁ ଆସିଛି। ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଟ୍ବିଟ୍‌ କରିଥିବା ଚନ୍ଦ୍ରମାର ପ୍ରଥମ…

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ମହିଳା କମିଶନଙ୍କ ଉଦବେଗ

ଭୁବନେଶ୍ବର: ଦୀପାଲି ବାରରେ କାମ କରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ। ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଘଟଣାରେ ୧୫ ଜଣଙ୍କର ବୟାନ…

ୱାନ୍‌-ଡେ କପ୍‌ରେ ପୃଥ୍ବୀଙ୍କ ଦ୍ବି ଶତକ

ନର୍ଥହାମ୍ପଟନ: ଇଂଲଣ୍ଡର ପ୍ରଥମ ଶ୍ରେଣୀ କ୍ରିକେଟ ଓ୍ବାନ ଡେ କପ୍‌ରେ ନର୍ଥହାମ୍ପଟନସାୟାର ପକ୍ଷରୁ ଖେଳୁଥିବା ଭାରତୀୟ ବ୍ୟାଟର୍‌ ପୃଥ୍ବୀ ସ’ ବୁଧବାର ନୂଆ କୀର୍ତ୍ତିମାନ କରିଛନ୍ତି। ନର୍ଥହାମ୍ପଟନ୍‌ର କାଉଣ୍ଟି ଗ୍ରାଉଣ୍ଡରେ ସମରସେଟ୍‌ ବିପକ୍ଷରେ ୨୩ ବର୍ଷୀୟ ପୃଥ୍ବୀ ୨୪୮ ରନ କରିଛନ୍ତି । …

ଉପକୂଳ ଜଳଚାଷ ପ୍ରାଧିକରଣ ବିଧେୟକ, ୨୦୨୩ ସଂସଦର ଉଭୟ ସଦନରେ ଅନୁମୋଦନ

ଉପକୂଳ ଜଳଚାଷ ପ୍ରାଧିକରଣ (ସଂଶୋଧନ) ବିଧେୟକ, ୨୦୨୩ ସଂସଦର ଉଭୟ ସଦନରେ ଅନୁମୋଦନ ଲାଭ କରିଛି । ଉପକୂଳ ଜଳଚାଷ ଏବଂ ଏହା ସହିତ ଜଡିତ କାର୍ଯ୍ୟକଳାପ ସିଆରଜେଡ୍ ମଧ୍ୟରେ ଅନୁମତିପ୍ରାପ୍ତ କାର୍ଯ୍ୟକଳାପ ବୋଲି ସରକାର ଦୋହରାଇଛନ୍ତି । ସଂଶୋଧିତ ବିଲରେ ବ୍ୟବସ୍ଥା କରାଯାଇଛି ଯେ ଉପକୂଳ ଜଳଚାଷ…