ମୟୂରଭଞ୍ଜରେ 5T ସଚିବ ଭିକେ ପାଣ୍ଡିଆନ

ମୟୂରଭଞ୍ଜ: ମୟୂରଭଞ୍ଜରେ ବିକାଶର ଅନୁଧ୍ୟାନ କରିବାକୁ ଗ୍ରାଉଣ୍ଡରେ ପହଞ୍ଚିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଜଶିପୁର ନିର୍ବାଚନମଣ୍ଡଳୀର ମାହାରଦାପଳସା ମିନି ଷ୍ଟାଡିଅମରେ ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି 5T ସଚିବ । ୧୦ ହଜାରରୁ ଅଧିକ ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ କରିଛନ୍ତି । ଏସଏଚଜି…

ନାବାଳିକା ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ: ହଟିବ ଦେଶଦ୍ରୋହ ଆଇନ

ନୂଆଦିଲ୍ଲୀ: ବଦଳିବ ଦେଶର ଆଇନ । ବ୍ରିଟିଶ ଅମଳରୁ ଯେଉଁ ଆଇନଗୁଡିକ କାର୍ଯ୍ୟକାରୀ ହୋଇଆସୁଥିଲା ତାହାକୁ ବଦଳାଇବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଦେଶରୁ ହଟିବ ଦେଶଦ୍ରୋହ ଆଇନ । ଏହା ସହ ନାବାଳିକା ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ । ଆଜି…

ଆପ୍ ସାଂସଦ ରାଘବ ଚଡ୍ଡା ରାଜ୍ୟସଭାରୁ ନିଲମ୍ବିତ

ନୂଆଦିଲ୍ଲୀ: ଆପ୍ ସାଂସଦ ରାଘବ ଚଡ୍ଡା ନିଲମ୍ବିତ । ବିଶେଷ ଅଧିକାର ସମିତିର ରିପୋର୍ଟ ଆସିବା ଯାଏଁ ରାଜ୍ୟସଭାରୁ ନିଲମ୍ବିତ । ଦିଲ୍ଲୀ ସେବା ବିଲ ସିଲେକ୍ଟ କମିଟିକୁ ପଠାଇବା ପାଇଁ ରାଜ୍ୟସଭାରେ ଆଗତ ହୋଇଥିବା ପ୍ରସ୍ତାବରେ ରାଘବ ଦସ୍ତଖତ ଜାଲିଆତି କରିଥିବା ବିଜେଡି,  ବିଜେପି ଏବଂ କିଛି…

ଡିଏନଏ ରିପୋର୍ଟରୁ ସ୍ପ‌ଷ୍ଟ : ଦିନେଶ-ଦୀପିକା ହିଁ ଶିଶୁର ବାପା-ମାଆ

ବ୍ରହ୍ମପୁର:  ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ ହେଉଛନ୍ତି ଦିନେଶ ଓ ଦୀପିକା। ଆସିଲା ଦିନେଶ-ଦୀପିକାଙ୍କ ଡିଏନଏ ରିପୋର୍ଟ।   ୨୦୨୨ରେ ଏହି ତଥ୍ୟ ରାଜ୍ୟ ଫରେନ୍ସିକ୍ ଲାବ ପକ୍ଷରୁ ପ୍ରସ୍ତୁତ କରାଯାଇଛି।  ସ୍ତ୍ରୀର ମାନ୍ୟତା ଓ ପୁଅକୁ ବାପାର ପରିଚୟ ଦେବା ପାଇଁ ମାସ ମାସ ଧରି ଦାବି…

ଶୁଭଲକ୍ଷ୍ମୀ ସୁଇସାଇଡ଼ ପଛରେ କିଏ? ପୋଲିସର ହାତ ଖାଲି

ଭୁବନେଶ୍ୱର: ଶୁଭଲକ୍ଷ୍ମୀ ସୁଇସାଇଡ଼ ପଛରେ କିଏ ତାକୁ ନେଇ କିଛି ଦିନ ହେଲା ନୂଆ ନୂଆ ତଥ୍ୟ ବାହାରୁଛି । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ  ଆତ୍ମହତ୍ୟା ପଛରେ କିଛି ଭିଡିଓ ଥିବା କୁହାଯାଉଛି ।  ସୋସିଆଲ ମିଡିଆରେ ଘୁରି ବୁଲୁଛି ଶୁଭଲ୍ମକ୍ଷୀଙ୍କ ୩ଟି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ।…

ମଶା ବଂଶ ବୃଦ୍ଧି ରୋକିବାକୁ ଡ୍ରୋନ୍ ବ୍ୟବହାର କରିବ ବିଏମସି

ଭୁବନେଶ୍ୱର: ପୁଣି ବଢ଼ିଲେଣି ମଶା ବଂଶ ।  ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଏମସି ମଶା ବଂଶ ବୃଦ୍ଧି ରୋକିବାକୁ ଡ୍ରୋନ୍ ବ୍ୟବହାର କରିବା ନେଇ ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ । ରାଜଧାନୀରେ ବଢୁଥିବା ଡେଙ୍ଗୁ ସଂଖ୍ୟାକୁ ନଜରରେ ରଖି ମଶା ଉତ୍ପତ୍ତି ସ୍ଥାନରେ ଡ୍ରୋନ୍ ମାଧ୍ୟମରେ…

ରାଜ୍ୟ କ୍ୟାବିନେଟ : ୧୯ଟି ପ୍ରସ୍ତାବରେ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ୍ ୧୯ଟି ପ୍ରସ୍ତାବରେ ମୋହର ବାଜିଛି । ରାଜ୍ୟର ୪ ହଜାର ୩୩୭ ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତରେ ସରକାର ବ୍ୟାଙ୍କିଂ ସେବା ଯୋଗାଇ ଦେବେ । ସିଏସପି ପ୍ଲସ୍ ବ୍ୟାଙ୍କିଂ ଆଉଟଲେଟ୍ ଦ୍ବାରା ସରକାର ଏହି ସେବା…

ସଂସଦର ମୌସୁମୀ ଅଧିବେଶନର ଆଜି ଶେଷ ଦିନ

ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନର ଶେଷ ଦିନ । ଗତକାଲି କେନ୍ଦ୍ର ସରକାର ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ମାତ୍ ଦେଇଛନ୍ତି । ସଂସଦରେ ଆସ୍ଥା ରଖିବାକୁ ସକ୍ଷମ ହୋଇଛନ୍ତି କେନ୍ଦ୍ର ସରକାର । ବିରୋଧୀଙ୍କ ଅନୁପସ୍ଥିତରେ ହୋଇଥିବା ବାଚନିକ ଭୋଟିଂରେ ମୋଦି ସରକାର ଅନାସ୍ଥା…

ଆଜିର ରାଶିଫଳ

ମେଷ ଆଜି ଦ୍ୱିଜା ନକ୍ଷତ୍ର ସୁମଧୁର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। ଗୃହ, ଭୂମି, ଗାଡ଼ି, ମୋଟର, ଧାର କରଜ ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କା ରହିଛି। ସ୍ବାସ୍ଥ୍ୟ ଓ ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜଣେ ହିତୈଷୀଙ୍କ ଚେଷ୍ଟାରୁ…

ଦେଶ ସ୍ବାର୍ଥ ଅପେକ୍ଷା ଦଳୀୟ ସ୍ବାର୍ଥକୁ ଗୁରୁତ୍ବ ଦେଉଛନ୍ତି ବିରୋଧୀ : ମୋଦି

ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ବର୍ଷିଛନ୍ତି ।  କେନ୍ଦ୍ରର ମୋଦୀ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି । ବିରୋଧୀ ଦଳଙ୍କୁ ସମାଲୋଚନା କରି ମୋଦୀ କହିଛନ୍ତି ଯେ ଏହି ଦଳ…