ଆଜିର ରାଶିଫଳ

ମେଷ: କରିଆସୁଥିବା ପ୍ରୟାସରେ ସନ୍ତୋଷଜନକ ଫଳ ପାଇବେ। ଆପଣ ନେତୃତ୍ବ ନେଇପାରନ୍ତି। ଚାକିରିଆଙ୍କ ଲାଗି ଦିନଟି ଭଲ। ପରିବାର ସହିତ ସୁଖଦ ମୁହୂର୍ତ୍ତ ବିତାଇବେ। ବୃଷ: ଆପଣଙ୍କର ସ୍ବଭାବ ଅନ୍ୟମାନଙ୍କର ଧ୍ୟାନ ଆକର୍ଷିତ କରିବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି। ବଡ଼ ଓକିଲଙ୍କ ପରାମର୍ଶ…

ସାହିତ୍ୟରେ ନୋବେଲ ପୁରସ୍କାର ପାଇବେ ନରଓ୍ବେର ପ୍ରସିଦ୍ଧ ଔପନ୍ୟାସିକ

ସାହିତ୍ୟ ଲାଗି ନୋବେଲ ପୁରସ୍କାର ଘୋଷଣା। ସମ୍ମାନଜନକ ପୁରସ୍କାର ପାଇବେ ନରଓ୍ବେର ପ୍ରସିଦ୍ଧ ଔପନ୍ୟାସିକ ଓ ନାଟ୍ୟକାର ଜନ ଫୋସେ । ସାହିତ୍ୟରେ ନୂତନତ୍ବର ପ୍ରୟୋଗ, ନାଟକ ଓ ଗଳ୍ପ ସାହିତ୍ୟରେ ଆଧୁନିକତା ଶୈଳୀ ଲାଗି ଫୋସେଙ୍କୁ ମିଳିବ ଏହି ସମ୍ମାନ। ସାହିତ୍ୟ ଜରିଆରେ ଜନସମାଜକୁ ଜାଗ୍ରତ କରିବା…

ସିକିମରେ ଓଡ଼ିଆ ଯବାନ ଶହୀଦ, ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ: ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ଓଡ଼ିଆ ଯବାନ ସରୋଜ କୁମାର ଦାସ ସହିଦ । ଢେଙ୍କାନାଳ କାମାକ୍ଷାନଗର ଦିଘି ପଞ୍ଚାୟତର କେନ୍ଦୁଢିପବାସୀ ସରୋଜ ଦାସ ସହିଦ ହୋଇଯାଇଛନ୍ତି । ଏ ଖବର ପହଞ୍ଚିବା ପରେ ପରିବାର ସହ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପରିବାର ଲୋକେ ଭିଡିଓ…

ବାଜି ରାଉତଙ୍କୁ ନେଇ ଓଡ଼ିଆ ଜାତି ଗର୍ବିତ

ବାଜି ରାଉତଙ୍କୁ ନେଇ ଓଡ଼ିଆ ଜାତି ଗର୍ବିତ ।  ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବ ହେଉଛନ୍ତି କୁନି ସ୍ବାଧୀନତା ସଂଗ୍ରାମୀ । ତାଙ୍କର ବୀରତ୍ୱ ଓ ସାହସିକତା ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ଆଦର୍ଶ ହୋଇଛନ୍ତି ବାଜି ରାଉତ ।  ୧୯୨୬ ମସିହା ଅକ୍ଟୋବର ୫ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା…

ଆଜିଠୁ ବିଶ୍ବକପ୍ : ଖେଳିବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ

ଅହମଦାବାଦ: ବିଶ୍ବକପ୍‌ ମ୍ୟାଚରେ ଆଜି ପୂର୍ବ ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଦୁଇ ଦଳ ଏନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଇଂଲଣ୍ଡ ବ୍ୟାଟିଂଲାଇନ ସହ ବୋଲିଂ ଲାଇନ ଶକ୍ତ ଅଛି । ମଧ୍ୟକ୍ରମରେ ଏକାଧିକ ବାମହାତୀ ଖେଳାଳି ଥିବା ବେଳେ ବ୍ରୁକ୍‌ ଓ…

ଆଜି ମହାପ୍ରଭୁଙ୍କ ବନକଲାଗି

ପୁରୀ: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ବନକଲାଗି ଦେଢ଼ ମାସ ବନ୍ଦ ରହିବା ପରେ ଅନୁଷ୍ଠିତ ହେବ। ଗୁରୁବାର ଆଶ୍ବିନ-କୃଷ୍ଣ ଷଷ୍ଠୀ ତିଥିରେ ବନକଲାଗି ନୀତି ଅନୁଷ୍ଠିତ ହେବ ବୋଲି ଚୂଡ଼ାନ୍ତ ହୋଇଛି। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ ହେବ।…

ଆଜିର ରାଶିଫଳ

ବୃଷ: ଏକାଗ୍ର ଚିତ୍ତରେ କରୁଥିବା କାମର ଭଲ ପରିଣାମ ପାଇବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରିବାର ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ପ୍ରେମୀଙ୍କ ଲାଗି ଭଲ ଦିନଟିଏ। ମିଥୁନ: ବ୍ୟବସାୟରେ ଏଭଳି ଯୋଜନା ଲାଗୁ କରିବେ ଯାହା ଆପଣଙ୍କୁ ପ୍ରଚୁର ଲାଭ ଦେବ। ପ୍ରିୟଜନଙ୍କ…