ସାରା ଅଲ୍ଲୀ ଖାନଙ୍କ ଭାଗ୍ୟ ଏବେ ବେଶ ବଦଳିଛି. ଏକଥା ଆମେ କହୁନୁ, ସାରା ନିଜେ କହୁଛନ୍ତି. ଦେଖୁନାହାନ୍ତି, ହାତୀ ତାଙ୍କ ଉପରେ ସୁନାକଳସ ଢାଳିବା ଭଳି କିପରି ଫିଲ୍ମ ଉପରେ ଫିଲ୍ମ ତାଙ୍କୁ ଅଫର ଆସୁଛି. ଆଉ ସେ ସବୁ ମଧ୍ୟ ନାରୀକେନ୍ଦ୍ରୀୟ ଫିଲ୍ମ. ଯାହାକୁ ନେଇ ସାରା ଖୁବ ଖୁସି ଥିବା ପ୍ରକାଶ କରିଛନ୍ତି. ତେବେ ଏହାକୁ ନେଇ ସାରା କହିଛନ୍ତି, “ମୋ ଆକ୍ଟିଂ କ୍ୟାରିଅରରେ ଏପରି ଶୁଭ ଘଟଣା ଘଟଣା ଘଟିବ ତାହା କେବେ ବି ମୁଁ କଳ୍ପନା କରିନଥିଲି. କାହାଣୀଗୁଡିକ ମତେ ବେଶ ପ୍ରଭାବିତ କରିଛି. ତା ସହ ସେଥିରେ ଥିବା ମୋର ଭୂମିକା ମଧ୍ୟ ମତେ ଖୁବ ପସନ୍ଦ ଆସିଛି. ପ୍ରଯୋଜକଙ୍କର ତିନୋଟି ଅଫରକୁ ଗ୍ରହଣ କରିଛି.” ‘ଏବେ ତାଙ୍କ ଅଭିନୀତ ୟେ ୱତନ ମେରି ୱତନ’ର ପୋଷ୍ଟ ପ୍ରଡକ୍ସନ ଚାଲିଛି.
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post