ବେକାରୀ ହାର ହ୍ରାସ

ଦେଶରେ ହ୍ରାସ ପାଇଛି ବେକାରୀ ସମସ୍ୟା . ପୂର୍ବ ରିପୋର୍ଟ ଅନୁଯାୟୀ ମାତ୍ର ବର୍ଷକରେ ଭାରତରେ ବେଶ ହ୍ରାସ ପାଇଛି ବେକାରୀ ସମସ୍ୟା. ସିଏମଆଇଇ ବା ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମିରେ ଦିଆଯାଇଥିବା ତଥ୍ୟରୁ ଏହା ଜଣାପଡିଛି. ଗତ ଅଗଷ୍ଟରେ ଏହା ୮.୧୦ % ଥିଲା , ଯାହା ସେପ୍ଟେମ୍ବରରେ…

ଇଡି ହାଜତରେ ରହିବେ ଆପ୍‌ ନେତା ସଂଜୟ ସିଂହ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ  ଗିରଫ ହୋଇଥିବା ଆପ୍‌ ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଇଡି ହାଜତ ପଠାଯାଇଛି। ବର୍ଷକ ମଧ୍ୟରେ ଆପ୍‌ର ତୃତୀୟ ନେତାଭାବେ ସଂଜୟ ସିଂହ ଏହି ମାମଲାରେ ଗିରଫ ହୋଇଛନ୍ତି। ଦିଲ୍ଲୀର ପୂର୍ବତନ…

ସିସୋଦିଆଙ୍କୁ ଜାମିନ ମିଳିଲାନାହିଁ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାମିନ ମିଳିଲା ନାହିଁ ।  ୨ଟି ପୃଥକ୍‌ ଜାମିନ ଆବେଦନର ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ ଏହି ମାମଲାରେ ଦୁର୍ନୀତି ହୋଇଥିବା ସ୍ପଷ୍ଟ କରିଛନ୍ତି । ତେବେ ଏଥିରେ ପ୍ରମାଣ ଅଭାବ…

ନୂଆଦିଲ୍ଲୀରେ ବସିବ ମାଓ ମୁକାବିଲା ବୈଠକ

ନୂଆଦିଲ୍ଲୀରେ ଆଜି ବସିବ ମାଓ ମୁକାବିଲା ବୈଠକ। ସକାଳ ୧୦ଟାରେ ବିଜ୍ଞାନ ଭବନଠାରେ ବସିବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିବେ। ବୈଠକରେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ସମେତ ଅନ୍ୟାନ୍ୟ…

ଇଂଲଣ୍ଡକୁ ୯ ଓ୍ବିକେଟରେ ହରାଇଲା ନ୍ୟୁଜିଲାଣ୍ଡ

ଅହମ୍ମଦାବାଦ: ବିଶ୍ବକପ ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡର ଦମଦାର ବିଜୟ। ପ୍ରତିପକ୍ଷ ଇଂଲଣ୍ଡକୁ ୯ ଓ୍ବିକେଟରେ ହରାଇଲା କିଓ୍ବି ଟିମ୍। ନିର୍ଦ୍ଧାରିତ ଓଭରରୁ ୮୨ ବଲ ବାକି ଥାଇ ମ୍ୟାଚ ହାତେଇ ନେଇଛି ନ୍ୟୁଜିଲାଣ୍ଡ। କନଓ୍ବେ ୧୨୧ ବଲରେ ୧୫୨ ରନ କରିଥିବାବେଳେ ରବୀନ୍ଦ୍ର ୯୬ ବଲରେ ୧୨୩ ରନ…