ଏସିଆନ ଗେମ୍ସର ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ହାସଲ କଲେ ଓଡ଼ିଆ ପୁଅ କିଶୋର

ଏସିଆନ ଗେମ୍ସର ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ହାସଲ କଲେ ଓଡ଼ିଆ ପୁଅ କିଶୋର  । ଏସିଆନ ଗେମ୍ସରେ  ଜାଭେଲିନରେ କିଶୋର ଜେନାଙ୍କୁ ମେଡାଲ । ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ହାସଲ କଲେ କିଶୋର । ୮୭.୫୪ ମିଟର ଥ୍ରୋ କଲେ କିଶୋର ଜେନା । ବିଶ୍ବ ଚାମ୍ପିଆନସିପ୍‌ରେ ୫ ନମ୍ବର ସ୍ଥାନରେ ଥିଲେ କିଶୋର…