କମିଲା ଏଲପିଜି ସିଲିଣ୍ଡର ମୂଲ୍ୟ

ଆଜି ୧ ଜାନୁଆରୀ ୨୦୨୪ ରୁ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି । ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ଆଜି ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଛି ।୨୦୨୪ ଅର୍ଥାତ୍ ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ବର୍ଷ…

ଗୁପ୍ତଚର ଉପଗ୍ରହ ଲଞ୍ଚ୍ କରିବ ଉତ୍ତର କୋରିଆ

ଉତ୍ତର କୋରିଆ ନିଜର ସେନାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନୂଆ ବର୍ଷ 2024 ରେ ଆଉ ତିନୋଟି ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ଘୋଷଣା କରିଛି । ଗତ ମାସରେ ଉତ୍ତର କୋରିଆ ମହାକାଶକୁ ଏକ ଗୁପ୍ତଚର ଉପଗ୍ରହ ପଠାଇଥିଲା। ପରେ ସେ ଦାବି କରିଥିଲେ ଯେ ଉପଗ୍ରହଟି ଆମେରିକା ଏବଂ ଦକ୍ଷିଣ କୋରିଆ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି

ନୂଆବର୍ଷ ପୂର୍ବରୁ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନେକ ପଦରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ୨୯ ପ୍ରକାର ପଦରେ ନିଯୁକ୍ତି ଦିଆଯିବ । ସିଷ୍ଟମ ଆନାଲିଷ୍ଟ, ହିନ୍ଦି ଅଫିସର, କନିଷ୍ଠ ବିଭାଗ କିରାଣୀ (ଏଲଡିସି), ବରିଷ୍ଠ ବିଭାଗ କିରାଣୀ (ୟୁଡିସି),…

ଆଜିଠାରୁ ଶ୍ରୀମନ୍ଦିରରେ ଲାଗୁହେଲା ନୂଆ ନିୟମ

ନୂଆବର୍ଷ ୨୦୨୪ରେ ପୁରୀ ଶ୍ରୀମନ୍ଦିରରେ ନୂଆ ନିୟମ ଲାଗୁ ହୋଇଛି । ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଏହି କଟକଣା ଲାଗୁ କରିବା ପାଇଁ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଥିଲେ । ଶ୍ରୀମନ୍ଦିର ଭିତରେ କେହି ପାନ, ଗୁଟଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ । ନିୟମ…

ନବବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଇଂରାଜୀ ନବବର୍ଷ ୨୦୨୪ ଉପଲକ୍ଷେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନବବର୍ଷ ବାର୍ତ୍ତାରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ନବବର୍ଷର ଆନନ୍ଦମୟ ଅବସରରେ ମୁଁ ଭାରତ ଓ ବିଦେଶରେ ଥିବା ସମସ୍ତ ଭାରତୀୟଙ୍କୁ ଆନ୍ତରିକ…

ଆଜିର ରାଶିଫଳ

ମେଷ: ସାମାଜିକ କାର୍ଯ୍ୟ କରୁଥିବା ଲୋକ ସମ୍ମାନିତ ହେବେ। ବେପାରୀଙ୍କ କାମରେ ଅନୁକୂଳ ସ୍ଥିତି ବଜାୟ ରହିବ। ଶିକ୍ଷାକ୍ଷେତ୍ରରେ ଭଲ ପରିଣାମ ପାଇବେ। ପ୍ରେମିକ ପ୍ରେମିକାଙ୍କର ଭୁଲ୍ ଧାରଣା ଦୂର କରିବେ। ବୃଷ: ଧାର ନେଇଥିବା ଅର୍ଥ ପରିଶୋଧ କରିବେ। ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଦାୟିତ୍ବ…

ନୂଆ ବର୍ଷରୁ ଚାଣକ୍ୟଙ୍କ ଏହି ନୀତି ଆପଣାନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ କାଳର ଜଣେ ମହାନ ବିଦ୍ୱାନ ଥିଲେ। ସେ ଜଣେ ଦକ୍ଷ ରାଜନେତା, କୂଟନୀତିଜ୍ଞ, ରଣନୀତିଜ୍ଞ ଏବଂ ତାଙ୍କ ସମୟର ଅର୍ଥନୀତିରେ ବିଶେଷଜ୍ଞ ଥିଲେ। ଜୀବନ ସହ ଜଡିତ ଅନେକ ଦିଗ ଆଚାର୍ଯ୍ୟଙ୍କ ଦ୍ୱାରା ଲିଖିତ ନୀତି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ତେଣୁ ଆଜି ବି ଲୋକମାନେ…

ଦେଶରେ ଲାଗୁ ହେବ ଏହି ୫ଟି ବଡ ପରିବର୍ତ୍ତନ

ନୂଆବର୍ଷ ଅର୍ଥାତ୍ ୧ ଜାନୁୟାରୀ ୨୦୨୪ ଆସିବା ସହିତ ଦେଶରେ ବହୁ ପରିବର୍ତ୍ତନ ବି ଲାଗୁ ହୋଇଯିବ ଯାହା ଆପଣଙ୍କ ପକେଟ୍ ଉପରେ ସିଧା ପ୍ରଭାବ ପକାଇବ । ଏଥିରେ ଆପଣଙ୍କ ବ୍ୟାଙ୍କ ଲକର ଠାରୁ ଆରମ୍ଭ କରି ଏଲ୍‌ପିଜି ଗ୍ୟାସର ଦାମ୍ ପର୍ଯ୍ୟନ୍ତ ଅନେକ କିଛି ସାମିଲ ରହିଛି । ଏହି କ୍ରମରେ ଆସନ୍ତୁ…

ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ହକି

ରାଞ୍ଚିରେ ଜାନୁଆରି ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଶନିବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ନିକଟରେ ପ୍ରଥମ ମହିଳା ଭାବେ ୩୦୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବା ବନ୍ଦନା କାଟାରିଆ ଉପଅଧିନାୟିକା ଦାୟିତ୍ବ ପାଇଛନ୍ତି।…

ମୁଁ କ’ଣ ଭିଆଇପି?

ଆଜି ପର୍ଯ୍ୟନ୍ତ ବଲିଉଡର କୌଣସି ସେଲିବ୍ରିଟିଙ୍କ ପିଲାମାନଙ୍କୁ ତୈମୁରଙ୍କ ଭଳି ଲୋକପ୍ରିୟତା ମିଳିନଥିଲା। ତୈମୁରଙ୍କ ଜନ୍ମ ହେବା ପରେ ତାଙ୍କର ଅନେକ ଫଟୋ ଓ ଭିଡିଓ ଖୁବ ଭାଇରାଲ ହୋଇଥିଲା। କୌଣସି କଳାକାର ଯେତିକି ଚର୍ଚ୍ଚାରେ ରହୁନଥିଲେ, ତାଠୁ ଅଧିକ ଚର୍ଚ୍ଚାରେ ରହୁଥିଲେ ତୈମୁର।…