ସାରା ବିଶ୍ବ ପାଳିବ ଜିରୋ ନାଇଟ୍

ଘଡିରେ ଯେତେବେଳେ ୩ଟି କଣ୍ଟା ୧୨ ଉପରକୁ ଚାଲି ଆସିବ ସାରା ବିଶ୍ବ ପାଳିବ ଜିରୋ ନାଇଟ୍ ସେଲିବ୍ରସନ । ରଙ୍ଗୀନ ଆଲୋକକୁ ଆତସବାଜିରେ ନୂଆବର୍ଷକୁ ସ୍ବାଗତ କରିବେ ସମସ୍ତେ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଓଡ଼ିଶାରେ ବି ଜିରୋନାଇଟ୍ ସେଲିବ୍ରେସନକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ…

କଲବଲ କରିବ କୁହୁଡ଼ି

ରାଜ୍ୟରେ କମିଲା ଶୀତ, ବଢ଼ିଲା ତାପମାତ୍ରା । ସ୍ବାଭାବିକ ଠାରୁ ୫ ଡିଗ୍ରୀ ଉପରେ ରହିଛି ପାରଦ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି । ଘନ କୁହୁଡ଼ି ପାଇଁ ଅଧିକାଂଶ ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୫ ତାରିଖରୁ ରାଜ୍ୟରେ ବଦଳିବ ପାଗ ।…

ସାଧାରଣତନ୍ତ୍ର ଦିବସ ପରେଡ଼ରେ ଓଡ଼ିଶାର ମେଢ ସ୍ଥାନ ପାଇବ

ଆସନ୍ତା ସାଧାରଣତନ୍ତ୍ର ଦିବସ ପରେଡ଼ରେ ଓଡ଼ିଶାର ମେଢ ଏଥର ସ୍ଥାନ ପାଇବ । ଗତ ତିନି ବର୍ଷ ଓଡ଼ିଶାର ମେଢ଼ ସ୍ଥାନ ପାଇନଥିଲା । ଏଥର ଥିମ ବିଚାରକଙ୍କ ମନକୁ ପାଇଛି ।  ବିକଶିତ ଭାରତ ଥିମ୍‌କୁ ନେଇ ଓଡ଼ିଶା ପକ୍ଷରୁ ୪ଟି ଡିଜାଇନ ଦିଆଯାଇଥିଲା। ଏଥିରେ ରଘୁରାଜପୁର ଗ୍ରାମର ଡିଜାଇନକୁ କେନ୍ଦ୍ର…

ଇସ୍ରାଏଲ ଆକ୍ରମଣରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୫ ଜଣ ପାଲେଷ୍ଟାଇନଙ୍କ ମୃତ୍ୟୁ

ନୂଆ ବର୍ଷ ପାଳନ ପୂର୍ବରୁ ଭୟଙ୍କର ଆକ୍ରମଣ କରୁଛି ଇସ୍ରାଏଲ  । ଗାଜା ଯୁଦ୍ଧରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୫ ଜଣ ପାଲେଷ୍ଟାଇନ ବାସିନ୍ଦାଙ୍କ ମୃତ୍ୟୁ ଘଟିଛି ।ଅକ୍ଟୋବର ୭ ପରେ ଇସ୍ରାଏଲ ଗାଜାରେ କରିଥିବା ଆକ୍ରମଣ ପରଠାରୁ ଏପର୍ଯ୍ୟନ୍ତ ୨୧ ହଜାର ୬୭୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ହଜାର ଲୋକ…

ପ୍ରକାଶ ପାଇଲା ASO ରେଜଲ୍ଟ

ଓଡିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ରେ ମୋଟ ୭୮୭ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ୨୦୨୨ ମସିହା ଅଗଷ୍ଟ ୨୭ ତାରିଖରୁ ଡିସେମ୍ବର ୪ ତାରିଖ ପର୍ୟ୍ୟନ୍ତ ହୋଇଥିବା ସାକ୍ଷାତାକର ଏବଂ ପ୍ରମାଣପତ୍ର ଯାଞ୍ଚ ପରେ ଶନିବାର ଚୂଡାନ୍ତ ତାଲିକା…

୧୦ ବିଭାଗର ୧୩ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ୧୦ ବିଭାଗର ୧୩ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର । ୧୩ଟି ପ୍ରସ୍ତାବରେ ରହିଛି ୬ଟି ସେବା ସମ୍ବନ୍ଧୀୟ ପ୍ରସ୍ତାବ  । ଏମଏସଏମଇ ବିଭାଗ ଅଧୀନରେ ଓଡ଼ିଶା ଶିଳ୍ପ ସେବା- ଓଆଇଏସ କ୍ୟାଡରର ବିଭିନ୍ନ ପଦବୀରେ ନିଯୁକ୍ତିର ପଦ୍ଧତି ଏବଂ ସେବା…

ଆଜିର ରାଶିଫଳ

ମେଷ: ଲୋକମାନଙ୍କର ବିଶ୍ବାସ ଆପଣଙ୍କ ଉପରେ ବଜାୟ ରହିବ। ଅଧୁରା ଥିବା ସରକାରୀ କାମ ପୂରା ହୋଇଯିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜ ସମ୍ବନ୍ଧର କଥା ଘର ଲୋକଙ୍କୁ କହିବେ। ବୃଷ: ଅଫିସରେ ଅଧୁରା ଥିବା ସଂପୂର୍ଣ୍ଣ କରିପାରିବେ। ଆପଣଙ୍କ ସାଥୀରେ କାମ କରୁଥିବା ଲୋକଙ୍କର ସାହାଯ୍ୟ…

ରୁମ୍ ହିଟର ବ୍ୟବହାର କରୁଥିଲେ ସାବଧାନ !

କିଛି ଲୋକ ସ୍ୱେଟର ପିନ୍ଧି ରହୁଥିବା ବେଳେ ଆଉ କେତେଜଣ ରୁମ୍ ହିଟର ବ୍ୟବହାର କରିଥାନ୍ତି । ଅଧିକାଂଶ କ୍ଷେତ୍ରରେ ବ୍ୟକ୍ତି ଜଣଙ୍କ ରୁମ୍ ହିଟର ଠିକ୍ ଭାବେ ବ୍ୟବହାର ନ କରିବା ଦ୍ୱାରା ବିପଦର ସମ୍ମୁଖୀନ ହୋଇଥାଏ । କହିବାକୁ ଗଲେ ରୁମ୍ ହିଟରର ବ୍ୟବହାର କମ କରିବା କଥା ନହେଲେ ଏହା ସ୍ୱାସ୍ଥ୍ୟ…

ବିଗ୍‌ ବିଙ୍କ ଆଖିରେ ଲୁହ

ସୋନିଟିଭିରେ ପ୍ରସାରିତ ରିୟଲିଟି ସୋ’ କୌନ୍ ବନେଗା କରୋଡ଼ପତି ( କେବିସି)ର ହଟସିଟ୍‌ରେ ବସି ପୂରା ସୋ’ର ସଂଚାଳନ ଅମିତାଭଙ୍କୁ ଘରେ ଘରେ ପରିଚିତ କରାଯାଇଛି। ହେଲେ ଦୁଃଖର କଥା ହେଉଛି ଆଜି ରାତିରେ ‌ହିଁ କୌନ୍ ବନେଗା କରୋଡ଼ପତି ସିଜିନ୍‌ ୧୫ର ଶେଷ ଏପିସୋଡ଼ ଦେଖିବାକୁ ମିଳିବ। ଏହି…

କଂଗ୍ରେସକୁ ଟାର୍ଗେଟ୍‌ କଲେ ନୀତୀଶ

ଜେଡିୟୁ ସଭାପତି ପଦରୁ ଆଜି ଲଲନ ସିଂହ ଇସ୍ତଫା ଦେଇଛନ୍ତି। ଦଳ ଲଲନ ସିଂହଙ୍କ ଇସ୍ତଫାକୁ ମଂଜୁର କରିଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦଳର ନୂଆ ସଭାପତି ହୋଇଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଲଲନ ସିଂହ ଦଳର ସଭାପତି ପଦ ପାଇଁ ନୀତୀଶ କୁମାରଙ୍କ…