ନୂଆ ଇତିହାସ ରଚିଛି ନିଫ୍ଟି

ଶେୟାର ବଜାର ଖୋଲିବାର ଏକ ଘଣ୍ଟା ପୂର୍ବରୁ ନୂଆ ଇତିହାସ ରଚିଛି ନିଫ୍ଟି। ୨୩,୪୨୦.୩୫ ପଏଣ୍ଟରେ ପହଞ୍ଚି ରେକର୍ଡ କରିଛି । ପୂର୍ବରୁ ଏହି ରେକର୍ଡ ୨୩,୪୧୧.୯୦ ପଏଣ୍ଟ ରହିଥିଲା । ଦୁଇଦିନ ତଳେ ଅର୍ଥାତ ସପ୍ତାହର ଆରମ୍ଭ ସୋମବାର ଦିନ ସେନ୍‌ସେକ୍ସ ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଥିଲା । ପ୍ରଥମ ଥର…

ନବୀନ ନିବାସ ଯିବେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଶପଥ ଗ୍ରହଣ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମୋହନ ମାଝୀ। ସୌଜନ୍ୟମୂଳକ ସାକ୍ଷାତ ପାଇଁ ମୋହନ ମାଝୀ ନବୀନ ନିବାସ ଯିବେ ବୋଲି ସୂଚନା ମିଳିଛି।ଆଜି ଅପରାହ୍ନ ୪ଟା ୪୫ରେ ମୋହନ ମାଝୀ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଅକାଳେ ହୋଇଯିବ ଆପଣଙ୍କ ମୃତ୍ୟୁ

ବ୍ୟସ୍ତବହୁଳ ଜୀବନ ଭିତରେ ଲୋକେ ସତେ ଯେପରି ନିଜ ପ୍ରତି ଧ୍ୟାନ ଦେବା ଭୁଲିଗଲେଣି । ଘରେ ରୋଷେଇ କରି କିଛି ପୁଷ୍ଟିକର ଖାଦ୍ୟ ଖାଇବା ବଦଳରେ ସେମାନେ ବାହାରର ଖାଦ୍ୟ ପସନ୍ଦ କରୁଛନ୍ତି । ସକାଳର ଜଳଖିଆ ହେଉ କିମ୍ବା ମଧ୍ୟାନ୍ନ ଭୋଜନ ଅବା ରାତ୍ରୀ ଭୋଜନ ସବୁ କିଛି ସହଜରେ ବାହାରେ ଉପଲବ୍ଧ । ଆଉ…

ଓଡ଼ିଶା ଜାତୀୟ ମାନ୍ୟତା ସନ୍ତରଣ ପ୍ରତିଯୋଗିତା -ଓଡ଼ିଶାର ପଦକ ସଂଖ୍ୟା ୧୧

ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ସନ୍ତରଣାଗାରରେ ଚାଳିଥିବା ଦ୍ବିତୀୟ ଓଡ଼ିଶା ଜାତୀୟ ମାନ୍ୟତା ସନ୍ତରଣ ପ୍ରତିଯୋଗିତା (ଫାଇନାଲ୍‌)ରେ ମଙ୍ଗଳବାର ଓଡ଼ିଶାକୁ ୨ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୬ ପଦକ ମିଳିଛି। ଫଳରେ ଏହି ପ୍ରତିଯୋଗିତାରେ ଓଡ଼ିଶାର ପଦକ ସଂଖ୍ୟା ୧୧ (୩…

ନଗର ପରିକ୍ରମାରେ ବାହାରିଛନ୍ତି ଦେବ ଦମ୍ପତି

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର । ବିବାହ ସମ୍ପନ୍ନ ହେବା ପରେ ନଗର ପରିକ୍ରମାରେ ବାହାରିଛନ୍ତି ଦେବ ଦମ୍ପତି । ଅଳତୀ ପରେ ସୁସଜ୍ଜିତ ରଥରେ ବିଜେ କରି ମହାଦେବ ଓ ଦେବୀ ପାର୍ବତୀ ଗ୍ର ପରିକ୍ରମା କରିଛନ୍ତି । ରାତି ୧୨ଟାରେ ବାହାରିଥିବା ଏହି ପରିକ୍ରମା ବ୍ରାହ୍ମ…

ଭାରତୀୟ ସେନାର ନୂଆ ମୁଖ୍ୟ ହେବେ ଉପେନ୍ଦ୍ର ଦ୍ୱିବେଦୀ

ଭାରତୀୟ ସେନାର ନୂଆ ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ଜୁନ୍‌‌ ୩୦ରେ ଜେନେରାଲ ମନୋଜ ପାଣ୍ଡେଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ ଉପେନ୍ଦ୍ର ଦ୍ୱିବେଦୀ। ପରମ ବିଶିଷ୍ଠ ସେବା ପଦକ ଏବଂ ଅତି ବିଶେଷ ସେବା ପଦକରେ ସମ୍ମାନିତ ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ ବର୍ତ୍ତମାନ…

ସରକାରୀ ହୋମିଓପାଥିକ ମେଡିକାଲ କଲେଜରେ ଅଧ୍ୟାପକ ନିଯୁକ୍ତି

ସରକାରୀ ହୋମିଓପାଥିକ ମେଡିକାଲ କଲେଜମାନଙ୍କରେ ବିଭିନ୍ନ ବିଭାଗରେ ଅଧ୍ୟାପକ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଖବର । ଏହି ପଦ ପାଇଁ ଲିଖିତ ପରୀକ୍ଷା ତାରିଖ ଘୋଷଣା କରିଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) । ଜୁଲାଇ ୧୪ ତାରିଖ (ରବିବାର) ଦିନ ଏହି ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୯ରୁ ୧୦.୩୦…

ରାଜ୍ୟରେ ଡେଙ୍ଗୁ ମୁଣ୍ଡ ଟେକିଲାଣି

ଆଜିକାଲି ସବୁ ଋତୁରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାବେଳେ ଜୁନରୁ ସେପ୍ଟେମ୍ବର ଅଧିକ ଗୁରୁତ୍ବପୂର୍ଣ୍ଣ; କାରଣ ଏହି ସମୟରେ ଅଧିକ ସଂଖ୍ୟାରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥାନ୍ତି। ଏବେ ସୀମାବର୍ତ୍ତୀ ଅଞ୍ଚଳ ସହିତ ଉପକୂଳ ଅଞ୍ଚଳରେ ମଧ୍ୟ ଅଧିକ ସଂଖ୍ୟାରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ…

ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟ ବୈଠକ

ଆଜି ରାଜ୍ୟରେ ନୂଆ ସରକାର ଗଠନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝି। ସନ୍ଧ୍ୟା ୫ଟାରେ ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ପ୍ରଥମ କ୍ୟାବିନେଟ ବୈଠକ ବସିବ। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହା ପ୍ରଥମ କ୍ୟାବିନେଟ ବୈଠକ ହେବ। ଏହି ବୈଠକରେ…

ଘରେ ଏସବୁ ଜିନିଷକୁ କେବେ ଖାଲି ରଖନ୍ତୁ ନାହିଁ

ଘର ସୁଖ ସମୃଦ୍ଧିରେ ପୂରି ଉଠିବ ଯଦି ଆମେ କିଛି ଛୋଟ ଛୋଟ ନିୟମର ପାଳନ କରିବା। ନଚେତ ଦୁର୍ଦ୍ଦଶା ପରିବାର ସଦସ୍ୟଙ୍କ ପିଛା ଛାଡ଼ିବନି। ସୁଖ ସୁବିଧା ସବୁ ହଜିଯିବ, ମାନସିକ ଦୁଶ୍ଚିନ୍ତା କଲବଲ କରିବ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ଏପରି କିଛି ଜିନିଷ ଅଛି ଯାହାକୁ କି କେବେ ଖୋଲା ରଖିବା…