ପ୍ରକାଶ ପାଇଲା ଯୁକ୍ତ ଦୁଇ ମେରିଟ୍ ଲିଷ୍ଟ, ଶୀର୍ଷରେ ରେଭେନ୍ସା
ପ୍ରକାଶ ପାଇଲା ଯୁକ୍ତ ଦୁଇ ମେରିଟ୍ ଲିଷ୍ଟ । ରାଜ୍ୟରେ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି । କଟ୍ ଅଫ୍ ଶୀର୍ଷରେ ରହିଛି ରେଭେନ୍ସା । କଳାରେ ୮୧%, ବାଣିଜ୍ୟରେ ୮୨.୪୦% ଓ ବିଜ୍ଞାନରେ ସର୍ବାଧିକ ୯୩.୪୦ % ପ୍ରତିଶତ ରହିଛି । ବିଜ୍ଞାନ କଟ୍ ଅଫ୍ ର ଦ୍ବିତୀୟ…