Browsing Tag

#odisha

ପଞ୍ଚାୟତ ଭୋଟ ପାଇଁ ଅଣ୍ଟା ଭିଡ଼ିଲେ ସରକାର ,ପଞ୍ଚାୟତରେ ଦେଢ କୋଟିରୁ ତିନି କୋଟି ଟଙ୍କା ଖର୍ଚ୍ଚ ପାଇଁ ମେଗା ପ୍ଲାନ,

 ପଞ୍ଚାୟତ ଭୋଟ ପାଇଁ ଅଣ୍ଟା ଭିଡ଼ିଲେ ସରକାର। ପଞ୍ଚାୟତରେ ଦେଢ କୋଟିରୁ ତିନି କୋଟି ଟଙ୍କା ଖର୍ଚ୍ଚ ପାଇଁ ମେଗା ପ୍ଲାନ । ଗାଁରେ ମିଳିବ ସହରର ସବୁ ସୁବିଧା । ପ୍ରତି ଗାଁରେ ନିର୍ମାଣ ହେବ ଆଦର୍ଶ କଲ୍ୟାଣ ମଣ୍ଡପ, ଆଦର୍ଶ ଖେଳ ପଡିଆ , ଆଦର୍ଶ ଗ୍ରାମୀଣ ହାଟ, ଆଦର୍ଶ ପୋଖରୀ, ସ୍ମଶାନ, ଗ୍ରାମୀଣ…

ସାଧାରଣ ମିଠାକୁ ‘ଶ୍ରୀ ରାମ ମନ୍ଦିର ଅଯୋଧ୍ୟା ପ୍ରସାଦ’ ନାମରେ ଆମାଜନରେ ବିକ୍ରି, ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି…

ସାଧାରଣ ମିଠାକୁ ‘ଶ୍ରୀ ରାମ ମନ୍ଦିର ଅଯୋଧ୍ୟା ପ୍ରସାଦ’ ନାମରେ ବିକ୍ରି କରିବା ଏବଂ ଗ୍ରାହକଙ୍କୁ ବିଭ୍ରାନ୍ତ କରିବା ଅଭିଯୋଗରେ ଇ-କମର୍ସ ସଂସ୍ଥା ଆମାଜନ୍ (Amazon) ଉପରେ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଅଗଷ୍ଟ ୪, ୨୦୨୬ରେ…

କେନ୍ଦ୍ରଶାସିତ ଅଞ୍ଚଳରେ ଲଦାଖରେ ଜମ୍ମୁ-କଶ୍ମୀର ଓ ଲଦାଖ ହାଇକୋର୍ଟର ଏକ ବେଞ୍ଚ ସ୍ଥାପନ କରିବାକୁ କେନ୍ଦ୍ର କ୍ୟାବିନେଟ୍…

ଲଦାଖବାସୀଙ୍କ ପାଇଁ ଖୁସି ଖବର। କେନ୍ଦ୍ରଶାସିତ ଅଞ୍ଚଳରେ ଲଦାଖରେ ଜମ୍ମୁ-କଶ୍ମୀର ଓ ଲଦାଖ ହାଇକୋର୍ଟର ଏକ ବେଞ୍ଚ ସ୍ଥାପନ କରିବାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି…

ନବୀନ ବାବୁ MMDR ବିଲ୍ କୁ ନେଇ ମିଥ୍ୟା ଅପପ୍ରଚାର କରି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି –…

ଗତକାଲି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରି 'ଖଣି ଏବଂ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍, ୨୦୨୬' (MMDR Amendment Bill-2026) କୁ ବିରୋଧ କରିବା ସହ କେନ୍ଦ୍ର ସରକାର ଓଡ଼ିଶାର ହକ୍ ଛଡ଼ାଇ ନେଉଛନ୍ତି ବୋଲି…

ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା ଅଧୀନରେ ରୁଫଟପ୍ ସୋଲାର ସ୍ଥାପନ କ୍ଷେତ୍ରରେ ଜାତୀୟ ସ୍ତରରେ ଓଡ଼ିଶା ୭ମ…

୧୭ ଅଗଷ୍ଟ ୨୦୨୬: ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ପୋର୍ଟାଲରେ ଉପଲବ୍ଧ ତଥ୍ୟ ଅନୁସାରେ, ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା ଅଧୀନରେ ରୁଫଟପ୍ ସୋଲାର ସ୍ଥାପନ କ୍ଷେତ୍ରରେ ଜାତୀୟ ସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇ ଓଡ଼ିଶା ଦେଶର ଅନ୍ୟତମ ଦ୍ରୁତ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ନନ୍ଦନକାନନ କୁ ଆସୁଛନ୍ତି ରେଡ୍ କଙ୍ଗାରୁ

ନନ୍ଦନକାନନରୁ ଖୁସି ଖବର। ଆସୁଛନ୍ତି ନୂଆ ବିଦେଶୀ ଅତିଥି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମହାଦେଶରୁ ଅନେକ ବିରଳ ତଥା ବିଦେଶୀ ପ୍ରଜାତିର ବନ୍ୟଜନ୍ତୁ ନନ୍ଦନକାନନ ଆଣିବା ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ବିଦେଶୀ ଜୀବଜନ୍ତୁଙ୍କ ଆଗମନ ଚିଡ଼ିଆଖାନାର ସୌନ୍ଦର୍ଯ୍ୟ ଓ…

ଶ୍ରୀଲଙ୍କାକୁ ୧୬୫ ରନରେ ପରାସ୍ତ କରି ଗଲ୍ ଟେଷ୍ଟକୁ କବଜା କରିଛି ଭାରତ

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚକୁ ଜିତି ନେଇଛି ଗିଲ୍ ବାହିନୀ । ଶ୍ରୀଲଙ୍କାକୁ ୧୬୫ ରନରେ ପରାସ୍ତ କରି ଗଲ୍ ଟେଷ୍ଟକୁ କବଜା କରିଛି ଭାରତ । ଏହି ବିଜୟ ସହିତ ଭାରତ ୧-୦ରେ ଆଗୁଆ ରହିଛି । ପ୍ରଥମେ ବ୍ୟାଟିଂ ଏବଂ ପରେ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆ…

ଇମ୍ରାନ୍ ହାଶମୀଙ୍କ ‘ଆୱାରାପନ୍ ୨’ଷଷ୍ଠ ଦିନରେ ୬.୭୫ କୋଟି ଟଙ୍କାର ବ୍ୟବସାୟ କରିଛି

ବକ୍ସ ଅଫିସରେ ଶିବମ୍ ପଣ୍ଡିତଙ୍କ ଏଣ୍ଟ୍ରି ଧମାକେଦାର ହେବାକୁ ଯାଉଛି । ହୁଏତ ସେ ନିଜେ ଏ କଥା ଭାବି ନଥିବେ । ସେହି ସମୟରେ ପ୍ରଥମ ଫିଲ୍ମଟି ଭଲ ବ୍ୟବସାୟ କରିପାରିନଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ କଲ୍ଟ ଫିଲ୍ମର ମାନ୍ୟତା ମିଳିଥିଲା । ସେହିପରି ଇମ୍ରାନ୍ ହାଶମୀଙ୍କ ଏହି ଫିଲ୍ମର…

ଚୀନ୍ ଭାରତର ସୀମାରେ ପଶିନି , ଅରୁଣାଚଳ ପ୍ରଦେଶର କୌଣସି ଜାଗାକୁ ଅକ୍ତିଆର କରି ନାହିଁ -କେନ୍ଦ୍ରମନ୍ତ୍ରୀ କିରନ ରିଜି

ଚୀନ୍ ଭାରତର ସୀମାରେ ପଶିନି । ଅରୁଣାଚଳ ପ୍ରଦେଶର କୌଣସି ଜାଗାକୁ ଅକ୍ତିଆର କରି ନାହିଁ । ଆଖପାଖରେ ଚୀନର ଆକ୍ଟିଭିଟି ଥିଲେ ବି ଭାରତର ଜାଗା ମାଡିନି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ । ଏହାସହ ଅରୁଣାଚଳ ସୀମାରେ ଚୀନ ଅନୁପ୍ରବେଶ ଦାବିକୁ ବୁଧବାର କେନ୍ଦ୍ରମନ୍ତ୍ରୀ କିରନ…

ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ବଢୁଛି, ମୋଟ ୧୭ଟି ଗେଟ୍ ଜରିଆରେ ବନ୍ୟା ଜଳ ନିଷ୍କାସନ

ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ବଢୁଛି । ଖୋଲିଲା ଜଳଭଣ୍ଡାରର ଆଉ ୨ଟି ଗେଟ୍ । ୧୭ଟି ଗେଟ୍ ଜରିଆରେ ହେଉଛି ଜଳ ନିଷ୍କାସନ । ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣି ଥରେ ଅତ୍ୟଧିକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି । ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି…